Nishkarsha

୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବରିଷ୍ଠ କିରାଣି

୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବରିଷ୍ଠ କିରାଣି କେନ୍ଦୁଝର(ଏନ୍‌.ଏମ୍‌.): କେନ୍ଦୁଝର ଜିଲ୍ଲା ଆୟୁର୍ବେଦ ମେଡ଼ିକାଲ ଅଫିସର ଜଣେ ବରିଷ୍ଠ କିରାଣୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଅଭିଯୋଗ ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଆୟୁର୍ବେଦ ମେଡିକାଲ ଅଫିସରଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦେବାଶିଷ ମହାପାତ୍ର କିଛି ଆୟୁର୍ବେଦିକ ଆସିଷ୍ଟାଣ୍ଟଙ୍କ ବକେୟା ଦରମା ବିଲ୍ କରି ଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ଜଣେ…

Read More

କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମସି : ତ୍ରି-ଛକ ରାସ୍ତା ମଝି ଡ୍ରେନ ଉପରେ ସ୍ଲାବ ଭାଙ୍ଗି ପାଲଟିଛି ମରଣଯନ୍ତା

କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମସି : ତ୍ରି-ଛକ ରାସ୍ତା ମଝି ଡ୍ରେନ ଉପରେ ସ୍ଲାବ ଭାଙ୍ଗି ପାଲଟିଛି ମରଣଯନ୍ତା #ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ରାସ୍ତାଘାଟ ସମସ୍ୟା ନେଇ ମେୟର କୁମ୍ଭୀର କାନ୍ଦଣା କାନ୍ଦୁଥିବା ଭଳି ଅଭିଯୋଗ ହୋଇଛି । ମାସମାସ ଧରି ରାସ୍ତାଘାଟ ମରଣଯନ୍ତା ପାଲଟିଥିଲେ ମଧ୍ୟ ଏଗୁଡ଼ିକର ମରାମତି କରିବାରେ ସିଏମସିର ଆନ୍ତରିକତା ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । କଟକ ମହାନଗର ନିଗମ ଅନ୍ତର୍ଗତ ୪୮ନମ୍ବର ୱାର୍ଡ ଫକିରପୁର ପଣ୍ଡାସାହିରେ ରାସ୍ତା ମଝିରେ ଯାଇଥିବା ଏକ…

Read More

ଧାରଣାରତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ

ଧାରଣାରତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ ପଞ୍ଚାୟତରେ ନିର୍ବାଚିତ ଜନପ୍ରତିନିଧିମାନଙ୍କ ଦାବିକୁ ସ୍ୱର ଦେବ ବିଜେପି #ଭୁବନେଶ୍ୱର(ଏନ୍‌.ଏମ୍‌.): ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରପଞ୍ଚ ହୁଅନ୍ତୁ ବା ସମିତିସଭ୍ୟମାନେ ହୁଅନ୍ତୁ ଏମାନେ ହିଁ ବାସ୍ତବରେ ତୃଣମୂଳସ୍ତରରେ ଗଣତନ୍ତ୍ରର ପ୍ରତିନିଧି । ତୃଣମୂଳ ସ୍ତରରେ ସରକାରଙ୍କ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା, ଲୋକଙ୍କ ସୁବିଧା ଅସୁବିଧା ସମାଧାନ କରିବାରେ ସେମାନଙ୍କର ଭୂମିକା ସର୍ବାଧିକ । କିନ୍ତୁ ଓଡ଼ିଶାରେ ଯେଉଁଭଳି ଭାବରେ ବିଜେଡି ସରକାର ପଞ୍ଚାୟତରାଜ ବ୍ୟବସ୍ଥାର ନୀତି ନିୟମକୁ…

Read More

ସାବଧାନ! ରଙ୍ଗ ରୁଟରେ ଗଲେ ଟ୍ରାଫିକ ଛଡ଼ାଇ ନେବ ଗାଡ଼ି: ୧୦୨ ମୋଟରସାଇକେଲ ଜବତ

ସାବଧାନ! ରଙ୍ଗ ରୁଟରେ ଗଲେ ଟ୍ରାଫିକ ଛଡ଼ାଇ ନେବ ଗାଡ଼ି: ୧୦୨ ମୋଟରସାଇକେଲ ଜବତ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀରେ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ଏନଫୋର୍ସମେଣ୍ଟ ଡ୍ରାଇଭ କରାଯାଇଛି । ଏହି କ୍ରମରେ ଭୁବନେଶ୍ୱର ଟ୍ରାଫିକ୍ ପୁଲିସ ପକ୍ଷରୁ ରଙ୍ଗ ରୁଟ ଡ୍ରାଇଭିଂ ଉପରେ ଏନଫୋର୍ସମେଣ୍ଟ ଡ୍ରାଇଭ କରାଯାଇଥିଲା । ଏହି ଡ୍ରାଇଭରେ ଟ୍ରାଫିକ୍ ନିୟମ ଉଲଂଘନ କରି ରଙ୍ଗ ରୁଟରେ ଡ୍ରାଇଭିଂ କରୁଥିବା…

Read More

ଦାବି ପୂରଣ ନହେବାରୁ ଆମରଣ ଅନଶନରେ ବସିଲେ କାରା କର୍ମଚାରୀ

ଦାବି ପୂରଣ ନହେବାରୁ ଆମରଣ ଅନଶନରେ ବସିଲେ କାରା କର୍ମଚାରୀ #ଚୌଦ୍ୱାର(ଏନ୍‌.ଏମ୍‌.): ଦୀର୍ଘ ଦିନ ଧରି ଦାବି କରି ଆସୁଥିବାବେଳେ ସେମାନଙ୍କ ଦାବି ପ୍ରତି ସରକାର ଦୃଷ୍ଟି ନଦେବା ଯୋଗୁଁ କାର୍ଯ୍ୟରତ କାରା କର୍ମଚାରୀଙ୍କ ଅସନ୍ତୋଷ ତେଜିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ନିଖିଳ ଓଡିଶା କାରା କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି । ତେବେ ପାଞ୍ଚଦଫା ଦାବିରେ ୧୩ ତାରିଖ ଠାରୁ କାରା କର୍ମଚାରୀମାନେ କଳା ବ୍ୟାଚ ପିନ୍ଧି ଡିୟୁଟି…

Read More

ପ୍ରେରଣା ପକ୍ଷରୁ ଆମ ଗାଁ ତଅପୋଇ ଉତ୍ସବ

ପ୍ରେରଣା ପକ୍ଷରୁ ଆମ ଗାଁ ତଅପୋଇ ଉତ୍ସବ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଚାଉଳିଆଗଞ୍ଜ ଅଞ୍ଚଳରେ ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ‘ଆମ ଗାଁ ତଅପୋଇ’ର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ ଯୋଗଦେଇ ଏହି କାର୍ଯ୍ୟକ୍ରମ ଜରିଆରେ ଯୁବତୀମାନଙ୍କ ଲୁକାୟିତ ପ୍ରତିଭାକୁ ଲୋକଲୋଚନୁ ଆଣି ପାରୁଛି ବୋଲି କହିବା ସହ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ସିଏମସି ୪୨ନମ୍ବର…

Read More

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସେବା ସପ୍ତାହ ପାଳନ

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସେବା ସପ୍ତାହ ପାଳନ #କଟକ(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୩ତମ ଜନ୍ମ ଦିବସ ଉପଲକ୍ଷେ ଦେଶବ୍ୟାପି ସେବା ସପ୍ତାହ ପାଳିତ ହେଉଛି । ଏହିପରିପ୍ରେକ୍ଷୀରେ କଟକ ବିଜେପି ଯୁବମୋର୍ଚ୍ଚା ତର‘ରୁ ଆଶୁତୋଷ ଦାସଙ୍କ ନେତୃତ୍ୱରେ ତିନିକୋଣିଆ ବଗିଚା ସ୍ଥିତ କର ପ୍ୟାଲେସ୍‌ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ଶତାଧିକ କାର୍ଯ୍ୟକର୍ତ୍ତା…

Read More

ସିଏମସି ୨୫ ଏବଂ ୩୪ ୱାର୍ଡ଼ରେ ବିଜେପିର ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ

ସିଏମସି ୨୫ ଏବଂ ୩୪ ୱାର୍ଡ଼ରେ ବିଜେପିର ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ #କଟକ(ଏନ୍‌.ଏମ୍‌.): କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଥିବା ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅବସରରେ ଦେଶ ପାଇଁ ବଳିଦାନ ଦେଇଥିବା ସହିଦ ଯବାନ ମାନଙ୍କ ଉଦ୍ଦେଶ୍ୟରେ ରାଜଧାନୀ ଦିଲ୍ଲୀରେ ନିର୍ମାଣ ହେବାକୁ ଥିବା ‘ଅମୃତ ଭାଟିକା’ ନିମନ୍ତେ ଦେଶର ପ୍ରତ୍ୟେକ ଅଞ୍ଚଳର ସହିଦ ପରିବାର, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏବଂ ଧାର୍ମିକ ସ୍ଥଳରୁ କଳସ…

Read More

ଆଗକୁ ନିର୍ବାଚନ: ଇଭିଏମ୍ ତନଖି କାର୍ଯ୍ୟ ନିମନ୍ତେ ଦିନିକିଆ କର୍ମଶାଳା

ଆଗକୁ ନିର୍ବାଚନ: ଇଭିଏମ୍ ତନଖି କାର୍ଯ୍ୟ ନିମନ୍ତେ ଦିନିକିଆ କର୍ମଶାଳା #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଠାରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଡେପୁଟି କଲେକ୍‌ଟରମାନଙ୍କୁ ଇଭିଏମ୍‌ର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ସମ୍ପର୍କରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କର୍ମଶାଳାର ଶୁଭାରମ୍ଭ କରିବା ସହ ଜିଲ୍ଲା ନିର୍ବାଚନ…

Read More

ସିସୋର ଚିଟଫଣ୍ଡ ମାମଲା: ଦୀର୍ଘ ୯ବର୍ଷ ପରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କ ନାମରେ ଚାର୍ଜଫ୍ରେମ

ସିସୋର ଚିଟଫଣ୍ଡ ମାମଲା: ଦୀର୍ଘ ୯ବର୍ଷ ପରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କ ନାମରେ ଚାର୍ଜଫ୍ରେମ #ଭୁବନେଶ୍ୱର(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଚାର୍ଜଫ୍ରେମ ହେବା ଦ୍ୱାରା ବହୁ ରୋଚକ ଘଟଣା ଲୋକ ଲୋଚନକୁ ଆସିଛି । ଦୀର୍ଘ ୯ବର୍ଷ ପରେ ପୂର୍ବତନ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳଙ୍କ ନାମରେ ଚାର୍ଜଫ୍ରେମ ହୋଇଛି । ଭୁବନେଶ୍ୱର ସିବିଆଇ-୧ କୋର୍ଟରେ…

Read More

କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା

କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା #ଭୁବନେଶ୍ୱର(ଏନ୍‌.ଏମ୍‌.): ୫-‘ଟି’ ଓ ‘ମୋ ସରକାର’ ରାଜ୍ୟ ପ୍ରଶାସନର ମୂଳମନ୍ତ୍ର ହୋଇଥିବାବେଳେ ଏହାକୁ କଡ଼ାକଡ଼ି ଭାବରେ ଅନୁପାଳନ କରାଯାଉଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କୃଷି ଓ କୃଷକ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରି ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ…

Read More

ଗଜପତି ଦିବ୍ୟସିଂହ ଦେବଙ୍କ କରକମଳରେ ତିନି ଦିନିଆ ପ୍ରବାଚକ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଗଜପତି ଦିବ୍ୟସିଂହ ଦେବଙ୍କ କରକମଳରେ ତିନି ଦିନିଆ ପ୍ରବାଚକ ପ୍ରଶିକ୍ଷଣ ଶିବିର ଉଦଘାଟିତ #ଭୁବନେଶ୍ୱର (ଏନ୍‌.ଏମ୍‌.): ଶ୍ରୀମଦ ଭଗବତ ଗୀତା, ଭାଗବତ ଓ ସ୍କନ୍ଦ ପୁରାଣର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଏହି ସମସ୍ତ ଶାସ୍ତ୍ରର କଥା ବସ୍ତୁ ସମ୍ବଳିତ “ପ୍ରବକ୍ଷଚକ ପ୍ରଶିକ୍ଷଣ ଶିବିର’ ଆରସିଏମ ଜଗନ୍ନାଥ ମନ୍ଦିର ପ୍ରେକ୍ଷାଳୟ, ଚନ୍ଦ୍ରଶେଖରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପୁରୀର ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ କରକମଳରେ କାର୍ଯ୍ୟକ୍ରମର ଉଦଘାଟନ ହୋଇଥିଲା…

Read More