Category: ବ୍ରେକିଙ୍ଗ ନିଉଜ

ସୁରକ୍ଷା ଦୃଷ୍ଟିରୁ ଶ୍ରୀନଗରରେ ଡ୍ରୋନ ଉଡାଇବା ଉପରେ ପ୍ରତିବନ୍ଧକ

ସୁରକ୍ଷା ଦୃଷ୍ଟିରୁ ଶ୍ରୀନଗରରେ ଡ୍ରୋନ ଉଡାଇବା ଉପରେ ପ୍ରତିବନ୍ଧକ ନୂଆଦିଲ୍ଲୀ(ଏଜେନ୍ସି): ସୁରକ୍ଷା ଦୃଷ୍ଟିରୁ ଡ୍ରୋନ ଉଡାଇବା ଉପରେ ପ୍ରଶାସନ ପ୍ରତିବନ୍ଧକ ଲଗାଇଛି । ଏକଦା ଯେଉଁ ଡ୍ରୋନ ବିଭିନ୍ନ କାର୍ଯ୍ୟକୁ ସହଜ ଓ ସରଳ କରିବାକୁ ବ୍ୟବହାର ହେଉଥିଲା, ସେହି ଡ୍ରୋନ…

ଦେଶରେ ଅନଲକ ଆରମ୍ଭ: ଦିଲ୍ଲୀରେ ଖୋଲିବ ଷ୍ଟାଡ଼ିୟମ

ଦେଶରେ ଅନଲକ ଆରମ୍ଭ: ଦିଲ୍ଲୀରେ ଖୋଲିବ ଷ୍ଟାଡ଼ିୟମ ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ଏବେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସପାଇବାରେ ଲାଗିଛି । ପୂର୍ବାପେକ୍ଷା ଦୈନିକ ସଂକ୍ରମଣ କମ ରହିଥିବାରୁ ଦେଶର ବିଭିନ୍ନ ସ୍ଥାନରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି ।…

ଓଡ଼ିଶା ମୋ ପରିବାର କଟକ ସିଟି ପକ୍ଷରୁ ମେଗା ରକ୍ତ ଦାନ ଶିବିର

ଓଡ଼ିଶା ମୋ ପରିବାର କଟକ ସିଟି ପକ୍ଷରୁ ମେଗା ରକ୍ତ ଦାନ ଶିବିର କଟକ(ଏନ୍‌.ଏମ୍‌.): ଓଡ଼ିଶା ମୋ ପରିବାର କଟକ ସିଟି ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ କରୋନା ପରିସ୍ଥିତିରେ ରକ୍ତ ସଂକଟ…

ରାଜ୍ୟସଭା ସାଂସଦ ଏବଂ ପୂର୍ବତନ ବିଧାୟକଙ୍କ ଦ୍ୱାରା ବ୍ରାହ୍ମଣ ଏବଂ ସଫେଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ରାଜ୍ୟସଭା ସାଂସଦ ଏବଂ ପୂର୍ବତନ ବିଧାୟକଙ୍କ ଦ୍ୱାରା ବ୍ରାହ୍ମଣ ଏବଂ ସଫେଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଟକ(ଏନ୍‌.ଏମ୍‌.): ବାରବାଟୀ କଟକ ନିର୍ବାଚନ ମଣ୍ଡଳୀ ୨୮ନମ୍ବର ୱାର୍ଡର ସଭାପତି ଜନସନ୍ ମହାପାତ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ରଜବଗିଚା କଲେଜରେ ବ୍ରାହ୍ମଣ ଓ ସଫେଇ…

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଉଦ୍ୟମରେ ଶିିଶୁର ଚିକିତ୍ସା ପାଇଁ ଓଡିଶା ମୋ ପରିବାର ପକ୍ଷରୁ ସହାୟତା

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଉଦ୍ୟମରେ ଶିିଶୁର ଚିକିତ୍ସା ପାଇଁ ଓଡିଶା ମୋ ପରିବାର ପକ୍ଷରୁ ସହାୟତା କଟକ(ଏନ୍‌.ଏମ୍‌.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ କୟଳପଡା ଗ୍ରାମ ପଞ୍ଚାୟତ ଢିଅ ସାହିର ମାନସ ବାରିକଙ୍କ ଶିଶୁ ପୁତ୍ର ଶିବଶଙ୍କର ବାରିକ ଦୀର୍ଘ…

ବାବାସାଗର ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାରାରୋପଣ

ବାବାସାଗର ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାରାରୋପଣ କଟକ(ଏନ୍‌.ଏମ୍‌.): ହରିପୁର ଦୋଳମୁଣ୍ଡାଇ ପୂଜା କମିଟି ଆନୁକୂଲ୍ୟରେ ବାବାସାଗର ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥିମାନେ କରୋନା କଟକଣା…

ଦକ୍ଷିଣ ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣା : ୧୭ ମୃତ, ୪୦ ଉଦ୍ଧାର

ଦକ୍ଷିଣ ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣା : ୧୭ ମୃତ, ୪୦ ଉଦ୍ଧାର ନୂଆଦିଲ୍ଲୀ (ଏନ୍‌.ଏମ୍‌.): ଫିଲିପାଇନ୍ସରେ ଏକ ବଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ୯୨ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ସାମରିକ ବିମାନ ସି-୧୩୦ ଦକ୍ଷିଣ ଫିଲିପାଇନ୍ସ…

ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ

ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ କଟକ(ଏନ୍‍.ଏମ୍‍.): ସମ୍ପ୍ରତି ରାଜ୍ୟରେ କରୋନା ମହାମାରୀର ପ୍ରକୋପ କ୍ରମଶଃ ହ୍ରାସ ପାଇ ସରକାରଙ୍କ ତରଫରୁ ଅନ୍ ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆମ କଟକ ଜିଲ୍ଲାରେ କିନ୍ତୁ କରୋନା ସଂକ୍ରମଣ…

ଶ୍ରୀ ଗୁଣ୍ଡିଚା ପାଇଁ ପୁରୀରେ ଲାଗୁ ହେବ ୧୪୪ ଧାରା ; ଛାତରେ ଉପରେ ବି କେହି କରିବେନି ରଥ ଦର୍ଶନ

ଶ୍ରୀ ଗୁଣ୍ଡିଚା ପାଇଁ ପୁରୀରେ ଲାଗୁ ହେବ ୧୪୪ ଧାରା ; ଛାତରେ ଉପରେ ବି କେହି କରିବେନି ରଥ ଦର୍ଶନ ପୁରୀ (ଏନ୍‍.ଏମ୍‍.) : ଆସନ୍ତା ଜୁଲାଇ ୧୨ତାରିଖରେ ପାଳନ ହେବ ଶ୍ରୀଗୁଣ୍ଡିଚା । ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ।…

ମିତାଲି, ଅଶ୍ୱିନଙ୍କୁ ଖେଳରତ୍ନ, ୩ କ୍ରିକେଟରଙ୍କୁ ଅର୍ଜୁନ ପାଇଁ ସୁପାରିସ

ମିତାଲି, ଅଶ୍ୱିନଙ୍କୁ ଖେଳରତ୍ନ, ୩ କ୍ରିକେଟରଙ୍କୁ ଅର୍ଜୁନ ପାଇଁ ସୁପାରିସ ନୂଆଦିଲ୍ଲୀ (ଏଜେନ୍ସି): ବିଭିନ୍ନ କ୍ରିକେଟରଙ୍କୁ ଜାତୀୟ ପୁରସ୍କାର ପାଇଁ ନାମ ସୁପାରିସ କରିଛନ୍ତି ବିସିସିଆଇ । ବରିଷ୍ଠ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବଂ ଗତ ୨୨ ବର୍ଷ ହେଲା ଭାରତୀୟ…

କରୋନା କଟକଣା ଉଲ୍ଲଙ୍ଘନ: ବିବାହ ଭୋଜି ବେଳେ ଚଢ଼ାଉ, ୫୦ ହଜାର ଟଙ୍କା ଜୋରିମାନା

କରୋନା କଟକଣା ଉଲ୍ଲଙ୍ଘନ: ବିବାହ ଭୋଜି ବେଳେ ଚଢ଼ାଉ, ୫୦ ହଜାର ଟଙ୍କା ଜୋରିମାନା କଟକ(ଏନ୍‌.ଏମ୍‌.): କଟକ ସହରରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ଏହାକୁ ପାଳନ କରାଯାଉନଥିବା ଯୋଗୁଁ ବାଧ୍ୟ…

ଓଡ଼ିଶା ଫେରିବ ବିଜୁ ବାବୁଙ୍କ ଐତିହାସିକ ‘ଡାକୋଟା’ ବିମାନ

ଓଡ଼ିଶା ଫେରିବ ବିଜୁ ବାବୁଙ୍କ ଐତିହାସିକ ‘ଡାକୋଟା’ ବିମାନ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାକୁ ଶୀଘ୍ର ଆସିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ‘ଡାକୋଟା’ ବିମାନ । ‘ଡାକୋଟା’କୁ ଓଡ଼ିଶା ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ…