ଆଉ ଶୁଭିବନି ସଂଗୀତର ମଧୁର ମୁର୍ଚ୍ଛନା: ଆଉ ନାହାନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ

ଆଉ ଶୁଭିବନି ସଂଗୀତର ମଧୁର ମୁର୍ଚ୍ଛନା: ଆଉ ନାହାନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆଉ ଶୁଭିବନି ସଂଗୀତର ମଧୁର ମୁର୍ଚ୍ଛନା, ଯାହାର ଦେଖ ଉଡ଼ୁଛି ବାନା ନୀଳ ଚକ୍ରରୁ ଅନା ଭଳି ଗୀତର ଗାୟିକା ତଥା ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ ଦୀର୍ଘଦିନ ଧରି ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ…

Read More

ଓଡ଼ିଶା ମାଟିର ସୁନା ଝିଅ ପିହୁ, ଅସାଧାରଣ ଦକ୍ଷତାରେ ହାସଲ କଲା ‘ଇଣ୍ଡିଆ ବୁକ ଅଫ ରେକର୍ଡସ’

ଓଡ଼ିଶା ମାଟିର ସୁନା ଝିଅ ପିହୁ, ଅସାଧାରଣ ଦକ୍ଷତାରେ ହାସଲ କଲା ‘ଇଣ୍ଡିଆ ବୁକ ଅଫ ରେକର୍ଡସ’ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଶିଖରପୁର ଅଞ୍ଚଳ ଉପର ସାହି ବାସିନ୍ଦା ତଥା ସିଏମସି ଅବସରପ୍ରାପ୍ତ କର୍ମଚାରୀ ଦୟାନିଧି ପାତ୍ର ଏବଂ ଧର୍ମପତ୍ନୀ ଜ୍ୟୋତ୍ସ୍ନା ପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ପ୍ରଦୀପ୍ତ ପାତ୍ର ଓ କୁଳବଧୂ ଯାଜ୍ଞସେନୀ ପଟ୍ଟନାୟକଙ୍କ ଏକ ମାତ୍ର ଝିଅ ପ୍ରିୟାନ୍ସି ପାତ୍ର (ପିହୁ) ଯାହାର ବୟସ ୨ ବର୍ଷ ୫ ମାସ ଅଟେ । ସେ ଏତେ କମ୍…

Read More

ବିଜେଡିରୁ ଇସ୍ତଫାଦେଲେ ଷ୍ଟାର କ୍ୟାମ୍ପେନର ଅରିନ୍ଦମ ରାୟ

ବିଜେଡିରୁ ଇସ୍ତଫାଦେଲେ ଷ୍ଟାର କ୍ୟାମ୍ପେନର ଅରିନ୍ଦମ ରାୟ, ଯୋଗ ଦେଲେ ବିଜେପିରେ #କଟକ(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ନିମନ୍ତେ ଆଚରଣ ବିଧି ଲାଗୁ ହେବାର କେଇ ଘଣ୍ଟା ପୂର୍ବରୁ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ଭିଣୋଇ ତଥା ଅଭିନେତା ଅରିନ୍ଦମ ରାୟ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ଦଳର ସାଧାରଣ ସଂପାଦକ ପଦ ସହିତ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ…

Read More

ପବିତ୍ର ମହାଶିବରାତ୍ରି

ପବିତ୍ର ମହାଶିବରାତ୍ରି ଆଜି ପବିତ୍ର ମହାଶିବରାତ୍ରୀ । ଫଗୁଣ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ ଶିବରାତ୍ରୀ । ଜାଗର ଜାଳି ଉପବାସ ରହୁଥିବାରୁ ଏହାକୁ ଜାଗର ବୋଲି କୁହାଯାଏ । ଶିବ… ଏହି ଶବ୍ଦର ଅର୍ଥ ହେଉଛି ମଙ୍ଗଳ । ସେ ଶାଶ୍ୱତ, ଚିରନ୍ତନ, ସତାତନ, ସର୍ବଜ୍ଞ, ସତ୍ୟ, ସୁନ୍ଦର ଏବଂ ସକଳ ବେଦ ସ୍ୱରୂପ । ସେ ଆଶୁବର ପ୍ରଦାନକାରୀ ଆଶୁତୋଷ ଏବଂ ଅକାଳମୃତ୍ୟୁ ହରଣକାରୀ ମୃତ୍ୟୁଞ୍ଜୟ । ଜୀବନରୁ ପାପତାପରୁ ମୁକ୍ତି…

Read More

ଗଡଗଡେଶ୍ୱର ମନ୍ଦିରର ଜିର୍ଣ୍ଣୋଦ୍ଧାର ଓ ନୂତନ ମନ୍ଦିର ପ୍ରତିଷ୍ଠା ନେଇ ପ୍ରସ୍ତୁତି

ଗଡଗଡେଶ୍ୱର ମନ୍ଦିରର ଜିର୍ଣ୍ଣୋଦ୍ଧାର ଓ ନୂତନ ମନ୍ଦିର ପ୍ରତିଷ୍ଠା ନେଇ ପ୍ରସ୍ତୁତି #କଟକ(ଏନ୍‌.ଏମ୍‌.): କଟକ ସହରରେ ବୈଷ୍ଣବ ଧର୍ମ ଆଗମନର ମୁକସାଖୀ ମହାନଦୀର ଗଡ଼ଗଡ଼ିଆ ଘାଟରେ ଥିବା ଗଡଗଡେଶ୍ୱର ମନ୍ଦିରର ଜିଣ୍ଣୋଦ୍ଧାର ସହ ନୂତନ ମନ୍ଦିର ପ୍ରତିଷ୍ଠା ନେଇ ଚୁଡାନ୍ତ ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କମିଟି ପକ୍ଷରୁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇଛି । ମହାନଦୀ କୂଳରେ ଆବାହମାନ କାଳରୁ ପୂଜା ପାଇ…

Read More

ବିଜେପି ମହାନଦୀ ମଣ୍ଡଳ ପକ୍ଷରୁ ମହିଳା ସଶକ୍ତ ଓ ସ୍ୱାବଲମ୍ବୀ ସଚେତନତା କାର୍ଯ୍ୟକ୍ରମ

ବିଜେପି ମହାନଦୀ ମଣ୍ଡଳ ପକ୍ଷରୁ ମହିଳା ସଶକ୍ତ ଓ ସ୍ୱାବଲମ୍ବୀ ସଚେତନତା କାର୍ଯ୍ୟକ୍ରମ #କଟକ(ଏନ୍‌.ଏମ୍‌.): କଟକ ନଗର ବିଜେପି ମହାନଦୀ ମଣ୍ଡଳ ପକ୍ଷରୁ ସ୍ଥାନୀୟ କଲେଜଛକ ଦୁର୍ଗା ମଣ୍ଡପ କାର୍ଯ୍ୟାଳୟ ସଭାଗୃହରେ ମହିଳା ସଶକ୍ତ ଓ ସ୍ୱାବଲମ୍ବୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳା ସଶକ୍ତ ଓ ସ୍ୱାବଲମ୍ବୀ କାର୍ଯ୍ୟକ୍ରମ ସହ ବିକଶିତ ଭାରତ ସଂକଳ୍ପ ଯାତ୍ରା ବିଷୟରେ ଆୟୋଜିତ ଜନସଚେତନତା କାର୍ଯ୍ୟକ୍ରମକୁ ପୂର୍ବତନ କର୍ପୋରେଟର ଆଇନଜୀବୀ ନିରୋଦ ଚନ୍ଦ୍ର ପଣ୍ଡାଙ୍କ…

Read More

ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିଲେ ଦାଦନ ଶ୍ରମିକ; ଅଟକାଇଲେ ଯବାନ

ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିଲେ ଦାଦନ ଶ୍ରମିକ; ଅଟକାଇଲେ ଯବାନ #ନାରାୟଣପାଟଣା(ଏନ୍‌.ଏମ୍‌.): ରାଜ୍ୟରେ ଶ୍ରମିକ ଚାଲଣ ଥମିବାରେ ନାଁ ଧରୁନି । ବିଶେଷ କରି ଘର ପାଖରେ ଧନ୍ଦା ନମିଳିବା ଯୋଗୁଁ ରାଜ୍ୟବାହାରକୁ ଦାଦନ ଖଟିବା ପାଇଁ ରାଜ୍ୟରୁ ଲୋକ ଚାଲିଯାଉଛନ୍ତି । ମାତ୍ର ସେଠାରେ ବିଭିନ୍ନ ନିର୍ଯ୍ୟାତନାର ଶିକାର ହୋଇ ମଧ୍ୟ ଘରକୁ ସହଜରେ ଫେରି ପାରୁନାହାନ୍ତି । ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମୁନାହିଁ । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ଆନ୍ଧ୍ରପ୍ରଦେଶ…

Read More

ସୁବର୍ଣ୍ଣପୁର, କଟକ, ଝାରସୁଗୁଡା, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର, କଟକ, ଝାରସୁଗୁଡା, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ୫ଟି ଉପକ୍ରମରେ ଚାଲିଛି ଲକ୍ଷ୍ମୀ ବସ: ଫେବୃଆରୀ ୨୧ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଚାଲିବ ଲୋକଙ୍କ ଇଚ୍ଛାକୁ ମୁଁ ସମ୍ମାନ ଦିଏ, ମୋ ସରକାରର ସବୁ କାର୍ଯ୍ୟକ୍ରମ ଲୋକମତ ଭିତ୍ତିରେ ଆଧାରିତ, ଲକ୍ଷ୍ମୀ ଯୋଜନା ମଧ୍ୟ ଲୋକଙ୍କ ଇଚ୍ଛାରୁ କାର୍ଯ୍ୟକାରୀ କରାଯାଇଛି – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସୁବର୍ଣ୍ଣପୁର,…

Read More

ନିମପୁର ସାଇ ବାବାଙ୍କ କଳସ ଶୋଭା ଯାତ୍ରା

ନିମପୁର ସାଇ ବାବାଙ୍କ କଳସ ଶୋଭା ଯାତ୍ରା ଜଗତପୁର(ଏନ୍‌.ଏମ୍‌.): ଶ୍ରୀସାଇ ନାଥ ସେବା ଟ୍ରଷ୍ଟ ପକ୍ଷରୁ ସାଇ ବାବାଙ୍କ ତ୍ରୟୋଦଶ ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପବିତ୍ର ମାଘ ସପ୍ତମୀ ଅବସରରେ ମହାନଦୀ ବଟେଶ୍ୱର ଘାଟରୁ ଜଳ ପୂର୍ଣ୍ଣ କଳସୀ ଧରି ବହୁ ଶ୍ରଦ୍ଧାଳୁ ଶୋଭାଯାତ୍ରାରେ ଯଜ୍ଞସ୍ଥଳକୁ ଆସିଥିଲେ । ବିଭିନ୍ନ ଘଣ୍ଟ ବାଦ୍ୟ ଓ ଡିଜେ ସାଉଣ୍ଡର ତାଳେ ତାଳେ ଶ୍ରଦ୍ଧାଳୁମାନେ ସ୍ଥାନୀୟ ଶିକାରୀପୁର, କୃଷ୍ଣେଶ୍ୱର ମନ୍ଦିର, ଗୟାନା ଛକ,…

Read More

ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ #କୋଣାର୍କ(ଏନ୍‌.ଏମ୍‌.): ଆଜି ପବିତ୍ର ମାଘ ସପ୍ତମୀ । ବଡ଼ି ଭୋରରୁ କୋଣାର୍କ ଚନ୍ଦ୍ରଭାଗାରେ ସହଶ୍ରାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ଶୃଙ୍ଖଳିତ ଭାବେ ବୁଡ଼ ପକାଇବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ସୁରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ଏହି ତିଥିରେ ବୁଡ଼…

Read More

ଶ୍ରୀକ୍ଷେତ୍ରରେ ମାଗଣା ବ୍ରତୋପନୟନ ଫେବୃୟାରୀ ୧୮ରେ

ଶ୍ରୀକ୍ଷେତ୍ରରେ ମାଗଣା ବ୍ରତୋପନୟନ ଫେବୃୟାରୀ ୧୮ରେ #ପୁରୀ(ଏନ୍‌.ଏମ୍‌.): ଶ୍ରୀରାମ ଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଫେବୃଆରୀ ୧୮ ରିଖ ରବିବାର ଦିନ ବୈଦିକ ରୀତିନୀତିରେ ସାମୁହିକ ମାଗଣା ବ୍ରତୋପନୟନ ଲୋକନାଥ ମନ୍ଦିର ନିକଟ ଥାନପତି ଆଶ୍ରମର ବାଲାଜୀ ମନ୍ଦିର ପରିସରରେ ଜୀୟର ସ୍ୱାମୀ ମଠର ମହନ୍ତ ଇନ୍ଦିରା ରମଣ ରାମାନୁଜ ଦାସଜୀ ମହାରାଜଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ । ବ୍ରତାଧରୀଙ୍କ ସହିତ ସମ୍ପର୍କୀୟଙ୍କ ରହିବା, ଖାଇବା ସହିତ ସମଗ୍ର ସାମଗ୍ରୀ…

Read More

ଆଦିବାସୀ ସେବା ସଂଘ ପକ୍ଷରୁ ମାଘେ ପରବ

ଆଦିବାସୀ ସେବା ସଂଘ ପକ୍ଷରୁ ମାଘେ ପରବ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏ ସେକ୍ଟର ୧୧ କାଠଯୋଡ଼ି କୂଳ ଗାଙ୍ଗୁଲି ବସ୍ତିରେ ଆଦିବାସୀ ସେବା ସଂଘ ପକ୍ଷରୁ ପାରମ୍ପରିକ ଭାବେ ଆଦିବାସୀ ସମ୍ପ୍ରଦାୟର ମାଘେ ପରବ ଉତ୍ସାହର ସହ ପାଳିତ ହୋଇ ଯାଇଛି । ଏହି ମାଘେ ପରବ ଉପଲକ୍ଷେ ଆଦିବାସୀ ପିଲାମାନଙ୍କ ନିମନ୍ତେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ହୋଇଥିଲା । ଏହି ଅବସରରେ ଆଦିବାସୀ ବାଦ୍ୟର ତାଳେତାଳେ ଦୁଇ ଦିନ ଧରି ଆୟୋଜିତ ଲୋକନୃତ୍ୟ କାର୍ଯ୍ୟକ୍ରମରେ ଯୁବକ…

Read More