Category: ଦେଶ ବିଦେଶ

HOT

ଆଫଗାନକୁ ନେଇ କେନ୍ଦ୍ରର ସର୍ବଦଳୀୟ ବୈଠକ ୨୬ରେ: ବିରୋଧୀଙ୍କୁ ଦିଆଯିବ ସବୁ ତଥ୍ୟ

ଆଫଗାନକୁ ନେଇ କେନ୍ଦ୍ରର ସର୍ବଦଳୀୟ ବୈଠକ ୨୬ରେ: ବିରୋଧୀଙ୍କୁ ଦିଆଯିବ ସବୁ ତଥ୍ୟ ନୂଆଦିଲ୍ଲୀ(ଏଜେନ୍ସି): ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ସେଠାରେ ଅରାଜକତା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ହିଂସା ଗ୍ରସ୍ତ ଆଫଗାନରେ ଫସି ରହିଥିବା ଭାରତୀୟଙ୍କୁ…

ଇଓଡବ୍ଲ୍ୟୁ ଦ୍ୱାରା ପୁଣି ଜଣେ ବାବା ଓ ତାଙ୍କ ସହଯୋଗୀ ଗିରଫ: ଠକି ନେଇଥିଲେ ୩କୋଟି

ଇଓଡବ୍ଲ୍ୟୁ ଦ୍ୱାରା ପୁଣି ଜଣେ ବାବା ଓ ତାଙ୍କ ସହଯୋଗୀ ଗିରଫ: ଠକି ନେଇଥିଲେ ୩କୋଟି କଟକ(ଏନ୍‌.ଏମ୍‌.): ଜଣେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) । ଜଣେ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ୩ କୋଟି…

କେନ୍ଦ୍ର ସାହିତ୍ୟ ଅକାଦେମିର ଆଲୋଚନା ଚକ୍ର ; ସଂସ୍କୃତିର ମୂଳଉତ୍ସ ହେଉଛି ମଣିଷ

କେନ୍ଦ୍ର ସାହିତ୍ୟ ଅକାଦେମିର ଆଲୋଚନା ଚକ୍ର ସଂସ୍କୃତିର ମୂଳଉତ୍ସ ହେଉଛି ମଣିଷ କଟକ(ଏନ୍‌.ଏମ୍‌.): ମଣିଷ ସଭ୍ୟତା, ସାହିତ୍ୟ ଓ ସଂସ୍କୃତିର ମୂଳ ଉତ୍ସ । ମଣିଷର ବିକାଶ ଓ ଉନ୍ନତ ଚିନ୍ତା ସମାଜକୁ ବଳିଷ୍ଠ କରାଇଥାଏ । ପୃଥିବୀର ସ୍ଥିତି ମଣିଷକୁ…

ସାଂସଦ ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ, ଭୋପାଳର ଏକ ମହିଳା ଥାନାରେ ଏଫ୍‌ଆଇଆର୍ ଦେଲେ ବୋହୂ

ସାଂସଦ ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ, ଭୋପାଳର ଏକ ମହିଳା ଥାନାରେ ଏଫ୍‌ଆଇଆର୍ ଦେଲେ ବୋହୂ ଭୁବନେଶ୍ୱର (ଏନ୍‌.ଏମ୍‌.): ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ । ଅଭିଯୋଗ ପରେ ଏବେବିଜେଡି ସାଂସଦ ଶ୍ରୀ ମହତାବ…

ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ମହାରାଷ୍ଟ୍ର ସରକାର

ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ମହାରାଷ୍ଟ୍ର ସରକାର ମୁମ୍ବାଇ (ଏଜେନ୍ସି): ସ୍କୁଲ ଖୋଲିବା କ୍ଷଣି ବିଭିନ୍ନ ରାଜ୍ୟରେ ଛାତ୍ରଛାତ୍ରୀମାନେ କରୋନାରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସ୍କୁଲ ଖୋଲିବା…

ସ୍କ୍ରାପିଂ ନୀତି ଘୋଷଣା କଲେ ପ୍ରଧାନମନ୍ତ୍ରୀ: ରାସ୍ତାରୁ ହଟିବ ପୁରୁଣା ଓ ଅନଫିଟ୍ ଗାଡି

ସ୍କ୍ରାପିଂ ନୀତି ଘୋଷଣା କଲେ ପ୍ରଧାନମନ୍ତ୍ରୀ: ରାସ୍ତାରୁ ହଟିବ ପୁରୁଣା ଓ ଅନଫିଟ୍ ଗାଡି ନୂଆଦିଲ୍ଲୀ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ସ୍କ୍ରାପିଂ ନୀତିର ଘୋଷଣା କରିଛନ୍ତି । ଏହି ନୀତି ଦେଶର ବିକାଶ ଯାତ୍ରାରେ ଏକ ମାଇଲ ଖୁଣ୍ଟ…

କୋଟିଆରେ ଥମୁନି ବିବାଦ: ସୀମା ପାଇଁ ଶିକ୍ଷାକୁ ଆୟୁଧ କରିଛି ଆନ୍ଧ୍ର

କୋଟିଆରେ ଥମୁନି ବିବାଦ: ସୀମା ପାଇଁ ଶିକ୍ଷାକୁ ଆୟୁଧ କରିଛି ଆନ୍ଧ୍ର କୋରାପୁଟ(ଏନ୍‌.ଏମ୍‌.): କୋଟିଆରେ ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଚାଲିଥିବା ବେଳେ ଥମିବାର ନାଁ ଧରୁନି । ସୀମା ବିବାଦ ପରେ ଏବେ ଶିକ୍ଷାରେ ସଂରକ୍ଷଣକୁ…

ମହେନ୍ଦ୍ର କରଙ୍କର ସ୍ମୃତିରେ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା

ମହେନ୍ଦ୍ର କରଙ୍କର ସ୍ମୃତିରେ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା ନୂଆଦିଲ୍ଲୀ/ ଭୁବନେଶ୍ୱର(ଏନ୍‍.ଏମ୍‍.): ଆମେରିକାରେ ଅବସ୍ଥାପିତ ଲବ୍ଧପ୍ରତିଷ୍ଠ ଆର୍କିଟେକ୍ଟ ସ୍ୱର୍ଗତ ମହେନ୍ଦ୍ର କରଙ୍କର ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଏକ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅନଲାଇନ୍ ଶୋକ…

ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ : ଚାକିରୀ ସହ ନଗଦ ଆର୍ଥିକ ପୁରସ୍କାର

ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ : ଚାକିରୀ ସହ ନଗଦ ଆର୍ଥିକ ପୁରସ୍କାର ଭୁବନେଶ୍ୱର (ଏନ୍‍.ଏମ୍‍.): ଆଜି ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ କଳିଙ୍ଗ ଷ୍ଟାଡିୟମରେ…

ସିନିୟର ବାଲି କୁସ୍ତି ପ୍ରତିଯୋଗିତା

ସିନିୟର ବାଲି କୁସ୍ତି ପ୍ରତିଯୋଗିତା କଟକ (ଏନ୍‌.ଏମ୍‌.): ଓଡ଼ିଶା କୁସ୍ତି ସଂଘ ଆନୁକୂଲ୍ୟରେ ପ୍ରଥମ ସିନିୟର ବାଲି କୁସ୍ତି ପ୍ରତିଯୋଗିତା ସ୍ଥାନୀୟ ବାରବାଟୀ ଷ୍ଟାଡିୟମ ସ୍ଥିତ କ୍ଲବ ହାସଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସିନିୟର ବିଭାଗର ୭୦ କେଜି ବାଳକରେ…

୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ

୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ ସମ୍ବଲପୁର (ଏନ୍‌.ଏମ୍‌.): ସମ୍ବଲପୁରରେ ଜାଲ୍ ନୋଟ କାରବାର ହେଉଥିବା ଘଟଣାର ପୁଲିସ ପର୍ଦ୍ଦାଫାସ କରିଛି । ଆଜି ପୁଲିସ ୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ…

ବଦଳିଲା ‘ଖେଳରତ୍ନ ପୁରସ୍କାର’ର ନାମ

ବଦଳିଲା ‘ଖେଳରତ୍ନ ପୁରସ୍କାର’ର ନାମ ନୂଆଦିଲ୍ଲୀ (ଏଜେନ୍ସି): ଦେଶର କ୍ରୀଡ଼ାବିତ୍‌ମାନଙ୍କୁ ପ୍ରଦାନ କରାଯାଉଥିବା ସମ୍ମାନଜନକ ‘ଖେଳରତ୍ନ ପୁରସ୍କାର’ର ନୂତନ ନାମ କରଣ କରାଯାଇଛି । ପୂର୍ବରୁ ଏହାକୁ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ କୁହାଯାଉଥିବା ବେଳେ ଏବେ ଏଥିରୁ ରାଜୀବ ଗାନ୍ଧୀଙ୍କ…