ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ ଆଗାମୀ ଦିନରେ ପୁଲିସ ଅଧିକ ଶକ୍ତିଶାଳୀ ହେବ-ଡିଜିପି #କଟକ(ଏନ୍‌.ଏମ୍‌.): ଓଡିଶା ପୁଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅରୁଣ କୁମାର ଷଡଙ୍ଗୀ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ପୂର୍ବତନ ଡି.ଜି.ପି ସୁନୀଲ କୁମାର ବଂସଲଙ୍କ ଠାରୁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଷଡଙ୍ଗୀ ପୁଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ…

Read More

ଜାନୁଆରୀ ୧ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେବ ସାଧାରଣ ବଣ୍ଟନ ବ୍ୟବସ୍ଥା

ଜାନୁଆରୀ ୧ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେବ ସାଧାରଣ ବଣ୍ଟନ ବ୍ୟବସ୍ଥା #କଟକ(ଏନ୍‌.ଏମ୍‌.): ସାଧାରଣ ବଣ୍ଟନ ବ୍ୟବସ୍ଥାର କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ସର୍ବ ଭାରତୀୟ ଡିଲର୍ସ ଫେଡେରେସନ ପକ୍ଷରୁ ଜାନୁଆରୀ ୧ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା ବନ୍ଦ ରହିବ । ସମଗ୍ର ଭାରତବର୍ଷରେ ଏହି ଧର୍ମଘଟ ଚାଲିବ ବୋଲି ଫେଡେରେସନ ପକ୍ଷରୁ ସୂଚନା ଦିଆଯାଇଛି । ତେଣ କଣ୍ଟ୍ରୋଲରେ ବଣ୍ଟନ ହେଉଥିବା ସାମଗ୍ରୀ…

Read More

ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ

ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ #କଟକ(ଏନ୍‌.ଏମ୍‌.): ଅଲ୍ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ ସ୍ଥାନୀୟ ଖାନନଗର ଜଗନ୍ନାଥ ମନ୍ଦିର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ବିଜୟ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଜାତୀୟ ଉପସଭାପତି ତଥା ରାଜ୍ୟ ସମ୍ପାଦକ ଭାଗ୍ୟଧର ବ୍ରହ୍ମା, ଉପଦେଷ୍ଟା ରଞ୍ଜନ କୁମାର ଖୁଣ୍ଟିଆ ଏବଂ ନଟବର ଆଚାର୍ଯ୍ୟଙ୍କ ସମେତ କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର ଓ କେନ୍ଦୁଝର ଜିଲ୍ଲାରୁ…

Read More

ଅଯୋଧ୍ୟାର ଶ୍ରୀରାମଙ୍କ ଅକ୍ଷତକୁ ଭବ୍ୟ ସ୍ୱାଗତ

ଅଯୋଧ୍ୟାର ଶ୍ରୀରାମଙ୍କ ଅକ୍ଷତକୁ ଭବ୍ୟ ସ୍ୱାଗତ #ଭଦ୍ରକ(ଏନ୍‌.ଏମ୍‌.): ଜାନୁଆରୀ ୨୨ ଅଯୋଧ୍ୟା ଠାରେ ହେବ ପୁଭୁ ଶ୍ରୀରାମଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଏଥି ପାଇଁ ଜାନୁଆରୀ ୧ ରୁ ୧୫ ପର୍ଯ୍ୟନ୍ତ ହେବ ସମଗ୍ର ଗାଁ ଗାଁ ରେ ନିମନ୍ତ୍ରଣ ଅଭିଯାନ । ଏହି ଅଭିଯାନରେ ଅକ୍ଷତ, ନିମନ୍ତ୍ରଣ ଓ ରାମ ଲାଲାଙ୍କ ଫଟୋକୁ ନେଇ ଘରକୁ ଘର ବୁଲିବେ ରାମ ଭକ୍ତ । ଏହି ଅଭିଯାନ ନିମନ୍ତେ ବାସୁଦେବପୁରରେ ଆଜି ପହଞ୍ଚିଛି ଅକ୍ଷତ କଳସ…

Read More

ଓଡ଼ିଶାକୁ ଫେରିଲା କରୋନା: ଗତ ୨୪ ଘଣ୍ଟାରେ ଜଣେ କରୋନା ପଜିଟିଭ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ

ଓଡ଼ିଶାକୁ ଫେରିଲା କରୋନା: ଗତ ୨୪ ଘଣ୍ଟାରେ ଜଣେ କରୋନା ପଜିଟିଭ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ #ଭୁବନେଶ୍ୱର(ଏନ୍‌.ଏମ୍‌.): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ ୩ ତାରିଖରେ ଶେଷ ଥର ପାଇଁ ଓଡ଼ିଶାରେ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ୨୦ ଦିନର ବ୍ୟବଧାନ…

Read More

୨୦୨୪ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି : ୩ବର୍ଷରୁ ଅଧିକ ଦିନ ଥିବା ଅଫିସରଙ୍କ ବଦଳି ପାଇଁ ନିର୍ଦ୍ଦେଶ

୨୦୨୪ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି : ୩ବର୍ଷରୁ ଅଧିକ ଦିନ ଥିବା ଅଫିସରଙ୍କ ବଦଳି ପାଇଁ ନିର୍ଦ୍ଦେଶ #ନୂଆଦିଲ୍ଲୀ(ଏଜେନ୍ସି): ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି । ଆଗାମୀ ଜୁନ ମଧ୍ୟରେ ଦେଶର ୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଇଲେକ୍ସନ୍ କମିଶନ୍‌ଙ୍କ ଚିଠି ହୋଇଛି । ଏହି ୪ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର…

Read More

ବଢ଼ିଲା କରୋନା ସଂକ୍ରମଣ: ଆସିପାରେ କଟକଣା ଗାଇଡ଼ଲାଇନ, ୩ହଜାର ଛୁଇଁଲାଣି ସକ୍ରିୟ ରୋଗୀଙ୍କ ସଂଖ୍ୟା

ବଢ଼ିଲା କରୋନା ସଂକ୍ରମଣ: ଆସିପାରେ କଟକଣା ଗାଇଡ଼ଲାଇନ, ୩ହଜାର ଛୁଇଁଲାଣି ସକ୍ରିୟ ରୋଗୀଙ୍କ ସଂଖ୍ୟା #ନୂଆଦିଲ୍ଲୀ(ଏଜେନ୍ସି): ସମ୍ପ୍ରତି ଭାରତରେ ମହାମାରୀ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦୀର୍ଘ ଦିନର ଅନ୍ତର ପରେ ପୁଣି କରୋନା ଆତଙ୍କ ସୃଷ୍ଟି କରିଛି । ସ୍ଥିତି ଏପରି ହୋଇଛି ଯେ ଆଜି ସୁଦ୍ଧା ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩ ହଜାର ପାଖରେ ପହଞ୍ଚି ଯାଇଛି । ସେହିପରି କେରଳରେ ଜଣେ କରୋନା ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଇଥିବା ଖବର…

Read More

ତୃତୀୟ ଥର ତବ୍ରେଜ୍ ହେଲେ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ

ତୃତୀୟ ଥର ତବ୍ରେଜ୍ ହେଲେ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ #କଟକ(ଏନ୍‌.ଏମ୍‌.): ଇଂ.ତବ୍ରେଜ ଖାନ ତୃତୀୟ ଥର ପାଇଁ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ ଭାବେ ନିର୍ବାଚିତ ହୋଇଯାଇଛି । ଏହା ପୂର୍ବରୁ ସେ ଛାତ୍ର ସାଂସଦ ପ୍ରତିନିଧି ରୂପେ ଦିଲ୍ଲୀ ବିଜ୍ଞାନ ଭବନରେ ଏବଂ ପୁନେରେ ଆୟୋଜିତ ଛାତ୍ର ସାଂସଦ ଭାବେ ରାଜ୍ୟରୁ ପ୍ରତିନିଧି କରିଥିଲେ । ଇଂ.ତବ୍ରେଜ୍ ଏବେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଅଛନ୍ତି । ଏହି…

Read More

୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ କଫ୍ ସିରପ୍ ମନା, ଲାଗିଲା ବ୍ୟାନ୍‌

୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ କଫ୍ ସିରପ୍ ମନା, ଲାଗିଲା ବ୍ୟାନ୍‌ #ନୂଆଦିଲ୍ଲୀ(ଏଜେନ୍ସି): ୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଏଣିକି କଫ ସିରପ୍ ଦେବା ମନା । ଭାରତର ଡ୍ରଗ ରେଗୁଲେଟର ଚାରି ବର୍ଷରୁ କମ୍ ବୟସ୍କ ପିଲାଙ୍କୁ କଫ ସିରପ ଦେବା ଉପରେ ବ୍ୟାନ୍ ଲଗାଇଛନ୍ତି । ସାରା ବିଶ୍ୱରେ କଫ୍ ସିରପ ଯୋଗୁ ୧୪୧ ଛୋଟ ପିଲାଙ୍କ ମୃତ୍ୟୁ ହେପା ପରେ ଭାରତ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଚାରି…

Read More

ଟାଟା ପାୱାର ଓ ଦକ୍ଷତା ବିକାଶ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ: ଉତ୍କର୍ଷ ଦିଗରେ ସ୍କିଲ୍ ଇନ ଓଡିଶା

ଟାଟା ପାୱାର ଓ ଦକ୍ଷତା ବିକାଶ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ: ଉତ୍କର୍ଷ ଦିଗରେ ସ୍କିଲ୍ ଇନ ଓଡିଶା #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଟାଟା ପାୱାର ସହ ମିଳିତ ଭାବେ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ କରାଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ଖାରବେଳ ଭବନର ଦ୍ୱିତୀୟ ମହଲାସ୍ଥିତ ସମ୍ମିଳନୀ କକ୍ଷରେ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ…

Read More

ସୋସିଆଲ ମିଡ଼ିଆ ‘ଏକ୍ସ’ ର ସର୍ଭର ଡାଉନ

ସୋସିଆଲ ମିଡ଼ିଆ ‘ଏକ୍ସ’ ର ସର୍ଭର ଡାଉନ ନୂଆଦିଲ୍ଲୀ(ଏଜେନ୍ସି): ସୋସିଆଲ ମିଡ଼ିଆ ‘ଏକ୍ସ’ ର ସର୍ଭର ଡାଉନ। ସାରା ବିଶ୍ୱରେ ‘ଏକ୍ସ’ର ସର୍ଭର ଡାଉନ ହୋଇଥିବା ସୂଚନା ମିଳିଛି। ଫଳରେ ନିଜ ଟାଇମ ଲାଇନ କିମ୍ବା ଅନ୍ୟ ଟାଇମ ଲାଇନ ଦେଖିପାରୁନାହାନ୍ତି ବ୍ୟବହାରକାରୀ। ସର୍ଭର ଡାଇନ ଯୋଗୁ ଟାଇମ ଲାଇନ ବ୍ଲାଙ୍କ୍ ହୋଇଯାଇଛି। ପ୍ରାୟ ଦିନ ୧୧ଟାରୁ ସର୍ଭର ଡାଉନ ରହିଛି। ମାଇକ୍ରୋ ବ୍ଲଗଂ ସାଇଟ ‘ଏକ୍ସ’ର ସର୍ଭର ଡାଉନ ପରେ ସୋସିଆଲ ମିଡିଆ ୟୁଜର୍ସ ଅସୁବିଧାରେ…

Read More

ନ୍ୟାସନାଲ ଓପନ କରାଟେ ଚାମ୍ପିଅନସିପରେ ତୃତୀୟ ସ୍ଥାନ ଅଧିକାର କଲେ କଟକର ୬ ବର୍ଷର ବାଳକ ଶ୍ରେୟାନ୍ସ

ନ୍ୟାସନାଲ ଓପନ କରାଟେ ଚାମ୍ପିଅନସିପରେ ତୃତୀୟ ସ୍ଥାନ ଅଧିକାର କଲେ କଟକର ୬ ବର୍ଷର ବାଳକ ଶ୍ରେୟାନ୍ସ #କଟକ(ଏନ୍‌.ଏମ୍‌.): ନ୍ୟାସନାଲ ଓପନ କରାଟେ ଚାମ୍ପିଅନସିପ ଦ୍ୱାରା ଆୟୋଜିତ ବାଙ୍ଗାଲୋର ଠାରେ ହେଉଥିବା ସାଉଥ ଇଣ୍ଡିଆ କପ-୨୦୨୩ରେ ବୟସ ୬/୭ ବର୍ଷ ବାଳକ ବର୍ଗ ରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିବା ବେଳେ କଟକର ଶ୍ରେୟାନ୍ସ କାଟା ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି କଟକ ତଥା ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି । ଶ୍ରେୟାନ୍ସ…

Read More