Nishkarsha

ଓଏସଏସସି ପିଏସ ବିରଞ୍ଚିଙ୍କ ଖୋଲୁଛି ଦୁର୍ନୀତିର ଚେର: ୧୦ ବର୍ଷରେ ପତ୍ନୀଙ୍କ ଜରିଆରେ କରାଇଛନ୍ତି ୯୦୦ ବୀମା ପଲିସି

ଓଏସଏସସି ପିଏସ ବିରଞ୍ଚିଙ୍କ ଖୋଲୁଛି ଦୁର୍ନୀତିର ଚେର: ୧୦ ବର୍ଷରେ ପତ୍ନୀଙ୍କ ଜରିଆରେ କରାଇଛନ୍ତି ୯୦୦ ବୀମା ପଲିସି ଭୁବନେଶ୍ୱର (ଏନ୍‌.ଏମ୍‌.): ବେଆଇନ ଭାବେ ବିପୁଳ ଅଥି ଠୁଳ କରି ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ମାମଲାର ଅଡୁଆ ବଢ଼ିବାରେ ଲାଗିଛି । ତଦନ୍ତ ସମୟରେ ଭିଜିଲାନ୍ସକୁ ବହୁତ ଖିଅ ମିଳିଛି । ବିରଞ୍ଚିଙ୍କ ଦୁର୍ନୀତିର ଚେର ଖୋଳିବା ପାଇଁ ତାଙ୍କୁ ରିମାଇଣ୍ଡରେ ଆଣିବା ପରେ…

Read More

ବଦଳିଲା ‘ଖେଳରତ୍ନ ପୁରସ୍କାର’ର ନାମ

ବଦଳିଲା ‘ଖେଳରତ୍ନ ପୁରସ୍କାର’ର ନାମ ନୂଆଦିଲ୍ଲୀ (ଏଜେନ୍ସି): ଦେଶର କ୍ରୀଡ଼ାବିତ୍‌ମାନଙ୍କୁ ପ୍ରଦାନ କରାଯାଉଥିବା ସମ୍ମାନଜନକ ‘ଖେଳରତ୍ନ ପୁରସ୍କାର’ର ନୂତନ ନାମ କରଣ କରାଯାଇଛି । ପୂର୍ବରୁ ଏହାକୁ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ କୁହାଯାଉଥିବା ବେଳେ ଏବେ ଏଥିରୁ ରାଜୀବ ଗାନ୍ଧୀଙ୍କ ନାମକୁ ହଟାଇ ଦିଆଯାଇଛି । ତା’ସହିତ ଏହାକୁ ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର’ ନାଁରେ ନାମିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ ପୁରସ୍କାରର ନାମ ଘୋଷଣା କରିଛନ୍ତି । ଟୋକିଓ…

Read More

କୃଷିଭିତ୍ତିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ଚତୁର୍ଦ୍ଦଶ ସଂଖ୍ୟା ପାଠକାର୍ପିତ

କୃଷିଭିତ୍ତିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ଚତୁର୍ଦ୍ଦଶ ସଂଖ୍ୟା ପାଠକାର୍ପିତ କଟକ ସଦର(ଏନ୍‌.ଏମ୍‌.): କୃଷିଭିତ୍ତିକ ତ୍ରୟମାସିକ ପତ୍ରିକା “ଶ୍ୟାମଳ ସୁବର୍ଣ୍ଣ”ର ଚତୁର୍ଦ୍ଦଶ ସଂଖ୍ୟା ଅନଲାଇନରେ ଇ-ମ୍ୟାଗାଜିନ ଭାବେ ପ୍ରକାଶିତ ହୋଇ ସାରା ଓଡ଼ିଶାରେ ଖୁବ ପାଠକୀୟ ସ୍ୱୀକୃତି ଲାଭକରିଛି । ୨୦୧୮ ସାଲରୁ ପ୍ରକାଶିତ ପତ୍ରିକା କୃଷକ ମାନଙ୍କ ନିମନ୍ତେ ଉପାଦେୟ ତଥ୍ୟ,ରୋଗପୋକ ସମସ୍ୟା ଓ ସମାଧାନ,କୃଷକ ମାନଙ୍କୁ ନେଇ ଆଲୋଚନାଚକ୍ର,ବିଭିନ୍ନ କୃଷି ଗବେଷକ ମାନଙ୍କର ଉପାଦେୟ ସ୍ତମ୍ବ ପ୍ରକାଶିତ ହୋଇ କୃଷି ଆନ୍ଦୋଳନକୁ ଦ୍ୱିଗୁଣି କରିଛି ଏହାର…

Read More

ଅଗଷ୍ଟ ୧୬ତାରିଖରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ

ଅଗଷ୍ଟ ୧୬ତାରିଖରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର (ଏନ୍‌.ଏମ୍‌.): ଆସନ୍ତା ଅଗଷ୍ଟ ମାସ ୧୬ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏହି ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଖୋଲିବ । ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ ଶ୍ରେଣୀ ଗୃହରେ ପାଠପଢ଼ା ହେବ…

Read More

ଶେଷ ହେଲା ମାଟ୍ରିକ ଅଫଲାଇନ ପରୀକ୍ଷା:୧୧ରୁ ଖାତା ଦେଖା ଆରମ୍ଭ

ଶେଷ ହେଲା ମାଟ୍ରିକ ଅଫଲାଇନ ପରୀକ୍ଷା:୧୧ରୁ ଖାତା ଦେଖା ଆରମ୍ଭ କପି କରି ଧରାପଡିଲେ ୩୫, କଟକ ଜିଲ୍ଲାରେ ହେବ ୩ଟି ମୂଲ୍ୟାୟନ କେନ୍ଦ୍ର କଟକ(ଏନ୍‌.ଏମ୍‌.): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚାଲିଥିବା ମାଟ୍ରିକ ଅଫଲାଇନ ପରୀକ୍ଷା ଆଜି ଶେଷ ହୋଇଛି । ଆସନ୍ତା ୧୧ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ଶେଷ ଦିନ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।…

Read More

ବିଉଟିଫୁଲ ମାଇଣ୍ଡସ୍‍ ତରଫରୁ ତ୍ରିରାଷ୍ଟ୍ରୀୟ ଆଭାସି ବାଳୁତ କର୍ମଶାଳା

ବିଉଟିଫୁଲ ମାଇଣ୍ଡସ୍‍ ତରଫରୁ ତ୍ରିରାଷ୍ଟ୍ରୀୟ ଆଭାସି ବାଳୁତ କର୍ମଶାଳା ଚିକାଗୋ (ଏଜେନ୍ସି): ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ‘ବିଉଟିଫୁଲ୍‍ ମାଇଣ୍ଡସ୍‍ ୟୁଥ୍‍ ମେଣ୍ଟରିଂ ଫାଉଣ୍ଡେସନ’ ତରଫରୁ ନିକଟରେ ଏକ ଆନ୍ତର୍ଜାତିକ ବାଳୁତ କର୍ମଶାଳା ଆୟୋଜନ କରାଯାଇଥିଲା । ଅନ୍‍ଲାଇନ୍‍ ଯୋଗେ ଅନୁଷ୍ଠିତ ଏହି ମେଣ୍ଟରିଂ କାର୍ଯ୍ୟକ୍ରମରେ ଆମେରିକା, କାନାଡ଼ା ଓ ଭାରତବର୍ଷର ସ୍କୁଲ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ‘ଏହି ମୋର ଜୀବନ’ ଶୀର୍ଷକ ଉକ୍ତ ବାର୍ତ୍ତାଳାପ ଅଧିବେଶନକୁ ମୁଖ୍ୟତଃ ସକାଳର ନିତ୍ୟକର୍ମ, ଦ୍ୱିପହରର କାର୍ଯ୍ୟାବଳୀ ଏବଂ ସନ୍ଧ୍ୟା…

Read More

ଲିସା ପକ୍ଷରୁ ବିଶ୍ୱମାତୃ ସ୍ତନ୍ୟପାନ ସପ୍ତାହ

ଲିସା ପକ୍ଷରୁ ବିଶ୍ୱମାତୃ ସ୍ତନ୍ୟପାନ ସପ୍ତାହ କଟକ(ଏନ୍‌.ଏମ୍‌.): ଆଇନସେବା ସଂସ୍ଥା ଲିସା ପକ୍ଷରୁ ସିଏମସି ୬ନମ୍ବର ୱାର୍ଡ଼ ସ୍ଥିତ କୃଷକବଜାର ବସ୍ତିଠାରେ ବିଶ୍ୱସ୍ତନ୍ୟ ପାନ ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଆବାହକ ଆଇନଜୀବୀ ଗଦାଧରସାହୁଙ୍କ ଅଧ୍ୟକ୍ଷତାର ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ୬ନଂ ୱାର୍ଡ଼ର ପୂର୍ବତନ କର୍ପୋରେଟର ସଂଯୁକ୍ତା ସାହୁ, ମୁଖ୍ୟଅତିଥି ଭାବେ ଯୋଗଦେଇ ମାତୃ ସ୍ତନ୍ୟପାନ ଶିଶୁର ଜନ୍ମଗତ ଅଧିକାର ଏଥିରୁ କେହି ଶିଶୁକୁ ବଞ୍ôଚତ କଲେ ଆଇନତଃ ଦଣ୍ଡନୀୟ ଅପରାଧ ବୋଲି ଶ୍ରୀମତୀ ସାହୁ…

Read More

ଗ୍ୟାଙ୍ଗଷ୍ଟର ହାଇଦର ଏନକାଉଣ୍ଟର ମାମଲା: ଫୋରେନ୍ସିକ ଯାଞ୍ଚ ପାଇଁ ଗଲା ବନ୍ଧୁକ, କପଡ଼ା ଓ ରକ୍ତଭିଜା ମାଟି

ଗ୍ୟାଙ୍ଗଷ୍ଟର ହାଇଦର ଏନକାଉଣ୍ଟର ମାମଲା: ଫୋରେନ୍ସିକ ଯାଞ୍ଚ ପାଇଁ ଗଲା ବନ୍ଧୁକ, କପଡ଼ା ଓ ରକ୍ତଭିଜା ମାଟି ଭୁବନେଶ୍ୱର(ଏନ୍‌.ଏମ୍‌.): ଗ୍ୟାଙ୍ଗଷ୍ଟର ହାଇଦର ଏନକାଉଣ୍ଟର ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି । ଜେଲରୁ ସ୍ଥାନାନ୍ତର ସମୟରେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇ ଖସିଯିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ପୁଲିସ ଏନକାଉଣ୍ଟର କରିଥିବା କହୁଥିବାବେଳେ ପରିବାର ଲୋକେ କିନ୍ତୁ ପୁଲିସ ହାଇଦରକୁ ଜାଣିଶୁଣି ହତ୍ୟା କରିଥିବା ଭଳି ଅଭିଯୋଗ ଆଣିଛନ୍ତି । ତେବେ ଏ ନେଇ…

Read More

ଦେଶ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇନାହିଁ: ଦୁର୍ଗା ପୂଜା ଯାଏ କଟକଣା ଲଗାଇବାକୁ କେନ୍ଦ୍ରର ପରାମର୍ଶ

ଦେଶ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇନାହିଁ: ଦୁର୍ଗା ପୂଜା ଯାଏ କଟକଣା ଲଗାଇବାକୁ କେନ୍ଦ୍ରର ପରାମର୍ଶ ନୂଆଦିଲ୍ଲୀ(ଏଜେନ୍ସି): ଏପର୍ଯ୍ୟନ୍ତ ଦେଶ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇ ନାହିଁ । ସମ୍ପ୍ରତି ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ଯୋଗୁଁ ରାଜ୍ୟ ସରକାରମାନେ ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବିଭିନ୍ନ ସେବାକୁ ଅନୁମତି ଦେବା ସହ ଦୋକାନ ବଜାର ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଉଛି । ତେବେ ରାଜ୍ୟଗୁଡ଼ିକ ଅନଲକ କରିବା ପୂର୍ବରୁ ଆଉ ଥରେ ଚିନ୍ତା…

Read More

କରୋନା ଯୋଗୁଁ ଅନାଥ ହୋଇଥିବା ଛୋଟ ଛୁଆଙ୍କୁ ମିଳିବ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା

କରୋନା ଯୋଗୁଁ ଅନାଥ ହୋଇଥିବା ଛୋଟ ଛୁଆଙ୍କୁ ମିଳିବ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା ନୂଆଦିଲ୍ଲୀ (ଏଜେନ୍ସି): କରୋନା ପାଇଁ ଅନାଥ ହୋଇଥିବା ଛୋଟ ଛୁଆଙ୍କ ନିମନ୍ତେ କେନ୍ଦ୍ରର ମୋଦି ସରକାର ସ୍ୱାସ୍ଥ୍ୟ ବୀମା କରାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ୧୮ ବର୍ଷ ପର୍ଯ୍ୟନ୍ତ ଏହି ପିଲାଙ୍କୁ ସରକାର ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବେ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଆବଶ୍ୟକ…

Read More

ମଙ୍ଗୁଳିରେ ଡେଙ୍ଗୁ ସଚେତନତା

ମଙ୍ଗୁଳିରେ ଡେଙ୍ଗୁ ସଚେତନତା ଟାଙ୍ଗୀ-ଚୌଦ୍ୱାର(ଏନ୍‍.ଏମ୍‍.): ବ୍ୟବସାୟିକ ଓ ପରିବହନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିବା ଟାଙ୍ଗୀ ଥାନା ମଙ୍ଗୁଳି ଅଞ୍ଚଳରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଙ୍ଗୁଳି-ନିର୍ଗୁଣ୍ଡି ଟ୍ରକ ମାଲକ ସଂଘ ସଭାପତି ତଥା ବିଜେଡ଼ି ପଞ୍ଚାୟତ ସଭାପତି ନରେନ୍ଦ୍ର କୁମାର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ନିରଞ୍ଜନ ମଲ୍ଲିକ ମୁଖ୍ୟ ଅତିଥି ଓ ଟାଙ୍ଗୀଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ସୁଚିତ୍ରବିର୍ଯ୍ୟ ଦାସ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ ।…

Read More

ପାଣିରେ ବୁଡ଼ି ଶ୍ରମିକ ମୃତ

ପାଣିରେ ବୁଡ଼ି ଶ୍ରମିକ ମୃତ ଟାଙ୍ଗୀ-ଚୌଦ୍ୱାର(ଏନ୍‍.ଏମ୍‍.): ବୁଧବାର ଅପରାହ୍ନରେ ପାଣିରେ ବୁଡ଼ି ଟାଙ୍ଗୀ-ଚୌଦ୍ୱାର ବ୍ଲକ ଉଚ୍ଚପଦା ପଞ୍ଚାୟତ ତଥା ଟାଙ୍ଗୀଥାନା ମଣିଆ ଗ୍ରାମର ଜଣେ ଶ୍ରମିକ ପ୍ରାଣ ହରାଇଛନ୍ତି । ମୃତ ଶ୍ରମିକ ଜଣକ ସ୍ଥାନୀୟ ଶବରପଲ୍ଲୀର ଅଶୋକ ଦେହୁରୀ ଓରଫ ବହ୍ଲା(୫୦) ବୋଲି ଜଣାପଡ଼ିଛି । ଶୌଚ ନିମନ୍ତେ ଗ୍ରାମ ନିକଟସ୍ଥ ପଥର ଖାଦାନକୁ ଆସି ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ । ଖବରପାଇ ଚୌଦ୍ୱାରରୁୁ ଦମକଳ ବାହିନୀ ପହଞ୍ଚି ଦୀର୍ଘ ସମୟ ଖୋଜାଖୋଜି…

Read More