ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ: କେକ୍‍, ପାଉଁରୁଟି ଓ ବିସ୍କୁଟରେ ମିଶୁଥିଲା ପଚା ଅଣ୍ଡା

ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ: କେକ୍‍, ପାଉଁରୁଟି ଓ ବିସ୍କୁଟରେ ମିଶୁଥିଲା ପଚା ଅଣ୍ଡା #କଟକ(ଏନ୍‍.ଏମ୍‍.): ଖାଦ୍ୟରେ ଜହର । ବିଭିନ୍ନ ଅପମିଶ୍ରଣ ସାଙ୍ଗକୁ ମିଶୁଛି ଅଖାଦ୍ୟ । ଯାହା ଫଳରେ ସୃଷ୍ଟି ହେଉଛି ବିଭିନ୍ନ ରୋଗ । ଲୋକେ ଖାଇବା ନାଁରେ କିଣୁଛନ୍ତି ଜହର । ଏଭଳି ଏକ ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । କଟକ ସହରରେ ଥିବା ଏକ ପାଉଁରୁଟି (ବେକେରୀ) କାରଖାନାରେ ଖାଦ୍ୟ ଅନୁପୋଯୋଗୀ ସାମଗ୍ରୀରେ ତିଆରି ଚାଲିଥିବା ସୁଷମ ଖାଦ୍ୟ…

Read More

ଜଗତପୁର ଖବରକାଗଜ ବିକ୍ରେତା ସଂଘ ସଦସ୍ୟ ସମ୍ମାନିତ

ଜଗତପୁର ଖବରକାଗଜ ବିକ୍ରେତା ସଂଘ ସଦସ୍ୟ ସମ୍ମାନିତ #ଜଗତପୁର(ଏନ୍‍.ଏମ୍‍.): ଜଗତପୁର ପ୍ରେସ କ୍ଲବ ପରିସରରେ କ୍ରୀଡ଼ାବିତ୍ ରଞ୍ଜନ କୁମାର ବିଶ୍ୱାଳଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜଗତପୁର ଶାନ୍ତିକମିଟି ସମ୍ପାଦକ ତଥା ଟ୍ରକ ମାଲିକ ସଂଘ ସଭାପତି ଦିଲ୍ଲୀପ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଜେନା ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ସ୍ମୃତିଚାରଣ କରିଥିଲେ । ଏହି ସଭାରେ ସ୍ପର୍ଗତ ବିଶ୍ୱାଳଙ୍କର…

Read More

ଉତ୍ତର ପ୍ରଦେଶ ଚାଷୀ ହତ୍ୟା ଓ ପ୍ରିୟଙ୍କାଗାନ୍ଧୀ ଗରିଫ ପ୍ରତିବାଦରେ ଚୌଦ୍ୱାର-କଟକ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଉତ୍ତର ପ୍ରଦେଶ ଚାଷୀ ହତ୍ୟା ଓ ପ୍ରିୟଙ୍କାଗାନ୍ଧୀ ଗରିଫ ପ୍ରତିବାଦରେ ଚୌଦ୍ୱାର-କଟକ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ #ଜଗତପୁର(ଏନ୍‍.ଏମ୍‍.): ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଠାରେ ଚାଷୀ ଆନ୍ଦୋଳନକାରୀଙ୍କୁ ଗାଡି ଚଢ଼େଇ ମାରିଦେବା ଘଟଣାର ଅର୍ଥ ଗଣତନ୍ତ୍ରକୁ ହତ୍ୟା କରିବା । ନିଜର ହକ ପାଇଁ ଗଣତାନ୍ତ୍ରୀକ ପଦ୍ଧତିରେ ଆନ୍ଦୋଳନ ଚାଲିଥିବାବେଳେ ସେମାନଙ୍କୁ ଇଂରେଜ ଶାସକଙ୍କ ଭଳି ହତ୍ୟା କରିବା ଭଳି ବର୍ବରତା ଦୁର୍ଭାଗ୍ୟଜନକ ବୋଲି ଜଗତପୁର ଠାରେ ଚୌଦ୍ୱାର-କଟକ ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାରେ…

Read More

କମିଶନରେଟ ପୁଲିସ ହାତରେ ଚୋରା ବନ୍ଧୁକ ବ୍ୟବସାୟୀ: ଆଲ୍‌ବମ୍ ଅଭିନେତା ସହ ୪ ଗିରଫ, ୩ଟି ବନ୍ଧୁକ ସହ ୧୨ ଜୀବନ୍ତ ଗୁଳି ଜବତ

କମିଶନରେଟ ପୁଲିସ ହାତରେ ଚୋରା ବନ୍ଧୁକ ବ୍ୟବସାୟୀ: ଆଲ୍‌ବମ୍ ଅଭିନେତା ସହ ୪ ଗିରଫ, ୩ଟି ବନ୍ଧୁକ ସହ ୧୨ ଜୀବନ୍ତ ଗୁଳି ଜବତ #କଟକ(ଏନ୍‌.ଏମ୍‌.): ସବୁବର୍ଷ ପରି ଏଥର ମଧ୍ୟ ଶାରଦୀୟ ପୂଜା ପୂର୍ବରୁ କଟକରେ ଅପରାଧୀମାନ ସକ୍ରିୟ ହୋଇଉଠିଛନ୍ତି । ଗତକାଲି ଦିନ ଦିପ୍ରହରରେ ଜଗତପୁର ଅଂଚଳରେ ଗୁଳିଫୁଟାଇ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିଲା ବେଳେ ଆଜି ବନ୍ଧୁକ କାରବାରରେ ସଂପୃକ୍ତ ୪ ଜଣଙ୍କୁ ବାଦାମବାଡି ଥାନା ପୁଲିସ ଗିରଫ କରିଛି । ସବୁଠାରୁ…

Read More

ଉପଭୋକ୍ତାଙ୍କ ବିଦ୍ୟୁତ ଶୁଳ୍କ: ଘରେ ବସିବ ପ୍ରିପେଡ଼ ସ୍ମାର୍ଟ ମିଟର

ଉପଭୋକ୍ତାଙ୍କ ବିଦ୍ୟୁତ ଶୁଳ୍କ: ଘରେ ବସିବ ପ୍ରିପେଡ଼ ସ୍ମାର୍ଟ ମିଟର #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଦ୍ୟୁତ ଶୁଳ୍କ ଆଦାୟ ପାଇଁ ରହିଥିବା ସମସ୍ୟାର ସମାଧ୍‌ାନ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି । ବିଦ୍ୟୁତ ବ୍ୟବହାର କରିବା ପରେ ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ ବିଲ ଆଦାୟ ହେଉଥିବାବେଳେ ଶୁଳ୍କ ବକେୟା ରହିଯାଉଥିଲା । ହେଲେ ଏଣିକି ଆଉ ବିଦ୍ୟୁତ ଶୁଳ୍କ ବାକିଆ ରହିବ ନାହିଁ ; ବରଂ ଆଗୁଆ ପଇଠ କରିବାକୁ ପଡ଼ିବ । ତେଣୁ ବିଦ୍ୟୁତ…

Read More

ହଠାତ ଫେଲ ହେଲା ଫେସବୁକ୍‌, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ

ହଠାତ ଫେଲ ହେଲା ଫେସବୁକ୍‌, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ନୂଆଦିଲ୍ଲୀ (ଏଜେନ୍ସି): ହଠାତ ଫେଲ ହୋଇଯାଇଛି ସୋସିଆଲ ମିଡିଆ । ଫେସବୁକ୍‌, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ସେବା ଠପ୍ ହୋଇ ଯାଇଛି । ସୋମବାର ରାତି ପ୍ରାୟ ୯.୧୫ ମିନିଟରେ ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ସେବାର ସର୍ଭର ଡାଉନ୍ ହୋଇଥିବା ଜଣାପଡ଼ିଛି । ଏହି କାରଣରୁ ୟୁଜରମାନେ ନାହିଁ ନଥିବା ସମସ୍ୟାର ସାମ୍ନା କରିଥିବା ଜଣାପଡ଼ିଛି । ସୋମବାର ସନ୍ଧ୍ୟାରେ ବିଭିନ୍ନ ରିପୋର୍ଟରେ ଏହି ସୂଚନା…

Read More

କଟକ ବିଜେପି ବାରବାଟୀ ମଣ୍ଡଳ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

କଟକ ବିଜେପି ବାରବାଟୀ ମଣ୍ଡଳ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କଟକ(ଏନ୍‌.ଏମ୍‌.): କଟମ ମହାନଗର ନିଗମ ବିଜେପି ବାରବାଟୀ ମଣ୍ଡଳ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସମ୍ପ୍ରତି କଟକ ସହରରେ ଆବର୍ଜନା ପରିଚାଳନା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ବିଜେପି ପକ୍ଷରୁ ଆବର୍ଜନା ସଫେଇ କରାଯାଇଥିଲା । ମଣ୍ଡଳ ସଭାନେତ୍ରୀ ପୁଷ୍ପିତା ମହାପାତ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ଗଡ଼ଗଡିଆ ମନ୍ଦିର ଆଖପାଖରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଆବର୍ଜନାକୁ ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଣ୍ଡଳ…

Read More

ଓଡ଼ିଶା ପରିବହନ ଚାଳକ ସଂଘ କର୍ମକର୍ତ୍ତା ନିର୍ବାଚନ

ଓଡ଼ିଶା ପରିବହନ ଚାଳକ ସଂଘ କର୍ମକର୍ତ୍ତା ନିର୍ବାଚନ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଓଡ଼ିଶା ପରିବହନ ଚାଳକ ସଂଘ, ଟାଙ୍ଗୀ-ଚୌଦ୍ୱାର ବ୍ଳକ ଶାଖାର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମୋଟରଯାନ ଚାଳକମାନଙ୍କର ଏକ ସାଧାରଣ ସଭା ଗରୁଡ଼ଗାଁ ପଞ୍ଚାୟତ ବିଶ୍ୱନାହାକାଣୀ ହାଟ ପଡ଼ିଆରେ ଆୟୋଜିତ ହୋଇଥିଲା । ସଂଘର ରାଜ୍ୟ ସଭାପତି ବିଜ୍ଞାନ ଦାସ ପୌରହିତ୍ୟ କରିଥିôବାବେଳେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ସୁବୋଧ କୁମାର ସାମଲ ଯୋଗ ଦେଇଥିଲେ । ଚାଳକ କୈଳାସ ଚନ୍ଦ୍ର ବାରିକ…

Read More

ପେଟାନାଳ ଉନ୍ନତିକରଣ ଲାଗ ଡ୍ରେନେଜ ମୁଖ୍ୟଯନ୍ତ୍ରୀଙ୍କ ସହ ଆଲୋଚନା କଲେ ଇଂ. ମୋକିମ

ପେଟାନାଳ ଉନ୍ନତିକରଣ ଲାଗ ଡ୍ରେନେଜ ମୁଖ୍ୟଯନ୍ତ୍ରୀଙ୍କ ସହ ଆଲୋଚନା କଲେ ଇଂ. ମୋକିମ କଟକ(ଏନ୍‌.ଏମ୍‌.): ବାରବାଟୀ କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଶିଖରପୁର-ଗଣ୍ଡରପୁର ସ୍ଥିତ ଡ୍ରେନେଜ ବିଭାଗ ଉଚ୍ଚ ଅଧିକାରୀମାନଙ୍କ ସହିତ ମର୍କତନଗର ପେଟାନାଳର ସୁରକ୍ଷା ଓ ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଛନ୍ତି । ପେଟାନାଳକୁ ସୌନ୍ଦର୍ଯ୍ୟକରଣ କରିବା ମଧ୍ୟରେ ଆଲୋକିକରଣ, ନୌଚାଳନା ଏବଂ ପେଟାନାଳର ଉଭୟ ପାଶ୍ୱର୍ର ସୁରକ୍ଷା ଓ ମନୋରଞ୍ଜନ ବ୍ୟବସ୍ଥା ଲାଗି ପଦକ୍ଷେପ ନେବାକୁ ବିଧାୟକ ମୋକିମ କହିଥିଲେ । ପେଟାନାଳର ବିକାଶ…

Read More

ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ

ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ #କଟକ(ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ତୃତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ସହିଦ ଭବନରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ରୁଚି ଉଦ୍ୟୋଗର ପ୍ରତିଷ୍ଠାତା ଡକ୍ଟର ଶରତ ଚନ୍ଦ୍ର ସାହୁ ଉଦ୍‌ଘାଟନ କରିଥିବାବେଳେ ମୁଖ୍ୟଅତିଥି ଭାବେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ଟ୍ରଷ୍ଟ ପକ୍ଷରୁ କଟକ ସହରରେ ଅନେକ ଅତୁଳନୀୟ ସମାଜ ସେବା କାର୍ଯ୍ୟକ୍ରମ କରାଯାଇଛି ଯାହା…

Read More

ପିପିଲି ଉପ ନିର୍ବାଚନ: ପିତାଙ୍କ ଗଡ଼ ବଜାୟ ରଖିଲେ ପୁତ୍ର

ପିପିଲି ଉପ ନିର୍ବାଚନ: ପିତାଙ୍କ ଗଡ଼ ବଜାୟ ରଖିଲେ ପୁତ୍ର ପିପିଲି/ଭୁବନେଶ୍ୱର(ଏନ୍‌.ଏମ୍‌.): ପିପିଲି ଉପନିର୍ବାଚନରେ ବାଜିମାତ୍ କରିଛି ବିଜେଡି । ପିପିଲିରେ ବିଜେଡି ପ୍ରାର୍ଥୀ ତଥା ସ୍ୱଗର୍ତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୨୦,୯୧୬ ଭୋଟରେ ପରାସ୍ତ କରିଛନ୍ତି । ଏହି ପରାଜୟ ସହ ଆଶ୍ରିତଙ୍କର ବିଜୟ ଆଶା ଧୂଳିସାତ୍ ହୋଇଛି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେତନ ମହାପାତ୍ର…

Read More

ପ୍ରଫେସର ଦୟାନିଧି ସାମନ୍ତରାୟଙ୍କ ପରଲୋକ

ପ୍ରଫେସର ଦୟାନିଧି ସାମନ୍ତରାୟଙ୍କ ପରଲୋକ #କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଶିକ୍ଷାବିତ ଖ୍ରୀଷ୍ଟ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦୟାନିଧି ସାମନ୍ତରାୟଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ସେ ଶିକ୍ଷକ ଆନ୍ଦୋଳନର ଜଣେ ତୁଙ୍ଗ ନେତାଥିଲେ । ଶିକ୍ଷକ ମହାସଂଘର ଉପସଭାପତି ଓ ଓଡ଼ିଶା ବେସରକାରୀ କଲେଜ ଶିକ୍ଷକ ସଂଘର ବହୁଦିନ ଧରି ସଭାପତି ରୂପେ…

Read More