ଐତିହାସିକ ଚୌଦ୍ୱାର ଲକ୍ଷ୍ମୀପୂଜା ଓ ରୂପଯାତ୍ରା ନେଇ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ, ବାଣ ଓ ଡିଜେକୁ ନା
ଐତିହାସିକ ଚୌଦ୍ୱାର ଲକ୍ଷ୍ମୀପୂଜା ଓ ରୂପଯାତ୍ରା ନେଇ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ, ବାଣ ଓ ଡିଜେକୁ ନା #ଚୌଦ୍ୱାର(ଏନ୍.ଏମ୍.): ଚଳିତ ବର୍ଷ କିଭଳି ଶାନ୍ତିଶୃଙ୍ଖଳାର ସହ ଐତିହାସିକ ଚୌଦ୍ୱାର ଲକ୍ଷ୍ମୀପୂଜା ଓ ରୁପଯାତ୍ରା ପାଳନ ହେବ ସେ ନେଇ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧିଛକ ସ୍ଥିତ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ବୈଠକରେ କଟକ ଅତିରିକ୍ତ ଡିସିପି ଅନିଲ କୁମାର୍ ମିଶ୍ର, ଜୋନ-୧ ଏସିପି ଅରୁଣ…
