ଆଇପିଏଲ୍ ବବଲରେ କେମିତି ପଶିଲା କରୋନା? ଜବାବ ଦେଲେ ଦାଦା
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ମାମଲା ଲଗାତର ବଢ଼ୁଥିବାର ଦେଖି ଆଇପିଏଲର ୧୪ଶ ସଂସ୍କରଣକୁ ସ୍ଥଗିତ କରାଯାଇଛି । ଏହି ଲିଗରେ ଲଗାତର ଖେଳାଳି ଓ ଫ୍ରାଞ୍ଚାଇଜିର କିଛି ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି, ଯେଉଁକାରଣରୁ ଏହି ବଡ଼ ନିଷ୍ପତ୍ତି ନିଆ…
