ଭୁବନେଶ୍ୱରରେ ଆସୋଚାମ୍ ପକ୍ଷରୁ ଓଡିଶା ମାନୁଫ୍ୟାକ୍ଚରିଂ କନ୍କ୍ଲେଭ ୨୦୨୪
ବ୍ୟବସାୟ କରିବାର ସହଜତା ଓ ସୁଗମତା ଦୃଷ୍ଟିରୁ ଓଡିଶା ଅନ୍ୟତମ ସର୍ବୋତମ ରାଜ୍ୟ: ଇପିକଲ ଏମ୍ଡି ଭୁବନେଶ୍ୱରରେ ଆସୋଚାମ୍ ପକ୍ଷରୁ ଓଡିଶା ମାନୁଫ୍ୟାକ୍ଚରିଂ କନ୍କ୍ଲେଭ ୨୦୨୪ #ଭୁବନେଶ୍ୱର(ଏନ୍.ଏମ୍.): ଇପିକଲ ଓ ଇଡ୍କୋର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଭୂପେନ୍ଦ୍ର ସିଂହ ପୁନିଆ ଓଡିଶାକୁ ବ୍ୟବସାୟ କରିବାର ଖର୍ଚ୍ଚ ଓ ସୁଗମ ବ୍ୟବସ୍ଥା ଦୃଷ୍ଟିରୁ ଦେଶର ଅନ୍ୟତମ ସର୍ବୋତମ ରାଜ୍ୟ ଭାବେ ଆଲୋକପାତ କରିଛନ୍ତି । ଭୁବନେଶ୍ୱରରେ ଆସୋଚାମ ଦ୍ୱାରା ଆୟୋଜିତ ମାନୁଫ୍ୟାକ୍ଚରିଂ କନ୍କ୍ଲେଭରେ ନିଜର ମତବ୍ୟକ୍ତ କରି ଶ୍ରୀ…
