୫ ଦଫା ଦାବି ନେଇ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରିଲା କଟକ ରିଟେଲ ଡିଲର ସଂଘ
୫ ଦଫା ଦାବି ନେଇ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରିଲା କଟକ ରିଟେଲ ଡିଲର ସଂଘ #କଟକ(ଏନ୍.ଏମ୍.): କଟକ ରିଟେଲ ଡିଲର ସଂଘ ପକ୍ଷରୁ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଉ କରାଯାଇଛି । ୫ଦଫା ଦାବି ପୂରଣ ନିମନ୍ତେ ଡିଲରମାନେ ଦୀର୍ଘ ଦିନ ଧରି ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ନେହୁରା ହୋଇଥିଲେ ମଧ୍ୟ ଏଥି ପ୍ରତି କେହିଁ ଦୃଷ୍ଟି ଦେଉ ନାହାନ୍ତି । ଯାହାର ପରିଣାମ ଆଜି ରିଟେଲ ଡିଲରମାନେ ଆନ୍ଦୋଳନାତ୍ମକ…
