କଳିଙ୍ଗ ପୁସ୍ତକମେଳାରେ ବଢୁଛି ଅହମଦିୟା ମୁସଲିମ ସଂଗଠନ ପ୍ରକାଶନୀର ଚାହିଦା

କଳିଙ୍ଗ ପୁସ୍ତକମେଳାରେ ବଢୁଛି ଅହମଦିୟା ମୁସଲିମ ସଂଗଠନ ପ୍ରକାଶନୀର ଚାହିଦା #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱର ୟୁନିଟ ୩ସ୍ଥିତ ପ୍ରଦର୍ଶନୀ ପଡିଆରେ ୨୫ତମ କଳିଙ୍ଗ ପୁସ୍ତକ ମେଳା ଏବେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କରୋନା ଯୋଗୁଁ ଦୀର୍ଘ ଦୁଇବର୍ଷ ପରେ ଭୁବନେଶ୍ୱରରେ ପ୍ରଥମ ପୁସ୍ତକମେଳା ଅନୁଷ୍ଠିତ ହୋଇଛି । ଏଠାରେ ଅନେକ ପୁସ୍ତକ ଷ୍ଟଲ ପଡ଼ିଥିବାବେଳେ ହଜାର ହଜାର ପ୍ରକାରର ପୁସ୍ତକ ସ୍ଥାନ ପାଇଛି । ଶିଶୁଙ୍କ ଠାରୁ ବୟୋଜ୍ୟେଷ୍ଠମାନଙ୍କ ପର୍ଯ୍ୟନ୍ତ ବିଭିନ୍ନ ପୁସ୍ତକ ଏଠାରେ ଉପଲବ୍ଧ…

Read More

ମୋର୍ବି ଟ୍ରାଜେଡି ପରେ ଏବେ ଧବଳେଶ୍ୱର ଝୁଲାପୋଲରେ ନଜର

ମୋର୍ବି ଟ୍ରାଜେଡି ପରେ ଏବେ ଧବଳେଶ୍ୱର ଝୁଲାପୋଲରେ ନଜର ଥମୁନି ବିବାଦ, ପ୍ରଶାସନ ସହ ସହମତ ନୁହନ୍ତି ସେବାୟତ ଓ ଶ୍ରଦ୍ଧାଳୁ ଆଠଗଡ଼(ଏନ୍‍.ଏମ୍‍.): ଗୁଜୁରାଟ ମୋର୍ବି ସହର ଝୁଲାପୋଲ ଟ୍ରାଜେଡି ପରେ ଏବେ ସମସ୍ତଙ୍କ ନଜର କଟକ ଜିଲ୍ଲା ଆଗଠଡ଼ ବ୍ଲକ ପବିତ୍ର ଶୈବପୀଠ ଧବଳେଶ୍ୱରଙ୍କ ଉପରେ । ଏଠାରେ ମଧ୍ୟ ବାବାଧବଳେଶ୍ୱରଙ୍କ ମନ୍ଦିରକୁ ଯିବା ପାଇଁ କୌଣସି ବିକଳ୍ପ ରାସ୍ତା ନଥିବାବେଳେ ଝୁଲାପୋଲ ଏକମାତ୍ର ମାଧ୍ୟମ ସାଜିଥିଲା । ତେବେ ଏହି ଝୁଲାପୋଲ କ୍ରମଶଃ ଦୁର୍ବଳ…

Read More

ବିଦ୍ୟାଧରପୁର କାଳୀମେଳଣ ପାଇଁ ବୁଲିଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ

ବିଦ୍ୟାଧରପୁର କାଳୀମେଳଣ ପାଇଁ ବୁଲିଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କଟକ(ଏନ୍‌.ଏମ୍‌.): କଟକ ପୂର୍ବାଞ୍ଚଳ ଅର୍ଥାତ ବିଦ୍ୟାଧରପୁର ପ୍ରସିଦ୍ଧ କାଳୀ ମେଳଣର ଅବ୍ୟବହିତ ପୂର୍ବରୁ ଆଜି ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ସମସ୍ତ ମଣ୍ଡପକୁ ଯାଇ ଠାକୁରଙ୍କୁ ଦର୍ଶନ କରିଛନ୍ତି । ଏହି ଅଞ୍ଚଳରେ ବର୍ଷ ବର୍ଷ ଧରି କାଳୀମେଳଣ ହେଉଥିବାବେଳେ ବିଦ୍ୟାଧର ପୁର ଅଞ୍ଚଳରୁ ୩୧ଟି ମଣ୍ଡପରୁ ମା’ କାଳୀଙ୍କ ସମେତ ହରପାର୍ବତୀ, ମହାଦେବ ଆଦି ଦେବଦେବୀଙ୍କ ମୃଣ୍ମୟୀମୂର୍ତ୍ତି ପୂଜା…

Read More

ଡେରାବିଶରୁ ହବିଷ୍ୟାଳିଙ୍କୁ ନେଇ ଶ୍ରୀକ୍ଷେତ୍ର ଯାତ୍ରା କଲା କଲ୍ୟାଣ ଫାଉଣ୍ଡେସନ

ଡେରାବିଶରୁ ହବିଷ୍ୟାଳିଙ୍କୁ ନେଇ ଶ୍ରୀକ୍ଷେତ୍ର ଯାତ୍ରା କଲା କଲ୍ୟାଣ ଫାଉଣ୍ଡେସନ ଡେରାବିଶ(ଏନ୍‌.ଏମ୍‌.): କାର୍ତ୍ତିକମାସରେ ହବିଷ୍ୟ କରିବା ହିନ୍ଦୁ ଧର୍ମର ଏକ ଅନନ୍ୟ ପରମ୍ପରା । ଏହାଦ୍ୱାରା ହବିଷ୍ୟାଳିମାନେ ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରିବା ସହ ମୋକ୍ଷ କାମନା କରିଥାନ୍ତି । ତେବେ ଏଭଳି ପବିତ୍ର କାର୍ଯ୍ୟ ନିମନ୍ତେ ବହୁ ଲୋକ ବିଭିନ୍ନ ତୀର୍ଥସ୍ଥାନକୁ ଯାଇ ନିଜ ନିଜ ଆରାଧ୍ୟଙ୍କ ପୂଜାର୍ଚ୍ଚନା କରୁଥିବାବେଳେ ଗରିବ ଲୋକଟିଏ ଇଚ୍ଛା ଥିଲେ ମଧ୍ୟ ସେ ତୀର୍ଥକୁ ଯାଇ ପାରେ ନାହିଁ…

Read More

ଆଠଗଡ଼ରେ ନଭେମ୍ବର ୨୪ରୁ ଗଡଜାତ ମହୋତ୍ସବ

ଆଠଗଡ଼ରେ ନଭେମ୍ବର ୨୪ରୁ ଗଡଜାତ ମହୋତ୍ସବ #ଆଠଗଡ଼(ଏନ୍‌.ଏମ୍‌.): କଟକ ଆଠଗଡ ଅଞ୍ଚଳ ପ୍ରଖ୍ୟାତ ସାଂସ୍କୃତିକ କାର୍ଯ୍ୟକ୍ରମ ଗଡଜାତ ମହୋତ୍ସବ -୨୦୨୨ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଡଜାତ ପରିକ୍ରମା ଆୟୋଜନରେ ସ୍ଥାନୀୟ ଉତ୍ତରାଚଣ୍ଡୀ ମନ୍ଦିରରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଗଡଜାତ ପରିକ୍ରମା ସଭାପତି ଆଇନଜୀବୀ ପ୍ରାଣକୃଷ୍ଣ ଦାଶ ପୌରହିତ୍ୟ କରିଥିଲେ । ବୈଠକରେ ଅନୁଷ୍ଠାନ ସମ୍ପାଦକ ଲଲାଟେନ୍ଦୁ ସେନାପତି ମହୋତ୍ସବ ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ । ଆସନ୍ତା ନଭେମ୍ବର ୨୪ ରୁ ୨୮…

Read More

ଆଠଗଡ଼ ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା

ଆଠଗଡ଼ ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା #ଆଠଗଡ଼ (ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ବ୍ଲକ ପ୍ରସିଦ୍ଧ ଶୈବପୀଠ ବାବ ଧବଳେଶ୍ୱରଙ୍କ ମନ୍ଦିର ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି । ଝୁଲାପୋଲର ମରାମତି ପାଇଁ ପୀଠଙ୍କୁ ଶ୍ରଦ୍ଧାଳୁଙ୍କ ସାମଗମକୁ ବାରଣ କରାଯାଇଛି । ତେଣୁ ୧୪୪ଜାରି କରାଯାଇଥିବା ଆଠଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଡଙ୍ଗାରେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନଥିବାରୁ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ…

Read More

ଆଠଗଡ଼ ତିଗିରିଆରେ କାଳୀ ମେଳଣ: ରଙ୍ଗିନ ଆଲୋକରେ ଝଲସିଲା ଅଞ୍ଚଳ

ଆଠଗଡ଼ ତିଗିରିଆରେ କାଳୀ ମେଳଣ: ରଙ୍ଗିନ ଆଲୋକରେ ଝଲସିଲା ଅଞ୍ଚଳ ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଅଞ୍ଚଳରେ ଶ୍ୟାମା କାଳୀ ମେଳଣ ପାଇଁ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ତିଗିରିଆ ବ୍ଲକର ନିଜିଗଡ଼ ଗ୍ରାମ ଦୀପାବଳି ଠାରୁ ଉତ୍ସବମୟ ହୋଇ ଉଠିଥିବା ଦେଖିବାକୁ ମିଳିଛି । ଦୀପାବଳି ଠାରୁ ଗ୍ରାମରେ ୧୭ ଗୋଟି ପୂଜା ମଣ୍ଡପରେ ମୃଣ୍ମୟୀ ପ୍ରତିମାଙ୍କ ପୂଜାର୍ଚ୍ଚନା ଚାଲିଛି । ୯ ଦିନ ବ୍ୟାପୀ ଏହି ମେଳଣ ହେବା ପରେ ଆସନ୍ତା…

Read More

ବାଲିଯାତ୍ରା ସଚେତନତା ଅଭିଯାନର ଦ୍ୱାଦଶ ଦିବସ

ବାଲିଯାତ୍ରା ସଚେତନତା ଅଭିଯାନର ଦ୍ୱାଦଶ ଦିବସ କଟକ(ଏନ୍‌.ଏମ୍‌.): ବାଲିଯାତ୍ରାର ଐତିହ୍ୟ ଆମ ପାଇଁ ପ୍ରେରଣାର ଉତ୍ସ ଓ ବାଲିଯାତ୍ରାର ସ୍ମୃତି ଅବିସ୍ମରଣୀୟ । ତତ୍କାଳୀନ କଳିଙ୍ଗର ବୈଭବପୂର୍ଣ ଇତିହାସରୁ ଏହା ସୁସ୍ପଷ୍ଟ । ଆଜି ଯାହାକୁ ବାଣିଜ୍ୟ କ୍ଷେତ୍ରରେ ପାରସ୍ପରିକ ବୁଝାମଣା ଓ ଚୁକ୍ତିପତ୍ର ସମ୍ପାଦନ କୁହାଯାଉଛି ତାହା ଅଲିଖିତ ଓ ବିନା ଚୁକ୍ତିରେ ପାରସ୍ପରିକ ବିଶ୍ୱାସ ଓ ସହଯୋଗକୁ ଆଧାର କରି ନୌବାଣିଜ୍ୟ ମାଧ୍ୟମରେ ବିପୁଳ ଭାବରେ ବ୍ୟବସାୟ ସଂଗଠିତ ହେଉଥିଲା । ହାତୀଦାନ୍ତ, ମୋତି…

Read More

ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ

ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ନବରଙ୍ଗପୁର(ଏନ୍‌.ଏମ୍‌.): ନବରଙ୍ଗପୁର ଜିଲ୍ଲାର ସଦର ମହକୁମା ଠାରେ ଶନିବାର ଦିନ ରାଜ୍‌ଯ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନ ପଦ ଯାତ୍ରା ସ୍ଥାନୀୟ ଭଣ୍ଡାର ଘରଣୀ ମନ୍ଦିର ନିକଟରୁ ମିଶନ ଶକ୍ତି ସଭା ଗୃହ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ଏହାକୁ ଆନୁଷ୍ଠାନିକ ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ନବରଙ୍ଗପୁର…

Read More

ଓସିଏର ନୂଆ ସଭାପତି ଭାବେ ଦାୟିତ୍ୱ ନେଲେ ବିଧାୟକ ପ୍ରଣବ ପ୍ରକାଶ ଦାସ

ଓସିଏର ନୂଆ ସଭାପତି ଭାବେ ଦାୟିତ୍ୱ ନେଲେ ବିଧାୟକ ପ୍ରଣବ ପ୍ରକାଶ ଦାସ କଟକ(ଏନ୍‌.ଏମ୍‌.): ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଔପଚାରିକ ଭାବେ ଓସିଏର ନୂଆ ସଭାପତି ଦାୟିତ୍ୱ ନେଇଛନ୍ତି । ଓସିଏର ୧୧ତମ ସଭାପତି ଭାବେ ସେ ଦାୟିତ୍ୱ ନେଇଛନ୍ତି । ସଭାପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଶ୍ରୀ ଦାସଙ୍କ ନେତୃତ୍ୱରେ ରାଜ୍ୟର ଏହି ସର୍ବୋଚ୍ଚ କ୍ରିକେଟ ସଂଘ ଏକ ନୂତନ ସୂର୍ଯ୍ୟୋଦୟ ଦେଖିବ ବୋଲି…

Read More

କାଳୀ ଭସାଣିରେ ମନ ମୋହିଲା ପାରମ୍ପରିକ ବାଦ୍ୟ ସାଙ୍ଗକୁ ଅଘୋରୀ ବାବାଙ୍କ ନୃତ୍ୟ

କାଳୀ ଭସାଣିରେ ମନ ମୋହିଲା ପାରମ୍ପରିକ ବାଦ୍ୟ ସାଙ୍ଗକୁ ଅଘୋରୀ ବାବାଙ୍କ ନୃତ୍ୟ କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ କଟକ କାଳୀ ଭସାଣିରେ ପାରମ୍ପରିକ ବାଦ୍ୟ ସାଙ୍ଗକୁ ଅଘୋରୀ ବାବାଙ୍କ ନୃତ୍ୟ ବେଶ ଆକର୍ଷଣ ସୃଷ୍ଟି କରିଛି । ବିଭିନ୍ନ ବାଦ୍ୟର ତାଳେ ତାଳେ ଦୁଲୁକୁଛି କଟକ ସହର । ଘଣ୍ଟ, ଶଙ୍ଖ, ମହୁରୀ, ଦୁଲୁଦୁଲି ସହିତ ବ୍ରାସବ୍ୟାଣ୍ଡର ତାଳେ ତାଳେ ହୋଇଛି ଶକ୍ତିମୟୀ ପାପନାସିନୀ ମା’ କାଳୀଙ୍କ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶାନ୍ତିଶୃଙ୍ଖଳାର ସହ…

Read More

ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ; ଧଉଳି ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରୁଛି- ମୁଖ୍ୟମନ୍ତ୍ରୀ

ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଧଉଳି ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରୁଛି- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.): ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ଅବସରରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ସାମିଲ ହୋଇଛନ୍ତି ଦେଶ ବିଦେଶର ଶତାଧିକ ବୌଦ୍ଧ ସନ୍ୟାସୀ । ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ବୌଦ୍ଧ ସାଧୁ ସନ୍ଥଙ୍କ ଶାନ୍ତିମନ୍ତ୍ରରେ କମ୍ପୁଛି ପରିବେଶ । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସମସ୍ତ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୁଖମନ୍ତ୍ରୀ…

Read More