‘ଜୀବନ ସଉଦା’ ପୁସ୍ତକ ଉନ୍ମୋଚିତ

‘ଜୀବନ ସଉଦା’ ପୁସ୍ତକ ଉନ୍ମୋଚିତ #ଭୁବନେଶ୍ୱର(ଏନ୍‍.ଏମ୍‍.) : ସାମାଜିକ କର୍ମୀ ମୁରଲୀଧର ରଥଙ୍କ ଜୀବନୀ ଉପରେ ଜ୍ଞାନରଞ୍ଜନ ମହାନ୍ତିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଜୀବନ ସଉଦା’ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଡକ୍ଟର ଗୋବିନ୍ଦ ଚନ୍ଦ୍ର ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ପୂର୍ବତନ ଜିଲ୍ଲାପରିଷଦ ସଭାପତି ନଟବର ବାରିକ, ଅଧ୍ୟାପକ ସଂଗ୍ରାମ…

Read More

ସୁବୋଧ କୃଷ୍ଣ ମିଶନ ପକ୍ଷରୁ ଭାଗବତପାରାୟଣ ଓ ପ୍ରବଚନ ସପ୍ତାହ ଉଦ୍‌ଯାପିତ

ସୁବୋଧ କୃଷ୍ଣ ମିଶନ ପକ୍ଷରୁ ଭାଗବତପାରାୟଣ ଓ ପ୍ରବଚନ ସପ୍ତାହ ଉଦ୍‌ଯାପିତ #କଟକ(ଏନ୍‌.ଏମ୍‌.): ସିଡିଏ ସେକ୍ଟର-୯ ସ୍ଥିତ ମା’ଦୁର୍ଗା ମଣ୍ଡପ ଠାରେ ଭାଗବତ ପୂଜନ, ପାରାୟଣ ଓ ପ୍ରବଚନ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମର ଉଦ୍‌ଯାପିତ ହୋଇଯାଇଛି । ସୁବୋଧ କୃଷ୍ଣ ମିଶନର ପ୍ରମୁଖ ଡ. ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ୱତୀ ମହାରାଜ ସପ୍ତାହ ବ୍ୟାପୀ ପ୍ରବଚନ ମାଧ୍ୟମରେ ଆର୍ଶୀବଚନ ପ୍ରଦାନ କରିଥିଲେ । ସୁବୋଧକୃଷ୍ଣ ମିଶନର ରାଜ୍ୟ ଲୋକସମ୍ପର୍କ ପ୍ରମୁଖ ଉତ୍କଳ ଭୂଷଣ ରାଉତରାୟ ଅତିଥି ଆମନ୍ତ୍ରଣ…

Read More

୫୬ତମ କେରଙ୍ଗ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଉଦ୍‌ଯାପିତ

୫୬ତମ କେରଙ୍ଗ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଉଦ୍‌ଯାପିତ କେରଙ୍ଗ ସର୍ବଧର୍ମ ସମ୍ମିଳନୀ ଦେଶରେ ଭାଇଚାରାକୁ ପ୍ରୋତ୍ସାହନ ଦେବ : ସୁର ରାଉତର #ଖୋର୍ଦ୍ଧା(ଏନ୍‌.ଏମ୍‌.): ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କେରଙ୍ଗ ଅହମଦୀୟା ମୁସଲିମ ଜମାତ ପକ୍ଷରୁ ୫୬ତମ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଉଦ୍‌ଯାପିତ ହୋଇଛି । ଏହି ଅଧିବେଶନରେ ଅଖିଳ ଭାରତ ଅହମଦୀୟା ମୁସଲିମ ସଂଗଠନ ଇସଲାହ ଓ ଇରଶାଦ ବିଭାଗର ଉପସଚିବ ମୌଲାନା ଅବ୍ଦୁଲ ଓକିଲ ନିଆଜ ପୌରୋହିତ୍ୟ କରିଥିଲେ । ସର୍ବପ୍ରଥମେ ସୈଫୁର ଅହମ୍ମଦ ପବିତ୍ର…

Read More

କିମ୍‌ସରେ ବିଶ୍ୱ ମାତୃ ଦିବସ

କିମ୍‌ସରେ ବିଶ୍ୱ ମାତୃ ଦିବସ #ଭୁବନେଶ୍ୱର(ଏନ୍‌.ଏମ୍‌.): ମାଆର ମମତା ଓ ବାତ୍ସଲ୍ୟ ସନ୍ତାନଙ୍କ ଜୀବନର ସ୍ରୋତ । ମାଆ ନିଜ ସନ୍ତାନ ପାଇଁ ସମଗ୍ର ଜୀବନ କଷ୍ଟ ସହ୍ୟ କରିଥାଏ ଏବଂ ପ୍ରତି ବଦଳରେ ସନ୍ତାନକୁ ପୃଥିବୀର ସର୍ବଶ୍ରେଷ୍ଠ ମଣିଷ ଭାବେ ଗଢ଼ି ତୋଳେ । ରବିବାର କିମ୍‌ସ-ଭୁବନେଶ୍ୱର ପରିସରରେ ବିଶ୍ୱ ମାତୃ ଦିବସ ପାଳନ ଅବସରରେ କିଟ୍‌, କିସ୍ ଓ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହା କହିଛନ୍ତି । କିମ୍‌ସ ପରିସରରେ ମାଇଁ ମଦର…

Read More

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲାର ପ୍ରଭାତ ଦାସ ଏକ ଛୋଟ ଦୋକାନ କରି ଗୁଜୁରାଣ ମେଣ୍ଟାନ୍ତି । ହଠାତ୍ ତାଙ୍କ ଜୀବନରେ ଅନ୍ଧକାର ଘୋଟିଆସି ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଲା । ମଧୁମେହ ରୋଗରେ ଆକ୍ରାନ୍ତ ହେଲା ପରେ ତାଙ୍କ ବାମ ଗୋଡ଼ର ହାଡ଼ ଦୁର୍ବଳ…

Read More

ସୁବୋଧକୃଷ୍ଣ ମିଶନ ପକ୍ଷରୁ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ସପ୍ତାହର ଉଦ୍‌ଘାଟନ

ସୁବୋଧକୃଷ୍ଣ ମିଶନ ପକ୍ଷରୁ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ସପ୍ତାହର ଉଦ୍‌ଘାଟନ #କଟକ(ଏନ୍‌.ଏମ୍‌.): ସୁବୋଧକୃଷ୍ଣ ମିଶନ ପକ୍ଷରୁ ଆଜି ସ୍ଥାନୀୟ ସିଡ଼ିଏ ସେକ୍ଟର-୯ ମା’ଦୁର୍ଗା ମଣ୍ଡପରେ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ସପ୍ତାହର ଉଦ୍‌ଘାଟିତ ହୋଇଯାଇଛି । ନ୍ୟାୟମୂର୍ତ୍ତି ବାସୁଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରବକ୍ତା ରୂପେ ରାମନାଥ ପଣ୍ଡା ଯୋଗ ଦେଇଥିଲେ । ସୁବୋଧକୃଷ୍ଣ ମିଶନ ସଂଯୋଜକ ଉତ୍କଳ ଭୂଷଣ ରାଉତରାୟ ପ୍ରାରମ୍ଭିକ ସୂଚନା, ଅତିଥି…

Read More

ବୋଧପୁର ଶ୍ରୀ ଲଷ୍ମୀନୃସିଂହ ମନ୍ଦିରରେ ଭାଗବତ ସପ୍ତାହ ପରାୟଣ ପ୍ରବଚନ

ବୋଧପୁର ଶ୍ରୀ ଲଷ୍ମୀନୃସିଂହ ମନ୍ଦିରରେ ଭାଗବତ ସପ୍ତାହ ପରାୟଣ ପ୍ରବଚନ #କଟକ ସଦର(ଏନ୍‌.ଏମ୍‌.): ଆଧ୍ୟାତ୍ମିକ ପରିବେଶ ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଶେଷ ହୋଇଯାଇଛି ଅଷ୍ଟାଦଶ ବାର୍ଷିକୀ ଉତ୍ସବ ଶ୍ରୀମଦ ଭାଗବତ ସପ୍ତାହ ପରାୟଣ ଓ ପ୍ରବଚନ । ସାତ ଦିନ ଧରି ଚାଲି ଥିବା ଏହି ପ୍ରବଚନ ଓ ପରାୟଣ ସନ୍ଧ୍ୟାରେ ବିଶିଷ୍ଟ ସାଧୁ ସନ୍ଥମାନଙ୍କ ଦ୍ୱାରା ପ୍ରବଚନ ତଥା ଶ୍ରୀମଦ ଭାଗବତ କଥାରେ ଶ୍ରଦ୍ଧାଳୁ ବେଶ ମନ୍ତ୍ର ମୁଗ୍ଧ ହୋଇଯାଇଥିଲେ । ଶେଷ ତିନିଦିନ…

Read More

ଆଇପିଏଲ: ଚେନ୍ନାଇର ଷଷ୍ଠ ବିଜୟ

ଆଇପିଏଲ: ଚେନ୍ନାଇର ଷଷ୍ଠ ବିଜୟ #ଚେନ୍ନାଇ(ଏନ୍‌.ଏମ୍‌.): ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଷଷ୍ଠ ବିଜୟ ହାସଲ କରିଛି । ହୋମ ଗ୍ରାଉଣ୍ଡରେ ଚେନ୍ନାଇ ଦଳ ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା । ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସମ୍ମୁଖରେ ୧୪୦ରନର ବିଜୟ ଲକ୍ଷ୍ୟ ରଖିଥିଲା । ତେବେ ଚେନ୍ନାଇ ଏହି ଟର୍ଗେଟକୁ ୧୭.୪ ଓଭରରେ ମାତ୍ର ୪ ୱିକେଟ ହରାଇ ହାସଲ କରି ନେଇଥିଲା ।…

Read More

ବିଶ୍ୱ ଗଣମାଧ୍ୟମ ସ୍ୱତନ୍ତ୍ରତା ଦିବସ: ଓଡ଼ିଆ ଚଳଚ୍ଚିତ୍ର ‘ଟି’କୁ ସ୍ୱତନ୍ତ୍ର ସମ୍ମାନ

ବିଶ୍ୱ ଗଣମାଧ୍ୟମ ସ୍ୱତନ୍ତ୍ରତା ଦିବସ: ଓଡ଼ିଆ ଚଳଚ୍ଚିତ୍ର ‘ଟି’କୁ ସ୍ୱତନ୍ତ୍ର ସମ୍ମାନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରରେ ‘ବିଶ୍ୱ ଗଣମାଧ୍ୟମ ସ୍ୱତନ୍ତ୍ରତା ଦିବସ’ ପାଳିତ ହୋଇଯାଇଛି । ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଥିଲା ଆଗାମୀ ପିଢ଼ିର ସାମ୍ବାଦିକମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସର୍ବସାଧାରଣଙ୍କୁ ଗଣମାଧ୍ୟମର ଭୂମିକା ବିଷୟରେ ସଚେତନ କରିବା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟିକ ଓ ସଂଗଠକ ନିଳାଦ୍ରୀଭୂଷଣ ମହାପାତ୍ର, ସଂଳାପକାର ଡ. ରଜନୀ…

Read More

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜୟନ୍ତୀ ପାଳନ: ସାନ୍ତାଳୀ ଭାଷାକୁ ଉପଯୁକ୍ତ ମାନ୍ୟତା ପାଇଁ ଉଠିଲା ଦାବି

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜୟନ୍ତୀ ପାଳନ: ସାନ୍ତାଳୀ ଭାଷାକୁ ଉପଯୁକ୍ତ ମାନ୍ୟତା ପାଇଁ ଉଠିଲା ଦାବି କଟକ(ଏନ୍‌.ଏମ୍‌.): ବିଶିଷ୍ଟ ସାନ୍ତାଳୀ ଭାଷାର ସ୍ରଷ୍ଟା ସ୍ୱର୍ଗତ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୧୯ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ କର୍ମବୀର ଗୌରୀଶଙ୍କର ଟାଉନ ହଲ ଠାରେ ପାଳନ ହୋଇଯାଇଛି । ଜୁମିଡ୍ ଖେରୱାଲ୍ ସାନ୍ତାଳ ସଂଘ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସାନ୍ତାଳୀ ଭାଷାର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଏହି ଭାଷାର ବିକାଶ ତଥା ଉପଯୁକ୍ତ ମାନ୍ୟତା…

Read More

ଥୋରିଆପଡ଼ା ପ୍ରସିଦ୍ଧ ବେଲବଣ ମଠରେ ବିଶ୍ୱ ଶାନ୍ତି ମହାଯଜ୍ଞ

ଥୋରିଆପଡ଼ା ପ୍ରସିଦ୍ଧ ବେଲବଣ ମଠରେ ବିଶ୍ୱ ଶାନ୍ତି ମହାଯଜ୍ଞ #କଟକ ସଦର(ଏନ୍‌.ଏମ୍‌.): ସୋମପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଥୋରିଆପଡ଼ା ଗ୍ରାମ ବେଲବଣ ମଠରେ ୪୧ ତମ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ମହାଯଜ୍ଞରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୀତାପାଠ ସହ ବିଜ୍ଞ ପଣ୍ଡିତମାନଙ୍କ ଦ୍ୱାରା ଯଜ୍ଞ ସମାପନ କରାଯାଇଥିଲା । ତିନି ଦିନ ଧରି ଆଧ୍ୟାତ୍ମିକ ପରିବେଶରେ ଭଜନ କୀର୍ତ୍ତନ ହରିବୋଲ ହୁଳହୁଳି ରେ କମ୍ପି ଉଠିଥିଲା…

Read More

ଜନ୍ମମାଟିରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ: ନିଜ ହାତଗଢ଼ା ସ୍କୁଲ ଦେଖିଲେ

ଜନ୍ମମାଟିରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ: ନିଜ ହାତଗଢ଼ା ସ୍କୁଲ ଦେଖିଲେ #ରାଇରଙ୍ଗପୁର(ଏନ୍‌.ଏମ୍‌.): ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ପ୍ରଥମଥର ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ପାଦଥାପିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠାରୁ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ସେ ଅଛନ୍ତି । ତେବେ ଜନ୍ମମାଟିରେ ରାଷ୍ଟ୍ରପତିଙ୍କୁ ଦେଖିବା ପରେ ଆଜି ହଜାର ହଜାର ଜନସାଧାରଣଙ୍କ ତାଙ୍କୁ ଭବ୍ୟସ୍ୱାଗତ କରିଥିଲେ । ନିଜ ମାଟିର ଝିଅ ଆଜି ରାଷ୍ଟ୍ରପତି ହେବା ଏହି ଅଞ୍ଚଳ ପାଇଁ କମ ଗୌରବର…

Read More