ସେପ୍ଟେମ୍ବରରୁ ୨ବର୍ଷରୁ ଅଧିକ ବୟସର ପିଲାଙ୍କୁ ମିଳିବ କୋଭାକ୍ସିନ ଟିକା

ସେପ୍ଟେମ୍ବରରୁ ୨ବର୍ଷରୁ ଅଧିକ ବୟସର ପିଲାଙ୍କୁ ମିଳିବ କୋଭାକ୍ସିନ ଟିକା ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ କୋଭିଡ ଟିକାକରଣ ଅଭିଯାନକୁ ବ୍ୟାପକ କରାଯାଇଥିବାବେଳେ ପିଲାଙ୍କ ପାଇଁ କୋଭିଡ ଟିକା ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବାର ଆଶା କରାଯାଉଛି । ଭାରତ ବାୟୋଟେକ୍ ପକ୍ଷରୁ ପିଲାଙ୍କ ପାଇଁ କୋଭାକ୍ସିନ ଟିକା ପ୍ରସ୍ତୁତି ଚାଲିଛି । ସେପ୍ଟେମ୍ବର ସୁଦ୍ଧା ତିନି ପର୍ଯ୍ୟାୟ ବିଶିଷ୍ଟ କ୍ଲିନିକାଲ ପରୀକ୍ଷଣ ମଧ୍ୟରୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ମିଳିବା ଆଶା କରାଯାଉଛି । ଏହାପରେ…

Read More

କରୋନା ଟିକା ନେଇଥିଲେ ରିହାତି ମିଳିବ ବିମାନ ଭଡ଼ା

କରୋନା ଟିକା ନେଇଥିଲେ ରିହାତି ମିଳିବ ବିମାନ ଭଡ଼ା ନୂଆଦିଲ୍ଲୀ (ଏଜେନ୍ସି): କରୋନା ମୁକାବିଲା ନିମନ୍ତେ ଜୁନ୍ ୨୧ ପାଖରୁ ସାରା ଦେଶରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହି ଚତୁର୍ଥ ପର୍ଯ୍ୟାୟରେ ସମସ୍ତ ପ୍ରାପ୍ତ ବୟସ୍କ ମାଗଣାରେ ଟିକା ନେଉଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ଭରଣ କରୁଛନ୍ତି । ଏହାରି ଭିତରେ ଟିକାକରଣକୁ ଆହୁରି ପ୍ରୋତ୍ସାହନ ଯୋଗାଇବା ପାଇଁ ବିମାନ ଭଡାରେ ରିହାତି ଦେବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।…

Read More

ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡାଙ୍କୁ ୨ କୋଟି ଟଙ୍କା ଜୋରିମାନା

ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡାଙ୍କୁ ୨ କୋଟି ଟଙ୍କା ଜୋରିମାନା ବେଙ୍ଗାଲୁରୁ (ଏଜେନ୍ସି): କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଜୋରିମାନା କରାଯାଇଛି । ସୂଚନା ଅନୁଯାୟୀ ବେଙ୍ଗାଲୁରର ଏକ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡାଙ୍କୁ ୨ କୋଟି ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ଦେବଗୌଡା ୧୦ ବର୍ଷ ତଳେ ଏକ ଟିଭି ସାକ୍ଷାତକାରରେ ନନ୍ଦି ଇନଫ୍ରାଷ୍ଟକଚର କୋରିଡର ଏଣ୍ଟରପ୍ରାଇଜେସ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବାରୁ…

Read More

କ୍ରୀଡ଼ାରେ ଓଡ଼ିଆ ପୁଅର ଦପ୍‌ଦପା : ଅଲିମ୍ପିକ୍ସରେ ହକି ଟିମର ଉପ ଅଧିନାୟକ ହେଲେ ବୀରେନ୍ଦ୍ର ଲାକ୍ରା

କ୍ରୀଡ଼ାରେ ଓଡ଼ିଆ ପୁଅର ଦପ୍‌ଦପା : ଅଲିମ୍ପିକ୍ସରେ ହକି ଟିମର ଉପ ଅଧିନାୟକ ହେଲେ ବୀରେନ୍ଦ୍ର ଲାକ୍ରା ନୂଆଦିଲ୍ଲୀ (ଏଜେନ୍ସି): କ୍ରୀଡ଼ା ଜଗତରେ ଓଡ଼ିଆ ପୁଅଙ୍କ ଦପ୍‌ଦପା ବଢ଼ିବାରେ ଲାଗିଛି । ପୁଣିଥରେ ଜାତୀୟ ପୁରୁଷ ହକି ଟିମରେ ଓଡ଼ିଆ ପୁଅକୁ ଉପଯୁକ୍ତ ସମ୍ମାନ ମିଳିଛି । ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଥିବା ଭାରତୀୟ ପୁରୁଷ ହକି ଟିମର ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା ଉପ ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି । ଲାକ୍ରା ଓ ହରମନପ୍ରୀତି…

Read More

ରଥଯାତ୍ରା ପାଇଁ ଚୁଡ଼ାନ୍ତ ହେଲା ନୀତି ନିଘର୍ଣ୍ଟ

ରଥଯାତ୍ରା ପାଇଁ ଚୁଡ଼ାନ୍ତ ହେଲା ନୀତି ନିଘର୍ଣ୍ଟ ପୁରୀ(ଏନ୍‌.ଏମ୍‌.): ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏହି ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏହାରି ଭିତରେ ରହିଛି ଗୁଣ୍ଡିଚା, ବାହୁଡ଼ା, ସୁନାବେଶ, ଅଧରପଣା ନୀତି…

Read More

କରୋନା ତୃତୀୟ ଲହର ନେଇ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ

କରୋନା ତୃତୀୟ ଲହର ନେଇ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବାବେଳେ ତୃତୀୟ ଲହର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ କରୋନା ମୁକାବିଲା କ୍ଷେତ୍ରରେ ଅଧିକରୁ ଅଧିକ ସତର୍କ ରହିବା ପାଇଁ କେନ୍ଦ୍ରସରକାର ପରାମର୍ଶ ଦେଇଛନ୍ତି । ଏବେ ଏକାଧିକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହୋଇଥିବା ଲକଡାଉନ କଟକଣା କୋହଳ ହେବାରେ ଲାଗିଛି । ଲକଡାଉନ କୋହଳ ହେବା…

Read More

*ଆଉ ନାହାନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ*

ଆଉ ନାହାନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଭୁବନେଶ୍ୱର(ଏନ୍.ଏମ୍): ପରଲୋକରେ ଆଇପିଏସ୍ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ । କରୋନାରେ ଆକ୍ରାନ୍ତ ହୋଇ କୋଲକାତାରେ ତାଙ୍କ ଇକମୋ ଚିକିତ୍ସା ଚାଲିଥିବା ବେଳେ ଆଜି ରାତି ୧୦ ଟା ୧୫ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ଗତ ୮ ତାରିଖରେ ତାଙ୍କୁ କଟକର ଅଶ୍ୱିନୀ ଘରୋଇ ହସ୍ପିଟାଲରୁ କୋଲକାତା ଏୟାରଲିଫ୍ଟ କରାଯାଇଥିଲା । ୧୯୬୫…

Read More

କଟକ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ : କରୋନା ଟୀକା ପରିବହନ ପାଇଁ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ଡ୍ରୋନ

କଟକ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ କରୋନା ଟୀକା ପରିବହନ ପାଇଁ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ଡ୍ରୋନ କଟକ(ଏନ୍‌.ଏମ୍‌.): କଟକର ସରକାରୀ ଆଇଟିଆଇ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏକ ଅଭିନବ ଡ୍ରୋନ । ଯାହା ଅପହଞ୍ଚ ବା ଉପାନ୍ତ ଅଞ୍ଚଳକୁ କରୋନା ଟୀକା ପହଞ୍ଚାଇବାରେ ବେଶ ସହାୟକ ହେବ ବୋଲି କୁହାଯାଉଛି । ସମ୍ପ୍ରତି କରୋନାକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ଟୀକାକରଣ ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ସହରାଞ୍ଚଳରେ ଟିକାକରଣ ବ୍ୟାପକ କରାଯାଉଥିବାବେଳେ…

Read More

ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ, ୪୦:୩୦:୩୦ ଫର୍ମୁଲାରେ ହେବ ମୂଲ୍ୟାୟନ

ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ, ୪୦:୩୦:୩୦ ଫର୍ମୁଲାରେ ହେବ ମୂଲ୍ୟାୟନ ନୂଆଦିଲ୍ଲୀ (ଏଜେନ୍ସି): ମହାମାରୀ କରୋନା ଯୋଗୁ ବାତିଲ ହୋଇଥିବା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଏ ନେଇ ଆଜି ସିବିଏସ୍‌ଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ସୂଚନା ଦିଆଯାଇଛି । ତେବେ ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପ୍ରଦର୍ଶନକୁ ଦେଖି ଛାତ୍ରଛାତ୍ରୀଙ୍କ ମାର୍କ…

Read More

ଶ୍ରୀକ୍ଷେତ୍ରରେ ହେବ ବିମାନ ବନ୍ଦର, ଆରମ୍ଭ ହେଲା ଏଏଆଇ ପକ୍ଷରୁ ସର୍ଭେ

ଶ୍ରୀକ୍ଷେତ୍ରରେ ହେବ ବିମାନ ବନ୍ଦର, ଆରମ୍ଭ ହେଲା ଏଏଆଇ ପକ୍ଷରୁ ସର୍ଭେ ପୁରୀ(ଏନ୍‌.ଏମ୍‌.): ଶ୍ରୀକ୍ଷେତ୍ର ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ହେବା ପାଇଁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି । ସେଥିପାଇଁ ଆଜି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ)ର ଏକ ସ୍ୱତନ୍ତ୍ର ଟିମ୍ ଶ୍ରୀକ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହି ଟିମ୍ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମରାଇନ୍ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଛନ୍ତି । ପୁରୀରେ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ଏୟାରପୋର୍ଟ…

Read More

ନକଲି କରୋନା ଔଷଧ ଜବତ ଘଟଣା: ତଦନ୍ତ ପାଇଁ ଏସଟିଏଫର ସ୍ୱତନ୍ତ୍ର ଟିମ୍ ଗଠିତ

ନକଲି କରୋନା ଔଷଧ ଜବତ ଘଟଣା: ତଦନ୍ତ ପାଇଁ ଏସଟିଏଫର ସ୍ୱତନ୍ତ୍ର ଟିମ୍ ଗଠିତ କଟକ(ଏନ୍‌.ଏମ୍‌.): କରୋନା ମହାମାରୀ ସମୟରେ ନକଲି ଔଷଧ ଜବତ ହେବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ କ୍ରାଇମ୍ ବ୍ରାଞ୍ଚର ଏସଟିଏଫ ଏହି ଘଟଣାର ତଦନ୍ତ କରିବ ବୋଲି ପୁଲିସ ଡିଜି ଅଭୟ କହିଛନ୍ତି । ଏଥିପାଇଁ…

Read More

କରୋନା ଟିକା ନେଇ ଭାରତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ସ୍ୱୀକାର କଲେ ସରକାର

କରୋନା ଟିକା ନେଇ ଭାରତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ସ୍ୱୀକାର କଲେ ସରକାର ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଟିକାଦାନ ପ୍ରମୁଖ ଭୂମିକା ନେଇଛି । ଫଳରେ ଟିକା ନେବା ପାଇଁ ଲୋକଙ୍କ ଚାହିଦା ବୃଦ୍ଧି ପାଇଥିବାବେଳେ ଆବଶ୍ୟକୀୟ ଅନୁପାତରେ ଟିକା ଉପଲବ୍ଧ ହୋଇ ପାରୁନାହିଁ । ତେଣୁ ସରକାର ସମସ୍ତ ଜନସାଧାରଣଙ୍କୁ ଟିକା ଦାନ କରାଇବା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । ଅନ୍ୟପକ୍ଷରେ ଏହି ଟିକାକରଣକୁ ନେଇ ଏକ ସାଂଘାତିକ…

Read More