Nishkarsha

ନରସିଂହପୁରରେ ହରିଣ ଛୁଆକୁ ଉଦ୍ଧାର କଲା ବନବିଭାଗ

ନରସିଂହପୁର (ଏନ୍.ଏମ୍.): କଟକ ଜିଲ୍ଲା ବଡ଼ମ୍ବା ବନାଞ୍ଚଳ ଗୋପପୁର ସନ୍ନିକଟ ବାସୁଦେବ ହାଇସ୍କୁଲ ପଛ ପାଖରେ ଆଜି ପ୍ରତ୍ୟୁଷରୁ ପାଣି ପିଇବା ପାଇଁ ଏକ ପାଞ୍ଚ ବର୍ଷର ହରିଣ ଛୁଆ ଗୋପପୁର ଗାଁ ଆଡ଼କୁ ଆସୁଥିବା ବେଳେ ଦୃଭାଗ୍ୟ ବଶତଃ ପାଞ୍ଚ ଛ ଟି ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ି ଯାଇଥିଲା। ହରିଣଟି ନିଜ ଜୀବନ ବଞ୍ଚାଇବା ପାଇଁ ଚେଷ୍ଠା କରି ନିକଟରେ ଥିବା ଲୋକମାନଙ୍କ ପାଖ କୁ ଦୌଡ଼ିବାକୁ ଚେଷ୍ଟା କରି ତୁଷାର୍ତ ହରିଣଟି ନିଜ…

Read More

ଦିଲ୍ଲୀ ସରକାରଙ୍କ ଘୋଷଣା : କରୋନା ମୃତ୍ୟୁ ପରିବାରଙ୍କୁ ମିଳିବ ୫୦ହଜାର ଟଙ୍କାର ଆର୍ଥିକ ସହାୟତା

ନୂଆଦିଲ୍ଲୀ (ଏନ୍‌.ଏମ୍‌.): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀର ଜନସାଧଣଙ୍କ ମଧ୍ୟରୁ ଯଦି କାହାରି କରୋନା ଜନିତ ମୃତ୍ୟୁ ହୁଏ ତେବେ ଉକ୍ତ ପରିବାରକୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥି ସହିତ ତାଙ୍କ ପରିବାରକୁ ମାସିକ ୨ହଜାର ୫ଶହ ଟଙ୍କାର ଭତ୍ତା ଦିଆଯିବ । ପୁନଶ୍ଚ ଯେଉଁ ନାବାଳକ-ନାବାଳିକାଙ୍କ ପିତାମାତାଙ୍କ କରୋନାଜନିତ ମୃତ୍ୟୁ ହୁଏ ଓ ସେମାନେ ଅନାଥ ହୋଇ ଯାଆନ୍ତି ସେମାନଙ୍କୁ…

Read More

କମୁନି କରୋନା: ଜୁନ ୧ତାରିଖ ଯାଏ ବଢ଼ିଲା ଲକଡାଉନ ଅବଧି

ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ସମ୍ପ୍ରତି କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବା ଯୋଗୁଁ ସରକାର ଓ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି । ତେବେ ସଂକ୍ରମଣର ଚେନ ଭାଙ୍ଗିବା ପାଇଁ ସରକାର ବାଧ୍ୟ ହୋଇ ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ନେଉଛନ୍ତି । ତେବେ ରାଜ୍ୟରେ ଜାରି ହୋଇଥିବା ଲକ୍ ଡାଉନକୁ ଆଜି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏଥି ସହିତ କୋହଳ ସମୟକୁ ମଧ୍ୟ ହ୍ରାସ କରାଯାଇଛି । ଆସନ୍ତା ଜୁନ ୧ତାରିଖ…

Read More

ପଞ୍ଚମୁଖୀ ଗୋ-ସେବା ସଂଘ ପକ୍ଷରୁ ଜୀବେ ଦୟା କାର୍ଯ୍ୟକ୍ରମ

କଟକ(ଏନ୍‌.ଏମ୍‌.): ପଞ୍ଚମୁଖୀ ଗୋ-ସେବା ସଂଘ ପକ୍ଷରୁ ଜୀବେ ଦୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କାଜିଡିହସ୍ଥିତ ସଂଘ ପକ୍ଷରୁ କଟକ ସହରର ବିଭିନ୍ନ ସ୍ଥାନରେ ବୁଲା ଷଣ୍ଢ, ଗାଇ, ବୁଲାକୁକୁରମାନଙ୍କୁ ଖାଦ୍ୟ ପାନୀୟ ବିତରଣ କରାଯାଇଥିଲା । ବିଶେଷ କରି ସମ୍ପ୍ରତି କରୋନା ସଂକ୍ରମଣ ଯୋଗୁଁ ଲକ୍‌ଡାଉନ ଓ ସର୍ଟଡାଉନ ସମୟରେ ବୁଲା ପଶୁମାନଙ୍କୁ ଆବଶ୍ୟକ ଖାଦ୍ୟ ମିଳୁନଥିବାବେଳେ ଅନୁଷ୍ଠାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଗାମୀ ଦିନରେ ଏହି କାର୍ଯ୍ୟ ଜାରି…

Read More

ରାଜ୍ୟରେ କରୋନା ସଂକ୍ରମଣ କ୍ଷେତ୍ରରେ କଟକ ଆଗରେ

କଟକ(ଏନ୍‌.ଏମ୍‌.): ଆଜି କଟକ ଜିଲ୍ଲାର କରୋନା ସଂକ୍ରମଣ ସଂଖ୍ୟା ସମଗ୍ର ରାଜ୍ୟରେ ସର୍ବାଧିକ ରହିଛି । ଅନ୍ୟ ଜିଲ୍ଲା ଅପେକ୍ଷା କଟକ ଜିଲ୍ଲାରେ ଆଜି ୯୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ ଅଞ୍ଚଳରୁ ୩୮୩ଜଣ, ଗ୍ରାମାଞ୍ଚଳରୁ ୫୬୯ଜଣ ଏବଂ ଅନ୍ୟ ଜିଲ୍ଲାରୁ ୨୧ଜଣ ଅଛନ୍ତି । ସେହିପରି ଆଜି ୯୧୬ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି । ସହରରୁ ୫୯୭ଜଣ ଏବଂ ଗ୍ରାମାଞ୍ଚଳରୁ ୩୧୯ଜଣ ସୁସ୍ଥ ହୋଇଛନ୍ତି । ଆଜି ଗ୍ରାମାଞ୍ଚଳରୁ…

Read More

ପବିତ୍ର ଅକ୍ଷୟ ତୃତୀୟାର ହାର୍ଦ୍ଧିକ ଅଭିନନ୍ଦନ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପାଠକ ପାଠିକାମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇ ନିଷ୍କର୍ଷ ମିଡ଼ିଆ ଆରମ୍ଭ କରିଛି ଡିଜିଟାଲ ପ୍ଲାଟଫର୍ମ ଏଥିରେ ଆପଣମାନେ ପାଇ ପାରିବେ ୨୪ଘଣ୍ଟିଆ ତାଜା ଖବର, ନିଷ୍କର୍ଷ ସାପ୍ତାହିକ ଖବର କାଗଜ, ୟୁଟୁବ୍ ଚାନେଲ ଓ ଫେସବୁକ ପେଜ ଆପଣଙ୍କୁ ସବୁବେଳେ ତାଜା ଖବର ପହଞ୍ଚାଇବା ଆମ୍ଭର ଲକ୍ଷ୍ୟ । ସର୍ଚ୍ଚ କରନ୍ତୁ nishkarsha.com facebook & youtube : @nishkarsha media ପ୍ରତ୍ୟେକଟି ଖବର ଉପରେ ଆମ୍ଭର ନଜର

Read More

କରୋନା ଆକ୍ରାନ୍ତଙ୍କ ପାଇଁ ନିଜ ବାଇକ୍‌ ବିକି ଦେଲେ ହର୍ଷବର୍ଦ୍ଧନ

ବମ୍ବେ:କରୋନା ମହାମାରୀ ସମୟରେ ଅକ୍ସିଜେନ ପାଇଁ ସମଗ୍ର ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅକାଳରେ ଆଖି ବୁଜୁଛନ୍ତି ହଜାର ହଜାର ଲୋକ। ଏପରି ସ୍ଥିତିରେ ବଲିଉଡ଼ କଳାକାରମାନେ ସହାୟତାର ହାତ ବଢ଼ାଉଥିବା ବେଳେ ଏବେ ଏଥିରେ ଯୋଡ଼ି ହୋଇଛି ଆଉ ଏକ ନାଁ। ସନମ ତେରେ କସମ୍‌ ଫେମ୍‌ ହର୍ଷବର୍ଦ୍ଧନ ରାଣେ କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରିବାକୁ ନିଜ ପ୍ରିୟ ବାଇକ୍‌ ବିକିବାକୁ ପଛାଇ ନାହାନ୍ତି। ଏହାକୁ ବିକି ସେ ୩ ଅକ୍ସିଜେନ କନସନଟ୍ରେଟର…

Read More

ଆଇପିଏଲ୍ ବବଲରେ କେମିତି ପଶିଲା କରୋନା? ଜବାବ ଦେଲେ ଦାଦା

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ମାମଲା ଲଗାତର ବଢ଼ୁଥିବାର ଦେଖି ଆଇପିଏଲର ୧୪ଶ ସଂସ୍କରଣକୁ ସ୍ଥଗିତ କରାଯାଇଛି । ଏହି ଲିଗରେ ଲଗାତର ଖେଳାଳି ଓ ଫ୍ରାଞ୍ଚାଇଜିର କିଛି ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି, ଯେଉଁକାରଣରୁ ଏହି ବଡ଼ ନିଷ୍ପତ୍ତି ନିଆ ଗଲା । ତେବେ ଏହାରି ଭିତରେ ଲଗାତର ପ୍ରଶ୍ନ ଉଠୁଛି ଯେ ବାୟୋ-ବବଲରେ କରୋନା କେମିତି ପ୍ରବେଶ କଲା । ଏହାକୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପ୍ରତିକ୍ରିୟା ରଖିଛନ୍ତି । ଗାଙ୍ଗୁଲି…

Read More

ଆସାମରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଆସାମରେ ଶୁକ୍ରବାର ଦିନ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ମିଳିଥିବା ସୂଚନା ମୁତାବକ ସକାଳ ପ୍ରାୟ ୬ଟା ୧୩ ମିନିଟରେ ମୋରିଗାନ୍ ଅଞ୍ଚଳରେ ଏହି ଝଟକା ଅନୁଭୂତ ହୋଇଥିଲା ଏବଂ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୨.୮ । ସକାଳ ପ୍ରାୟ ୬ଟା ୧୩ ମିନିଟରେ ଭୂମିକମ୍ପ ହୋଇଥିବା ନେଇ ନ୍ୟାସନାଲ୍ ସେଣ୍ଟର ଫର୍ ସେସିମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଲୋକ ମାନେ ଭୟରେ ଘରୁ ବାହାରକୁ ଚାଲି…

Read More

ନିଖୋଜ ଯୁବକର ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କଳାହାଣ୍ଡି : ଗତ ୪ ତାରିଖ ସନ୍ଧ୍ୟାରୁ ନିଖୋଜ ଥିବା ଯୁବକର ମୃତ ଦେହ ଆଜି ନିଜ ଗାଁ ସାନଖଇରମାଲ ନିକଟସ୍ଥ ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ବାପା ଖିତି ଗଉଡ଼ଙ୍କ ସୂଚନା ଅନୁସାରେ ସାନ ପୁଅ ସୁଦାମ ଗଉଡ଼ ଓରଫ ରାହୁଲ ନାମକ ୧୭ ବର୍ଷୀୟ ଯୁବକ ଗତ ୪ ତାରିଖ ଘରେ ରାତ୍ରି ଭୋଜନ ସାରି ଘରୁ ପଦାକୁ ଚାଲି ଆସିଥିଲେ । ଘରକୁ ଫେରିବାରେ ଅତ୍ୟଧିକ ବିଳମ୍ବ…

Read More

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଷ୍ଟାଲିନ୍‌

ଚେନ୍ନାଇ : ଡିଏମ୍‌କେ ମୁଖ୍ୟ ଏମ୍‌.କେ ଷ୍ଟାଲିନ୍‌ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ଶପଥ ଗ୍ରହଣ ​କରିଛନ୍ତି। ରାଜଭବନ ପରିସରରେ ଆୟୋଜିତ ସମାରୋହରେ ସେ ପଦ ଓ ଗୋପନୀୟତର ଶପଥ ନେଇଛନ୍ତି। ଶପଥ ଗ୍ରହଣ ପୂର୍ବରୁ ପ୍ରସ୍ତାବିତ ମନ୍ତ୍ରିମଣ୍ଡଳର ରୂପରେଖ ଘୋଷଣା କରିଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ଦଳର ପୁରୁଖା ନେତାମାନଙ୍କୁ ସ୍ଥାନ ଦିଆଯାଉଛି। ବିଧାୟକ ଦଳ ନେତା ନିର୍ବାଚିତ ହେବା ପରଠାରୁ ଷ୍ଟାଲିନ୍‌ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ପ୍ରସ୍ତୁତି ଚଳାଇଥିଲେ। ଇତିମଧ୍ୟରେ ଦଳର ନେତୃତ୍ବ ବିବାଦ ନେଇ…

Read More

ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି

ଭୁବନେଶ୍ବର, ଡିସେମ୍ବର ୨୪ (ଲୋକାଲ ୱାୟାର): ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ୱିଭିଂ ସୁପରଭାଇଜର୍ ଓ ସୁପରିଟେଣ୍ଡେଣ୍ଟ ଆର୍ଟିଷ୍ଟ (ପିଏମ୍ଏଫ୍) ପଦବୀ ପାଇଁ ଏହି ବିଜ୍ଞପ୍ତି ବାହାରିଛି। ୱିଭିଂ ସୁପରଭାଇଜର୍ ପାଇଁ ହ୍ୟାଣ୍ଡଲୁମ ଓ ଟେକ୍ସଟାଇଲ୍ ଟେକ୍ନୋଲୋଜିରେ ଡିପ୍ଲୋମା କରିଥିବା ସହ ପ୍ରାର୍ଥୀଙ୍କ ବୟସ ୨୦ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସେହିପରି ସୁପରିଟେଣ୍ଡେଣ୍ଟ ଆର୍ଟିଷ୍ଟ (ପିଏମ୍ଏଫ୍) ପଦବୀ ପାଇଁ ୨୦ରୁ…

Read More