ଦୀର୍ଘ ୧୫ବର୍ଷ ପରେ ପୁଣି ଆରମ୍ଭ ହେଲା ବାରବାଟୀ ଦୁର୍ଗ ଖନନ: ମିଳିଲା ତ୍ରୟୋଦଶ ଓ ଚତୁର୍ଦ୍ଦଶ ଶତାବ୍ଦୀର ପଥର ମୂର୍ତ୍ତି
ଦୀର୍ଘ ୧୫ବର୍ଷ ପରେ ପୁଣି ଆରମ୍ଭ ହେଲା ବାରବାଟୀ ଦୁର୍ଗ ଖନନ: ମିଳିଲା ତ୍ରୟୋଦଶ ଓ ଚତୁର୍ଦ୍ଦଶ ଶତାବ୍ଦୀର ପଥର ମୂର୍ତ୍ତି #କଟକ(ଏନ୍.ଏମ୍.): ଦୀର୍ଘ ୧୫ ବର୍ଷ ପରେ ପୁଣି ଐତିହାସିକ ବାରବାଟୀ ଦୁର୍ଗରେ ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ଏହି ଖନନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ମଧ୍ୟଯୁଗୀୟ ସଂସ୍କୃତିର ତ୍ରୟୋଦଶ ଓ ଚତୁର୍ଦ୍ଦଶ ଶତାବ୍ଦୀର ବିରଳ ଭଗ୍ନ ପଥର ମୂର୍ତ୍ତି ମିଳିଛି…
