ସାମାଜିକ ସଂଗଠନ ସାଧନା ପରିବାର ପକ୍ଷରୁ ସେବାକାର୍ଯ୍ୟ
କଟକ (ଏନ୍.ଏମ୍.) – ବାତ୍ୟା ୟାସ୍ କେବଳ ଧନଜୀବନ ଉଜାଡ଼ି ଦେଇଗଲା ନାହିଁ ବରଂ ଲୋକଙ୍କୁ ଅନେକ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଗଲା । ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ପ୍ରଶାସନକୁ ସହଯୋଗ ତଥା ଜନସାଧାରଣଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଥିଲେ ସାମାଜିକ ଅନୁଷ୍ଠାନ “ସାଧନା ପରିବାର” । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବିଭିନ୍ନ ସ୍ଥାନରେ ରାସ୍ତାରେ ପଡ଼ି ଅବରୋଧ କରିଥିବା ଗଛଗୁଡ଼ିକୁ କାଟି ରାସ୍ତା ସଫା କରିବା,ବାତ୍ୟା ମୁକାବିଲା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ…
