ବୋଧପୁର ଲୋକନାଥଙ୍କ ପୀଠରେ ଭାଗବତ ଜନ୍ମତ୍ସୋବ
ବୋଧପୁର ଲୋକନାଥଙ୍କ ପୀଠରେ ଭାଗବତ ଜନ୍ମତ୍ସୋବ #କିଶନନଗର(ଏନ.ଏମ୍.): ଇନ୍ଦୁ ପୂର୍ଣ୍ଣିମାର ଶୁଭ ଅବସରରେ କଟକ ସଦର ଅନ୍ତର୍ଗତ ବୋଧପୁର ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଭାଗବତ ଟୁଙ୍ଗୀରେ ଶ୍ରୀମଦ ଭାଗବତଙ୍କ ଜନ୍ମତ୍ସୋବ ଅନୁଷ୍ଠିତ ହୋଇଯାଇଛି । ସନାତନ ଧର୍ମର ପ୍ରାଣ ଭାଗବତ…
