ଟେନିସ ଭଲିବଲ ପଡିଆର ଶୁଭ ଉଦ୍ଘାଟନ
ଟେନିସ ଭଲିବଲ ପଡିଆର ଶୁଭ ଉଦ୍ଘାଟନ କଟକ(ଏନ୍.ଏମ୍.): ଆଜି କଟକ ଜଗତପୁର ଗ୍ରାମରେ ନୂତନ ଟେନିସ ଭଲିବଲ ପଡିଆର ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଟେନିସ ଭଲିବଲ ସଙ୍ଘ ସହକାରୀ ସମ୍ପାଦକ ତଥା ରେଫରୀ ବୋର୍ଡ ସମ୍ପାଦକ ସ୍ମୃତି ରଞ୍ଜନ ମହାପାତ୍ର,ସମ୍ପାଦକ ଶଶୀକାନ୍ତ ନାୟକ ଯୋଗ ଦେଇ ଦ୍ବୀପ ପ୍ରଜ୍ବଳନ କରି ପଡିଆକୁ ଉଦ୍ଘାଟନ କରିଥିଲେ ଏବଂ ସମ୍ମାନୀତ ଅତିଥି ଉପ ସଭାପତି ଅଜୟ କୁମାର ସାହୁ, ଲିଙ୍ଗରାଜ…
