ଡ଼ି.ଏ.ଭି ପବ୍ଳିକ ସ୍କୁଲରେ ଥଇଥାନ ବସ୍ତିବାସିନ୍ଦାଙ୍କୁ ସିଏମସି ଖାଇବା ନଦେବାରୁ ଉତ୍ତେଜନା : ମାରୱାଡ଼ି ସମାଜ ପକ୍ଷରୁ ରନ୍ଧାଖାଦ୍ୟ ବିତରଣ
କଟକ(ଏନ୍.ଏମ୍.): ସାମୁଦ୍ରିକ ଝଡ଼ ୟାସରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲେ ମଧ୍ୟ ସିଏମସି ଖାଦ୍ୟସାମଗ୍ରୀ ନଦେବା ଭଳି ସାଂଘାତିକ ଅଭିଯୋଗ ଉଠିଛି । ସିଡ଼ିଏ, ସେକ୍ଟର-୬ ସ୍ଥିତ ଡ଼ି.ଏ.ଭି ପବ୍ଳିକ ସ୍କୁଲରେ ସିଏମସି ପକ୍ଷରୁ କାଠଯୋଡ଼ି ବିହାର ସମେତ ପ୍ରାୟ ୪ଟି…
