ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ: ୩୦ଟି ଜିଲ୍ଲାରେ ବିଜେଡିର ଶଙ୍ଖ ଧ୍ୱନୀ
ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ: ୩୦ଟି ଜିଲ୍ଲାରେ ବିଜେଡିର ଶଙ୍ଖ ଧ୍ୱନୀ ଭୁବନେଶ୍ୱର(ଏନ୍.ଏମ୍.) : ତ୍ରିସ୍ତରୀୟ ନିର୍ବାଚନ ପରେ ଆୟୁକ୍ତଙ୍କ ନିର୍ଦ୍ଦେଶାନୁଯାୟୀ ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ଏଥର ବିଜେଡି ହାତରେ ରହିଛି ସମସ୍ତ ଜିଲ୍ଲପରିଷଦ ଅଧ୍ୟକ୍ଷ ଆସନ । ସୂଚନା ଅନୁଯାୟୀ, ଅନୁଗୋଳ- ବବିତା ପ୍ରଧାନ (ବିଜେଡି), ବୌଦ୍ଧ- ପ୍ରଭାସିନୀ ଦାସ (ବିଜେଡି), ବଲାଙ୍ଗିର- ଦେବକୀ ସାହୁ (ବିଜେଡି), ବରଗଡ଼- ମାନିନୀ ଭୋଇ (ବିଜେଡି)ଲେଶ୍ୱର- ନାରାୟଣ ପ୍ରଧାନ…
