ଅଢେଇ ମାସ ପରେ ଆଜିଠୁ ବସ୍ ଚଳାଚଳ ଆରମ୍ଭ: କଟକଣାରେ ଯାଇପାରିବେ ଯାତ୍ରୀ
ଅଢେଇ ମାସ ପରେ ଆଜିଠୁ ବସ୍ ଚଳାଚଳ ଆରମ୍ଭ: କଟକଣାରେ ଯାଇପାରିବେ ଯାତ୍ରୀ କଟକ(ଏନ୍.ଏମ୍.): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସପାଇବା ପରେ ଆଜି ଠାରୁ ବସ ଚଳାଚଳ ଆରମ୍ଭ ହୋଇଛି । ତେବେ କଟକଣା ମଧ୍ୟରେ ଏହି ବସଚଳାଚଳ କରିବା ସହ ଯାତ୍ରୀମାନେ ଯାଇ ପାରିବେ । ଦୀର୍ଘ ଅଢ଼େଇ ମାସର ବିରତି ପରେ ଆଜି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବସ ଚଳାଚଳ ଆରମ୍ଭ ହୋଇଛି । ତେବେ ଏ ନେଇ ରହିଥିବା ଅନେକ ସମସ୍ୟାର…
