ବିଧାୟିକା ଭାବେ ଶପଥ ଗ୍ରହଣ କଲେ ବର୍ଷା ସିଂ ବରିହା

ବିଧାୟିକା ଭାବେ ଶପଥ ଗ୍ରହଣ କଲେ ବର୍ଷା ସିଂ ବରିହା ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ୧-ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ପ୍ରକାଶଯୋଗ୍ୟ ଯେ ବରଗଡ଼ ଜିଲ୍ଲାର ୧-ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ଯୋଗୁଁ ଏହି ବିଧାନସଭା ଆସନଟି ଖାଲି ରହିଥିଲା । ଚଳିତ ମାସ ୫ ତାରିଖ ଦିନ ଏହି ଆସନ…

Read More

ଇଫୁ ମଲ୍ଲିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଚ୍ୟୁତ ସାମନ୍ତ

ଇଫୁ ମଲ୍ଲିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଚ୍ୟୁତ ସାମନ୍ତ #ଭୁବନେଶ୍ୱର(ଏନ୍‌.ଏମ୍‌.): କନ୍ଧମାଳ ଜିଲ୍ଲାର ଏମବିବିଏସ୍ ଛାତ୍ର ଇଫୁ ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ତାଙ୍କ ନିର୍ବାଚନ ମଣ୍ଡଳୀବାସୀଙ୍କ ତରଫରୁ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ମିଡ଼ିଆକିଆ ପଞ୍ଚାୟତର ବାଗ୍ରାମିଲା ଗ୍ରାମର ଇଫୁ ମଲ୍ଲିକ ଚଳିତ ବର୍ଷ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ କୋରାପୁଟ…

Read More

କଟକ ସାତସାହି ନୃତ୍ୟୋତ୍ସବ ଉଦଘାଟିତ

କଟକ ସାତସାହି ନୃତ୍ୟୋତ୍ସବ ଉଦଘାଟିତ #କଟକ(ଏନ୍‌.ଏମ୍‌.): ବାଲିଯାତ୍ରା ଉପର ପଡ଼ିଆଠାରେ ୯ ଦିନ ଧରି ଅନୁଷ୍ଠିତ ହେବାକୁଥିବା କଟକ ସାତସାହି ନୃତ୍ୟୋତ୍ସବ ଉଦଘାଟିତ ହୋଇଛି । ମୁଖ୍ୟଅତିଥି ଭାବେ ଓଡ଼ିଶାର ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ସମ୍ମାନ ତାଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ଉତ୍ସବ ସମ୍ପର୍କରେ ନିଜର ମତ ରଖି କହିଲେ ଯେ, କଟକର ପରମ୍ପରା, କଳା, ଭାସ୍କର୍ଯ୍ୟ ସହ ବାଣିଜ୍ୟିକ ବୃଦ୍ଧି ଓ ଭାଇଚାରା ସମଗ୍ର ଓଡ଼ିଶାରେ ସ୍ୱତନ୍ତ୍ର ।…

Read More

ଓଟିଏମ ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଚୌଦ୍ୱାର ବାସୀ

ଓଟିଏମ ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଚୌଦ୍ୱାର ବାସୀ #ଭୁବନେଶ୍ୱର/ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳର ବହୁ ଚର୍ଚ୍ଚିତ ଓଟିଏମ ଶିଳ୍ପର ପୁନରୁଦ୍ଧାର ନେଇ ରାଜ୍ୟସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଓଟିଏମ ଶ୍ରମିକମାନେ ଦୀର୍ଘ ବର୍ଷ ଧରି ନିଜର ବକେୟା ପ୍ରାପ୍ୟ ପାଇବାରୁ ବଞ୍ôଚତ ରହିଥିଲେ । ମାତ୍ର ଏବେ ରାଜ୍ୟସରକାର ମେକ ଇନ ଓଡ଼ିଶା କନକ୍ଲେଭ କାର୍ଯ୍ୟକ୍ରମ ବେଳେ ଓଟିଏମର ସମସ୍ତ ଜମିକୁ ହାତକୁ ନେବା ସହ ଏଠାରେ ଅନେକ ଶିଳ୍ପାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି…

Read More

ଚିତ୍ରଶିଳ୍ପୀ ବିଭୁତି କାନୁନ୍‌ଗୋଙ୍କ ରଜ୍ୟସ୍ତରୀୟ ଜନ୍ମ ଶତବାର୍ଷିକ

ଚିତ୍ରଶିଳ୍ପୀ ବିଭୁତି କାନୁନ୍‌ଗୋଙ୍କ ରଜ୍ୟସ୍ତରୀୟ ଜନ୍ମ ଶତବାର୍ଷିକ #କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଚିତ୍ରଶିଳ୍ପୀ ବିଭୁତି କାନୁନଗୋଙ୍କ ଶତବାର୍ଷିକ ଜୟନ୍ତୀ ପାଳିତ ହୋଇଯାଇଛି । ଓଡ଼ିଶା ଲଳିତକଳା ଏକାଡେମୀ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା କ୍ରିଏଟିଭ୍ ଆର୍ଟିଷ୍ଟ ଗ୍ରୁପର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଆୟୋଜିତ ଏହି ଉତ୍ସବରେ ସ୍ୱର୍ଗତ କାନୁନଗୋଙ୍କ ଜୀବନୀ ସମ୍ପର୍କରେ ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ । ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ୱର୍ଗତ କାନୁନ୍‌ଗୋ କୋଲକାତା ସରକରୀ କଳାମହାବିଦ୍ୟାଳୟରୁ…

Read More

ପୁନର୍ଗଠିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ବୈଠକ

ପୁନର୍ଗଠିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ବୈଠକ #ଭୁବନେଶ୍ୱର(ଏନ୍‌.ଏମ୍‌.): ପୁନର୍ଗଠିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ପ୍ରଥମ ବୈଠକ ପରିଷଦର ଅଧ୍ୟକ୍ଷ ପଦ୍ମବିଭୂଷଣ ଡକ୍ଟର ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ…

Read More

ରାଜ୍ୟସରକାରଙ୍କ ମେକ୍‌ଇନ ଓଡ଼ିଶା କନକ୍ଲେଭର ସଫଳ ରୂପାୟନ : ଚୌଦ୍ୱାର ଠାରେ କଟକ-ଭୁବନେଶ୍ୱର ଇଞ୍ଜିନିୟରିଂ କ୍ଲଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ

ରାଜ୍ୟସରକାରଙ୍କ ମେକ୍‌ଇନ ଓଡ଼ିଶା କନକ୍ଲେଭର ସଫଳ ରୂପାୟନ ଚୌଦ୍ୱାର ଠାରେ କଟକ-ଭୁବନେଶ୍ୱର ଇଞ୍ଜିନିୟରିଂ କ୍ଲଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ #ଚୌଦ୍ୱାର (ଏନ୍‌.ଏମ୍‌.): ରାଜ୍ୟସରକାରଙ୍କ ମେକଇନ ଓଡ଼ିଶା କନକ୍ଲେଭ-୨୦୨୨ର ସଫଳ ରୂପାୟନ ଦେଖିବାକୁ ମିଳିଛି କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ । ରାଜ୍ୟସରକାରଙ୍କ ଉତ୍ସାହ ଓ ଉଦ୍ୟମ ଯୋଗୁଁ ଆଜି ଚୌଦ୍ୱାରସ୍ଥିତ ଇନ୍ଦ୍ରାଣୀପାଟଣ ଠାରେ ଭାରତର ସର୍ବବୃହତ ଇଞ୍ଜିନିୟରିଂ ଶିଳ୍ପପୁଞ୍ଜର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଭାରତର ସରକାରଙ୍କ ଅଣୁ, କ୍ଷୁଦ୍ର ଓ…

Read More

ପଟ୍ଟାମୁଣ୍ଡାଇ ସ୍ଥିତ ଶ୍ରୀ ଶ୍ରୀ ରାଧାରମଣ ମଠରେ ଧର୍ମୀୟ ସଭା

ପଟ୍ଟାମୁଣ୍ଡାଇ ସ୍ଥିତ ଶ୍ରୀ ଶ୍ରୀ ରାଧାରମଣ ମଠରେ ଧର୍ମୀୟ ସଭା କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): କେନ୍ଦ୍ରାପଡା ଜିଲ୍ଲାର ପଟାମୁଣ୍ଡାଇ ସ୍ଥିତ ଶ୍ରୀଶ୍ରୀ ରାଧା ରମଣ ମଠ ତରଫରୁ ଏକ ଧର୍ମୀୟ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମଠର ମହନ୍ତ ବାବାଜୀ ଅସୀମାନନ୍ଦ ଦାସ ମହାରାଜ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ଗୋବର୍ଦ୍ଧନ ମଠ ପୁରୀର ରାଷ୍ଟ୍ରୀୟ ସଂଯୋଜକ ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗଦେଇ ଧର୍ମ ହିଁ ଜୀବନ ଧାରଣର ମୁଖ୍ୟସ୍ରୋତ ବୋଲି ମତ ପ୍ରକାଶ କରିଥିଲେ…

Read More

ଓସିଏ ଘୋଷଣା କଲା ଓଡ଼ିଶା ରଣଜୀ ଟିମ: ଅଧିନାୟକ ଭାବେ ଶୁଭ୍ରାଂଶୁ ସେନାପତି

ଓସିଏ ଘୋଷଣା କଲା ଓଡ଼ିଶା ରଣଜୀ ଟିମ: ଅଧିନାୟକ ଭାବେ ଶୁଭ୍ରାଂଶୁ ସେନାପତି #କଟକ(ଏନ୍‌.ଏମ୍‌.): ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ରଣଜୀ ଟିମ୍‌ରେ ଖେଳାଳୀଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଶା ରଣଜୀ ଦଳର ୧୭ ଜଣିଆ ଟିମରେ ଅଧିନାୟକ ଭାବେ ଶୁଭ୍ରାଂଶୁ ସେନାପତିଙ୍କ ନାମରେ ଓସିଏ ମୋହର ମାରିଛି । ଓଡ଼ିଶା ଉଭୟ ଜୁନିୟର ଓ ସିନିୟରଙ୍କୁ ନେଇ ମଇଦାନକୁ ଓହ୍ଲାଇବ । ଦଳରେ ବ୍ୟାଟିଂ ଲାଇନ ଅପରେ ରହିଛନ୍ତି ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ,…

Read More

ଉପର ବାଲିଯାତ୍ରା ପଡ଼ିଆରେ ସାତସାହି କଟକ ନୃତ୍ୟୋତ୍ସବ ଡିସେମ୍ବର ୧୦ରୁୁ

ଉପର ବାଲିଯାତ୍ରା ପଡ଼ିଆରେ ସାତସାହି କଟକ ନୃତ୍ୟୋତ୍ସବ ଡିସେମ୍ବର ୧୦ରୁୁ ଦୁରାରୋଗୀ ଓ ଅନାଥ ଶିଶୁଙ୍କୁ ଉଦ୍ଦେଶ୍ୟରେ ସମର୍ପଣ ହେବ ଅଷ୍ଟମ ସଂଧ୍ୟା #କଟକ(ଏନ୍‌.ଏମ୍‌.): ଐତିହାସିକ କଳା ସଂସ୍କୃତିର ସହର କଟକରେ ପାଲନ ହେବ ସାତସାହି କଟକ ନୃତ୍ୟୋତ୍ସବ । ଆସନ୍ତା ୧୦ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦୀର୍ଘ ୯ଦିନ ଧରି ହେବାକୁ ଥିବାବେଳେ ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୬୫ରୁ ଉର୍ଦ୍ଧ୍ୱ ଦଳର କଳାକାରମାନେ ମୁକ୍ତାକାଶ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ…

Read More

ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି

ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି କଟକ(ଏନ୍‌.ଏମ୍‌.): ଭାରତ ସମ୍ବିଧାନର ପ୍ରଣେତା, ଭାରତରତ୍ନ ଡକ୍ଟର ଭୀମ୍ ରାଓ ବାବା ସାହେବ୍ ଆମ୍ବେଦକରଙ୍କ ୬୬ତମ ମହାପରାୟଣ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପରିଷଦ ସଭାପତି ତଥା ସାମାଜିକକର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ କଟକ ବାଲିକୁଦା ଠାରୁ କର୍ମକର୍ତ୍ତାମାନେ ବାହାରି ହାଇକୋର୍ଟ ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ସ୍ଥାନୀୟ…

Read More

ସର୍ବଭାରତୀୟ ପୁଲିସ ହକି ଚମ୍ପିୟାନସିପ: ଓଡ଼ିଶାକୁ ପୁରୁଷ ଓ ମହିଳା କ୍ଷେତ୍ରରେ ବ୍ରୋଞ୍ଚ ହାସଲ

ସର୍ବଭାରତୀୟ ପୁଲିସ ହକି ଚମ୍ପିୟାନସିପ: ଓଡ଼ିଶାକୁ ପୁରୁଷ ଓ ମହିଳା କ୍ଷେତ୍ରରେ ବ୍ରୋଞ୍ଚ ହାସଲ କଟକ (ଏନ୍‌.ଏମ୍‌.): ୭୧ ତମ ସର୍ବଭାରତୀୟ ପୁଲିସ ହକି ଚମ୍ପିୟାନସିପରେ ଓଡିଶା ପୁଲିସର ପୁରୁଷ ଓ ମହିଳା ଟିମ ଦଳଗତ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଓଡିଶା ପୁଲିସର ପୁରୁଷ ଟିମ ସି.ଆଇ.ଏସ.ଏଫ କୁ ୬-୪ ଗୋଲରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଥିବାବେଳେ ମହିଳା ବର୍ଗରେ ଓଡିଶା…

Read More