ସିକିମ ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଗଲେ ଓଡ଼ିଆ ଯବାନ
ସିକିମ ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଗଲେ ଓଡ଼ିଆ ଯବାନ #ଢେଙ୍କାନାଳ (ଏନ୍.ଏମ୍.): ସିକିମରେ ବାଦଲଫଟା ବର୍ଷାରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଯାଇଛନ୍ତି ଜଣେ ଓଡ଼ିଆ ଯବାନ । ସିକିମର ଏହି ପ୍ରଳୟଙ୍କରୀ ବନ୍ୟାରେ ୨୩ ଯବାନ ଭାସି ଯାଇଥିଲେ । ଜଣେ ଯବାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୨ ଜଣ ନିଖୋଜ ରହିଥିଲେ । ତେବେ ନିଖୋଜ ଯବାନଙ୍କ ମଧ୍ୟରୁ ଓଡ଼ିଆ ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସହିଦ ଓଡ଼ିଶା ଯବାନ…
