ଜିଲ୍ଲାରେ କୋଭିଡ ପରିଚାଳନା ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମୀକ୍ଷା
କଟକ(ଏନ୍.ଏମ୍.): କଟକ ଜିଲ୍ଲାରେ କୋଭିଡ ପରିଚାଳନା ନିମନ୍ତେ ତଥା ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି ସହ ପଦକ୍ଷେପ ସ୍ୱରୂପ ଆଜି ସାଂସଦ ଭତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଭର୍ଚ୍ଚୁଆଲ ମୋଡ଼ରେ ଏକ ସମୀକ୍ଷା ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ କୋଭିଡ…
