ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଷ୍ଟାଲିନ୍‌

ଚେନ୍ନାଇ : ଡିଏମ୍‌କେ ମୁଖ୍ୟ ଏମ୍‌.କେ ଷ୍ଟାଲିନ୍‌ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ଶପଥ ଗ୍ରହଣ ​କରିଛନ୍ତି। ରାଜଭବନ ପରିସରରେ ଆୟୋଜିତ ସମାରୋହରେ ସେ ପଦ ଓ ଗୋପନୀୟତର ଶପଥ ନେଇଛନ୍ତି। ଶପଥ ଗ୍ରହଣ ପୂର୍ବରୁ ପ୍ରସ୍ତାବିତ ମନ୍ତ୍ରିମଣ୍ଡଳର ରୂପରେଖ ଘୋଷଣା କରିଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ଦଳର ପୁରୁଖା ନେତାମାନଙ୍କୁ ସ୍ଥାନ ଦିଆଯାଉଛି। ବିଧାୟକ ଦଳ ନେତା ନିର୍ବାଚିତ ହେବା ପରଠାରୁ ଷ୍ଟାଲିନ୍‌ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ପ୍ରସ୍ତୁତି ଚଳାଇଥିଲେ। ଇତିମଧ୍ୟରେ ଦଳର ନେତୃତ୍ବ ବିବାଦ ନେଇ…

Read More

ବିରୋଧୀ ଦଳ ନେତା କିଏ ହେବେ?

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଆଉ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ମମତା ବାନାର୍ଜୀ। ହେଲେ ନିର୍ବାଚନ ବେଳେ ଟିଏମସି ଯେଉଁ ‘ଖେଲା ହୋବେ’ ସ୍ଲୋଗାନ ଦେଇଥିଲା ତାହା ଶେଷ ହୋଇନାହିଁ, ବରଂ ଆଗକୁ ଆହୁରି ଜୋରଦାର ‘ଖେଲା ହୋବେ’ ବୋଲି ବିଜେପି ଆଭାସ ଦେଇ ସାରିଛି। ନନ୍ଦିଗ୍ରାମ ବିଧାନସଭା ଆସନରୁ ହାରିଥିବା ଟିଏମସି ସୁୁପ୍ରିମୋ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଅନ୍ୟପଟେ ନିର୍ବାଚନୀ ହିଂସାକୁ…

Read More

ଗାର୍ଲଫ୍ରେଣ୍ଡଙ୍କ ଅନୁମତିରେ ମେଲିଣ୍ଡାଙ୍କୁ ବିବାହ କରିଥିଲେ ବିଲ ଗେଟ୍ସ

ୱାଶିଂଟନ: ବିବାହର ୨୭ ବର୍ଷ ପରେ ବିଶ୍ୱର ଅନ୍ୟତମ ଧନୀ ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କ ବିଚ୍ଛେଦକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆସିଛି ଏହାର ଏକ ନୂଆ ଆଙ୍ଗେଲ। ଏହି ହାଇ ପ୍ରୋଫାଇଲ ବିଚ୍ଛେଦ ପରେ ବିଲ ଗେଟ୍ସଙ୍କ ପୁରୁଣା ପ୍ରେମିକା ଏନ୍‌ ବିନୱେଲ୍ଡଙ୍କ ଉପରେ ପଡ଼ିଛି ସମସ୍ତଙ୍କ ନଜର।

Read More