ସାମ୍ବାଦିକ ବନବିହାରୀ ମହାନ୍ତି ସମ୍ମାନ ପାଇବେ ସୁକେଶ ବେହେରା
ସାମ୍ବାଦିକ ବନବିହାରୀ ମହାନ୍ତି ସମ୍ମାନ ପାଇବେ ସୁକେଶ ବେହେରା #କଟକ(ଏନ୍.ଏମ୍.): ଚଳିତ ବର୍ଷ ମର୍ଯ୍ୟାଦାଜନକ ସାମ୍ବାଦିକ ବନବିହାରୀ ମହାନ୍ତି ସ୍ମୃତି ସମ୍ମାନ ପାଇବା ପାଇଁ ଯୁବ ସାମ୍ବାଦିକ ସୁକେଶ ବେହେରା ମନୋନୀତ ହୋଇଛନ୍ତି । ବନବିହାରୀ ମହାନ୍ତି ଫାଉଣ୍ଡେସନ ଓ ପ୍ରେସ୍କ୍ଲବ ପକ୍ଷରୁ ଏନେଇ ଆଜି ଘୋଷଣା କରାଯାଇଛି । ଶ୍ରୀ ବେହେରା ୧୨ ବର୍ଷରୁ ଉର୍ଦ୍ଧ୍ୱକାଳ ରାଜ୍ୟର ବିଭିନ୍ନ ପ୍ରମୁଖ ଓଡ଼ିଆ ସମ୍ବାଦପତ୍ରରେ ସ୍ୱଚ୍ଛ, ନିରପେକ୍ଷ ତଥା ମୂଲ୍ୟଭିତ୍ତିକ ସମ୍ବାଦ ପରିବେଷଣ କରିଆସିଛନ୍ତିି । ସାମ୍ବାଦିକତା…
