ବାଲି ଚାଲାଣ ନେଇ ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ମିଥ୍ୟା ସତ୍ୟପାଠକୁ ନେଇ ହାଇକୋର୍ଟ କ୍ଷୁବ୍ଧ
ବାଲି ଚାଲାଣ ନେଇ ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ମିଥ୍ୟା ସତ୍ୟପାଠକୁ ନେଇ ହାଇକୋର୍ଟ କ୍ଷୁବ୍ଧ #କଟକ(ଏନ୍.ଏମ୍.): କଟକର କରିତକର୍ମା ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ଏବେ ହାଇକୋର୍ଟଙ୍କ ଛାଟ । ବାଲି ପରିବହନ ନେଇ ଭବାନୀ ଶଙ୍କର ଚୟନୀଙ୍କ ପ୍ରତି ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି । କୋର୍ଟ କହିଛନ୍ତି, ବାଲି ପରିବହନ ନେଇ ଭବାନୀଶଙ୍କର ଚୟନୀ ଦାଖଲ କରିଥିବା ସତ୍ୟପାଠ ମିଥ୍ୟା । ତେଣୁ ତାଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ…
