କାଳ ବୈଶାଖୀରେ ବସ୍ତି ଅଞ୍ଚଳର କ୍ଷୟକ୍ଷତି ଅନୁଧ୍ୟାନ କଲେ ମେୟର, ବିଧାୟକ ଓ କମିଶନର
କାଳ ବୈଶାଖୀରେ ବସ୍ତି ଅଞ୍ଚଳର କ୍ଷୟକ୍ଷତି ଅନୁଧ୍ୟାନ କଲେ ମେୟର, ବିଧାୟକ ଓ କମିଶନର #କଟକ(ଏନ୍.ଏମ୍.): ଗତକାଲି କାଳବୈଶାଖୀ ଯୋଗୁଁ କଟକ ସହରରେ ପ୍ରଭୁଦ କ୍ଷତି ଘଟିଛି । ରାସ୍ତାଉପରେ ଗଛଗୁଡ଼ିକ ଭାଙ୍ଗି ପଡ଼ିବା ଯୋଗୁଁ ରାସ୍ତାଘାଟ ବନ୍ଦ ହୋଇ ଯାଇଥିଲା । ଫଳରେ ଗଛ ଡାଳ ଆଦି କାଟି ରାସ୍ତାଘାଟ ସ୍ୱାଭାବିକ କରିବା ପାଇଁ ବହୁ ବିଳମ୍ବ ଲାଗିଥିଲା । ଏପରିକି ଗତକାଲି ସଂଧ୍ୟା ଠାରୁ ଆଜି ପୂର୍ବାହ୍ନ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା…
