ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥକୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ ନବୀନ, କହିଲେ ‘ମୁଁ ଫିଟ ଅଛି’

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥକୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ ନବୀନ, କହିଲେ ‘ମୁଁ ଫିଟ ଅଛି’ ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ରାଜନୀତିକ ଉଷ୍ମତା ରହିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଆଜି ମୁଖ୍ୟମନ୍ତ୍ରୀ ନିଜେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଏକାମ୍ର ପ୍ରକଳ୍ପର ସମୀକ୍ଷା ଓ ଗଣମାଧ୍ୟମକୁ ଉଦ୍‌ବୋଧନ ଦେଇ ଏହି ଚର୍ଚ୍ଚାର ପରିସମାପ୍ତି ଘଟାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିରକୁ ଆସିବା ଏବଂ…

Read More

ରାଜବୀରକୁ ସହାୟତାର ହାତ ବଢାଇଲା ‘କୋଣାର୍କ ପରିବାର’

ରାଜବୀରକୁ ସହାୟତାର ହାତ ବଢାଇଲା ‘କୋଣାର୍କ ପରିବାର’ କୋଣାର୍କ (ଏନ୍‌.ଏମ୍‌.): ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ଫୁଲବାଣୀ ଜିଲ୍ଲା କନ୍ଧମାଳ ଆମ୍ବାପଡା ଗ୍ରାମର ନିଷ୍ପାପ ଶିଶୁ ରାଜବୀର ରଣାକୁ ବଞ୍ଚାଇବା ପାଇଁ ବାପା ଓ ମାଙ୍କ ଆକୁଳନ ନିବେଦନ ଶୁଣିବା ପରେ କୋଣାର୍କର ସ୍ୱେଛାସେବୀ ସଙ୍ଗଠନ ‘କୋଣାର୍କ ପରିବାର’ର ସଦସ୍ୟମାନେ ସହାୟତାର ହାତ ବଢାଇଛନ୍ତି । ଏହି ରୋଗରୁ ମୁକ୍ତି ପାଇଁ ନିଦ୍ଧିଷ୍ଟ ସମୟ ମଧ୍ୟରେ ୧୬କୋଟି ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନର ଆବଶ୍ୟକତା ରହିଛି । ପୁଅର…

Read More

ସିଏମସି ନିର୍ବାଚନ ପାଇଁ ବାଜିଲା ବିଗୁଲ : ୪୮ ନମ୍ବର ୱାର୍ଡରେ ବିଜେଡ଼ିର ମୋନାଲିସା ଶୁକ୍ଳ ସବୁଠୁ ଆଗରେ

ସିଏମସି ନିର୍ବାଚନ ପାଇଁ ବାଜିଲା ବିଗୁଲ : ୪୮ ନମ୍ବର ୱାର୍ଡରେ ବିଜେଡ଼ିର ମୋନାଲିସା ଶୁକ୍ଳ ସବୁଠୁ ଆଗରେ କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ(ସିଏମସି)ରେ ନିର୍ବାଚନ ବିଗୁଲ ବାଜିସାରିଛି । ଏ ନେଇ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ବିଭିନ୍ନ ରାଜନୈତିକ ଦଳରେ ମଧ୍ୟ ସମରସଜ୍ଜା ଆରମ୍ଭ ହୋଇଛି । ଏହି ରଣାଙ୍ଗନରେ କେଉଁ ଦଳ କାହାକୁ ସେନାପତି କରି କର୍ପୋରେଟର ଟିକେଟ ଦେବ ତାହାକୁ ନେଇ ବିଭିନ୍ନ ରାଜନୈତିକ ଶିବିରରେ ଅଙ୍କକଷା ଆରମ୍ଭ ହୋଇଛି ।…

Read More

ପ୍ରକାଶ ପାଇଲା ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ବୁଥ୍ ତାଲିକା

ପ୍ରକାଶ ପାଇଲା ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ବୁଥ୍ ତାଲିକା ଭୁବନେଶ୍ୱର (ଏନ୍‌.ଏମ୍‌.): ଆସନ୍ତା ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ୍ ତାଲିକା ପ୍ରକାଶ ପାଇଛି । ଏହାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି । ସମୁଦାୟ ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସଂଖ୍ୟା ୪୮+୫୯ = ୧୦୭, ସମୁଦାୟ ମହାନଗର ନିଗମ-୩, ମୁନିିିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ ୱାର୍ଡ ସଂଖ୍ୟା-୧୭୬୩, ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ…

Read More

ଅଧ୍ୟକ୍ଷ-ଉପାଧ୍ୟକ୍ଷ ଓ ନାଏବ ସରପଞ୍ଚଙ୍କ ପାଇଁ ପରୋକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନରଙ୍କ ଘୋଷଣା

ଅଧ୍ୟକ୍ଷ-ଉପାଧ୍ୟକ୍ଷ ଓ ନାଏବ ସରପଞ୍ଚଙ୍କ ପାଇଁ ପରୋକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନରଙ୍କ ଘୋଷଣା ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାନୁଆରୀ ୧୧ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ସଂଖ୍ୟା ୨୪୬, ୨୬୦ ଏବଂ ୨୭୪ ଅନୁସାରେ ନାଏବ ସରପଞ୍ଚ ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦର ସଭାପତି/ଉପସଭାପତି ପଦଗୁଡ଼ିକ ପରୋକ୍ଷ ନିର୍ବାଚନ ମାଧ୍ୟମରେ ପୂରଣ କରାଯିବ । ଆସନ୍ତା ମାର୍ଚ୍ଚ ମାସ ୧୧ତାରିଖରେ ସମସ୍ତ ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ପଦ ପାଇଁ ପରୋକ୍ଷ ନିର୍ବାଚନ…

Read More

ଘରେ ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଚୋର

ଘରେ ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଚୋର ଚୌଦ୍ୱାର (ଏନ୍‌.ଏମ୍‌.): ସାବଧାନ । ଟିକିଏ ଅବହେଳା କଲେ ଘରୁ ଲୁଟିନେବେ ଚୋର । ଚୌଦ୍ୱାର ଅଞ୍ଚଳରେ ଏବେ ମାତିଛନ୍ତି ଚୋର । ଟିକିଏ ସୁଯୋଗ ପାଇଲେ ବୁଲାଉଛନ୍ତି କଳାକନା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚୌଦ୍ୱାର ଥାନା ଅନ୍ତର୍ଗତ କୟଳ ପଡ଼ା ଅଞ୍ଚଳର ସିମିଳିହାଣ୍ଡ ଗ୍ରାମରେ । ଗ୍ରାମର ଶିବପ୍ରସାଦ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଗତକାଲି ରାତିରେ ଚୋରମାନେ କଳାକନା…

Read More

ରାଜ୍ୟରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରିବା ପାଇଁ ଜେ-ପାଲ୍ ସହିତ ହେବ ଚୁକ୍ତିନାମା

ରାଜ୍ୟରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରିବା ପାଇଁ ଜେ-ପାଲ୍ ସହିତ ହେବ ଚୁକ୍ତିନାମା ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ରାଜ୍ୟ ଜେ-ପାଲ୍ ସହିତ ଏକ ଅଣଆର୍ଥିକ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛି । ବିଦ୍ୟାଳୟ ଯାଉଥିବା କିଶୋରକିଶୋରୀମାନଙ୍କ ମଧ୍ୟରେ ଲିଙ୍ଗଗତ ମନୋଭାବ ଏବଂ ଆଚରଣ ପରିବର୍ତ୍ତନ କରି ଏହା ଲିଙ୍ଗଗତ ସମାନତାକୁ ତ୍ୱରାନ୍ୱିତ କରିବ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆର୍ôଥକ ଖର୍ଚ୍ଚ ଜଡ଼ିତ ନୁହେଁ ଏବଂ ଓଡ଼ିଶା ସରକାରଙ୍କ ଠାରୁ…

Read More

କୋଭିଡରେ ମୃତା ସାମ୍ବାଦିକା ସବନମ୍ ସିରିନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ୧୫ ଲକ୍ଷ ଟଙ୍କାର ସହାୟତା

କୋଭିଡରେ ମୃତା ସାମ୍ବାଦିକା ସବନମ୍ ସିରିନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ୧୫ ଲକ୍ଷ ଟଙ୍କାର ସହାୟତା ଭୁବନେଶ୍ୱର(ଏନ୍‌.ଏମ୍‌.): କୋଭିଡରେ ପ୍ରାଣ ହରାଇଥିବା ନ୍ୟୁଜ୍‌-୭ର କାର୍ଯ୍ୟକ୍ରମ ବ୍ୟବସ୍ଥାପିକା ତଥା ସାମ୍ବାଦିକା ସ୍ୱର୍ଗୀୟା ସବନମ୍ ସିରିନ୍‌ଙ୍କ ପରିବାରକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆବଶ୍ୟକ ତଥ୍ୟ ସଂଗ୍ରହ ପରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ…

Read More

ସିଏମସି ୨୮ ନମ୍ବର ୱାର୍ଡରେ କଂଗ୍ରେସର କର୍ମୀ ସମାବେଶ

ସିଏମସି ୨୮ ନମ୍ବର ୱାର୍ଡରେ କଂଗ୍ରେସର କର୍ମୀ ସମାବେଶ କଟକ (ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ୨୮ ନମ୍ବର ୱାର୍ଡ କଂଗ୍ରେସ କମିଟି କର୍ମୀମାନଙ୍କର ଏକ କର୍ମୀ ସମାବେଶ ସ୍ଥାନୀୟ ତେଲେଙ୍ଗା ବଜାର ସ୍ଥିତ ଚନ୍ଦ୍ର ଶେଖର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କର୍ପୋରେଟର ବୈଶାଳୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ଆଗାମୀ ପୌର ନିର୍ବାଚନ ଏବଂ ଦଳୀୟ ସଂଗଠନ ସମ୍ପର୍କରେ ଆଲୋଚନା କରି…

Read More

ସମାଧିପାଟଣା ପ୍ରିମିୟର ଲିଗ ବିଜେତାଙ୍କୁ ବିଧାୟକ ମୋକିମଙ୍କ ଟ୍ରଫି ପ୍ରଦାନ

ସମାଧିପାଟଣା ପ୍ରିମିୟର ଲିଗ ବିଜେତାଙ୍କୁ ବିଧାୟକ ମୋକିମଙ୍କ ଟ୍ରଫି ପ୍ରଦାନ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସମାଧିପାଟଣା ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ ଯୋବ୍ରା ସ୍ଥିତ ଲ’ ହଷ୍ଟେଲ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରିମିୟର ଲିଗ ମ୍ୟାଚରେ ସୁରଜ ଟିମ ଚାମ୍ପିୟନ ହୋଇଥିବାବେଳେ ଟୁଲା ଟିମ ରନର୍ସଅପ ଟାଇଟଲ ହାସଲ କରିଥିଲା । ଏଥିରେ ମୁଖ୍ୟଅତିଥି ଭାବେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ପ୍ରିମିୟର ଲିଗର ଚାମ୍ପିୟନ ହୋଇଥିବା ସୁରଜ ଟିମର ସମସ୍ତ…

Read More

ସିଏମସି ୨୭ନମ୍ବର ୱାର୍ଡ଼ରେ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ#

ସିଏମସି ୨୭ନମ୍ବର ୱାର୍ଡ଼ରେ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଦୋଳମୁଣ୍ଡାଇ ଠାରେ ସିଏମସି ୨୭ନମ୍ବର ୱାର୍ଡ଼ରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କର୍ପୋରେଟର, ୱାର୍ଡ଼ ସଭାପତି, ମହିଳା ବିଜେଡି ସାଧାରଣ ସମ୍ପାଦକ ଇତିଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗ ଦେଇ ରାଜ୍ୟସରକାରଙ୍କ ଏକାଧିକ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତଦାତାଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ…

Read More

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଭିଜିଲାନ୍ସର କଡ଼ା ନଜର : ଅତିରିକ୍ତଏସପି ତ୍ରିନାଥ ମିଶ୍ରଙ୍କ ଆୟବର୍ହିଭୁତ ସମ୍ପତ୍ତି ଠାବ #

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଭିଜିଲାନ୍ସର କଡ଼ା ନଜର ଅତିରିକ୍ତଏସପି ତ୍ରିନାଥ ମିଶ୍ରଙ୍କ ଆୟବର୍ହିଭୁତ ସମ୍ପତ୍ତି ଠାବ କଟକ(ଏନ୍‌.ଏମ୍‌.): ରାଜ୍ୟରେ ଦୁର୍ନୀତିଖୋର ଅଧିକାରୀମାନଙ୍କୁ ସାବାଡ଼ କରିବା ପାଇଁ ରାଜ୍ୟସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଫଳରେ ଜନସାଧାରଣଙ୍କ ଠାରୁ ଲୁଟୁଥିବା କିମ୍ବା ରାଜସ୍ୱ ହଡ଼ପ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଏଥିରେ ନିସ୍ତାର ନାହିଁ । ରାଜ୍ୟର ଗୋଟିଏ ପରେ ଗୋଟିଏ ବିଭାଗରେ ଭିଜିଲାନ୍ସ ଚଢ଼ାଉ କରାଯାଇ ବହୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମୁହଁରୁ କଳାପରଦା ହଟାଇଚାଲିଛନ୍ତି ସହରକାର ।…

Read More