Nishkarsha

କଟକରେ ଆଇନଜୀବୀ ଓ ଷ୍ଟାମ୍ପଭେଣ୍ଡରମାନଙ୍କ ପକ୍ଷରୁ ବୃକ୍ଷରୋପଣ

କଟକରେ ଆଇନଜୀବୀ ଓ ଷ୍ଟାମ୍ପଭେଣ୍ଡରମାନଙ୍କ ପକ୍ଷରୁ ବୃକ୍ଷରୋପଣ କଟକ(ଏନ୍‌.ଏମ୍‌.): କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଆଇନଜୀବୀ ଓ ଷ୍ଟାମ୍ପଭେଣ୍ଡରମାନଙ୍କ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । କଟକ ଜିଲ୍ଲାପାଳ କିମ୍ବା ଆରଟିଓ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକମାନେ ଖରାରେ ଡହଳ ବିକଳ ହୋଇ ପଡ଼ୁଛନ୍ତି । ଛାଇ ଟିକେ ନପାଇ ଏଣେ ତେଣେ ବୁଲୁଛନ୍ତି । ତେବେ ଜନସାଧାରଣ ଏହି ସମସ୍ୟାକୁ ଉପଲବ୍ଧି କରି ଏହାର ସମାଧନ ନିମନ୍ତେ ଏହି ଅଞ୍ଚଳରେ ବୃକ୍ଷରୋପଣର…

Read More

ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଦ୍ୱାରା “ବିଶେଷସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମ

ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଦ୍ୱାରା ‘ବିଶେଷସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମ ନିମାପଡ଼ା(ଏନ୍‌.ଏମ୍‌.): ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଦ୍ୱାରା ନିମାପଡ଼ା ବ୍ଲକର ଶେଉଳସାହି ଗ୍ରାମରେ ‘ସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥାନ ତରଫରୁ ବୈଜ୍ଞାନିକ ଡ. ହେମନ୍ତ କୁମାର ଦାଶ, ଡ. ସନାତନ ପ୍ରଧାନ, ଡ. ଦେବବ୍ରତ ସେଠୀ ଏବଂ ଡ. ରୁମେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି କୃଷି ଏବଂ ଗୃହଯାତ ଜୈବ ବର୍ଜ୍ୟ ବସ୍ତୁରୁ ଜିଆଖତ ଏବଂ…

Read More

ହାଇକୋର୍ଟରେ ଶପଥ ଗ୍ରହଣ କଲେ ୩ ନୂତନ ବିଚାରପତି

ହାଇକୋର୍ଟରେ ଶପଥ ଗ୍ରହଣ କଲେ ୩ ନୂତନ ବିଚାରପତି କଟକ(ଏନ୍‌.ଏମ୍‌.): ଆଜି ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟରେ ନୂତନ ବିଚାରପତି ଭାବେ ମୃଗାଙ୍କ ଶେଖର ସାହୁ, ରାଧାକ୍ରୀଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ଯୋଗଦେଇଥିବାବେଳେ ହାଇକୋର୍ଟ ନୂଆ କନଫରେନ୍ସ ହଲରେ ଏହି ଶପଥ ଗ୍ରହଣ ଉତ୍ସବର ଆୟୋଜିତ ହୋଇଯାଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ୩ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି । ଓଡ଼ିଶା ହାଇକୋର୍ଟରେ…

Read More

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲା: ପୁଲିସ ବ୍ୟାରେକକୁ ଫେରାର ପରେ ଆଖୁବାଡ଼ିରେ ଲୁଚିଥିଲା ଅଭିଯୁକ୍ତ ଗୋବିନ୍ଦ

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲା: ପୁଲିସ ବ୍ୟାରେକକୁ ଫେରାର ପରେ ଆଖୁବାଡ଼ିରେ ଲୁଚିଥିଲା ଅଭିଯୁକ୍ତ ଗୋବିନ୍ଦ ବଲାଙ୍ଗିର (ଏନ୍‌.ଏମ୍‌.): ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବ୍ୟାରେକରୁ ଫେରାର ହୋଇ ପଯିବା ପରେ ପୁଲିସ ହାତରେ ଧରା ପଡ଼ିଛି । ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରେ ଗୋବିନ୍ଦ ଲୁଛିଥିବାବେଳେ ପୁଲିସ ତାକୁ ଧରିଛି । ତେବେ ଗୋବିନ୍ଦ ସେଠାରେ ଲୁଚିଥିବା ଗାଁ ଲୋକେ ଦେଖି…

Read More

ଭାରତୀୟ ନୌବାହିନୀକୁ ଏକାଦଶ ବୋଇଂ ପି-୮ଆଇ ବିମାନ ପ୍ରଦାନ

ଭାରତୀୟ ନୌବାହିନୀକୁ ଏକାଦଶ ବୋଇଂ ପି-୮ଆଇ ବିମାନ ପ୍ରଦାନ #ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଭାରତୀୟ ନୌବାହିନୀକୁ ଏକାଦଶତମ ବୋଇଂ ପି-୮ଆଇ ବିମାନ ମିଳିଛି । ଆମେରିକାର ଅଗ୍ରଣୀ ପ୍ରତିରକ୍ଷା ଉତ୍ପାଦନକାରୀ କମ୍ପାନୀ ବୋଇଂ ଏହି ବିମାନ ନିର୍ମାଣ କରିଛି । ବୁଡାଜାହାଜ ବିଧ୍ୱଂସୀ ଲଢେଇରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଏହି ବିମାନ ସମର୍ଥ ବୋଲି ନୌବାହିନୀ ପକ୍ଷରୁ କୁହାଯାଇଛି । ଏହି ଲଙ୍ଗ ରେଞ୍ଜ ମେରିଟାଇମ ରେକନିସାନ୍ସ ଆଣ୍ଟି ସବମାରାଇନ ୱାରଫେୟାର (ଏଲଆରଏମଆରଏଏସଡବ୍ଲୁ) ସିଆଟଲରୁ ଆସି ଗୋଆରେ ପହଞ୍ଚିଛି…

Read More

ପୁଲିସ ବ୍ୟାରେକ ରୁଚମ୍ପଟ ମାରିଲା ଗୋବିନ୍ଦ ସାହୁ: ମୋଷ୍ଟ ୱାଣ୍ଟେଡ୍ ଘୋଷଣା କଲା ବଲାଙ୍ଗିର ପୁଲିସ, ଧରାଇ ଦେଲେ ମିଳିବ ଲକ୍ଷେ ଟଙ୍କା ପୁରସ୍କାର

ପୁଲିସ ବ୍ୟାରେକ ରୁଚମ୍ପଟ ମାରିଲା ଗୋବିନ୍ଦ ସାହୁ: ମୋଷ୍ଟ ୱାଣ୍ଟେଡ୍ ଘୋଷଣା କଲା ବଲାଙ୍ଗିର ପୁଲିସ, ଧରାଇ ଦେଲେ ମିଳିବ ଲକ୍ଷେ ଟଙ୍କା  #ବଲାଙ୍ଗିର(ଏନ୍‌.ଏମ୍‌.): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସ୍କୁଲ ଗୋବିନ୍ଦ ସାହୁଙ୍କୁ ଧରାଇ ଦେଲେ  ଲକ୍ଷେ ଟଙ୍କା ପୁରସ୍କାର ରାଶି ମିଳିବ । ବଲାଙ୍ଗିର ପୁଲିସ ପକ୍ଷରୁ ଏପରି ଘୋଷଣା କରାଯାଇଛି । ଏହା ସହ ଗୋବିନ୍ଦଙ୍କୁ ମୋଷ୍ଟ ୱାଣ୍ଟେଡ୍ ଦର୍ଶାଇ ପୁଲିସ…

Read More

ଆଠଗଡ଼ ନିର୍ବାଚନମଣ୍ଡଳୀ ବିଜେଡ଼ିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଆଠଗଡ଼ ନିର୍ବାଚନମଣ୍ଡଳୀ ବିଜେଡ଼ିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀର ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ୬ଟି ଗାମ ପଞ୍ଚାୟତ ପାଇଁ ବିଜେଡି ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମଙ୍ଗରାଜପୁର ଠାରେ ବିଜେଡି କଟକ ଜିଲ୍ଲା ଉପସଭାପତି ନୃସିଂହ ମହାପାତ୍ରଙ୍କ ପୌରାହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦ୍‌ବୋଧନ ଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି…

Read More

ବେଆଇନ କାରବାର ବେଳେ ଜଣେ ଗିରଫ: ୧କିଲୋ ୧ଶହ ଗ୍ରାମ ଗଞ୍ଜେଇ ଜବତ

ବେଆଇନ କାରବାର ବେଳେ ଜଣେ ଗିରଫ: ୧କିଲୋ ୧ଶହ ଗ୍ରାମ ଗଞ୍ଜେଇ ଜବତ କଟକ/ଜଗତପୁର(ଏନ୍‌.ଏମ୍‌.): କଟକ କମିଶନରେଟ ପୁଲିସ ପଞ୍ଝାରେ ଚୋରା ଗଞ୍ଜେଇ ବ୍ୟବସାୟୀ । ଦୀର୍ଘ ଦିନ ଧରି ବେଆଇନ ଭାବେ ଗଞ୍ଜେଇ କାରବାର କରୁଥିବା ଜଣେ ଅଭିଯୁକ୍ତକୁ ଜଗତପୁର ଥାନା ପୁଲିସ ଗିରଫ କରିବା ସହ ତା ନିକଟରୁ ୧କିଲୋଗ୍ରାମ ୧ଶହ ଗ୍ରାମ ଗଞ୍ଜେଇ ସହିତ ଓଡି୦୪ଏନ୭୩୮୦ନମ୍ବର ବିଶିଷ୍ଟ ଏକ ହୋଣ୍ଡା ଆକ୍ଟିଭାକୁ ଜବତ କରିଛି । ସୂଚନା ଅନୁଯାୟୀ ଗତକାଲି ଉକ୍ତ ହୋଣ୍ଡା…

Read More

କେରଳରେ ବର୍ଷା ବିତ୍ପାତ୍ତ ବଢ଼ୁଛି ମୃତକଙ୍କ ସଂଖ୍ୟା

କେରଳରେ ବର୍ଷା ବିତ୍ପାତ୍ତ ବଢ଼ୁଛି ମୃତକଙ୍କ ସଂଖ୍ୟା ଥିରୁଅନନ୍ତପୁରମ(ଏଜେନ୍ସି): ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ କେରଳ ଏକାଧିକ ଜିଲ୍ଲାର ଅବସ୍ଥା ସାଂଘାତିକ ହୋଇଛି । ଇତି ମଧ୍ୟରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ସେନା ବାହିନୀର କର୍ମଚାରୀ ନିୟୋଜିତ ହୋଇଛନ୍ତି । କୋଟ୍ଟାୟାମରେ ସର୍ବାଧିକ ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ଇଡୁକ୍କିରେ ୯ ଜଣ ଓ ଅଲଫୁଜା…

Read More

ପ୍ରଦୀପଙ୍କ ଘରୁ ୧.୪୪ କେଜି ସୁନା ଜବତ କଲା ଭିଜିଲାନ୍ସ ବିଭାଗ: ସମ୍ପତ୍ତି ବାଜ୍ୟାପ୍ତି ହେବ!

ପ୍ରଦୀପଙ୍କ ଘରୁ ୧.୪୪ କେଜି ସୁନା ଜବତ କଲା ଭିଜିଲାନ୍ସ ବିଭାଗ: ସମ୍ପତ୍ତି ବାଜ୍ୟାପ୍ତି ହେବ! ଭୁବନେଶ୍ୱର (ଏନ.ଏମ୍‌.): ଦୀର୍ଘ ୨୩ ଘଣ୍ଟା ଧରି ମାରାଥନ ଚଢ଼ାଉ କରିବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ (୧.୪୪ କେଜି) ସୁନା ଜବତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ସବ୍ୟସାଚୀ ବ୍ରାଣ୍ଡର ୨୪ ଲକ୍ଷ ୨୫ ହଜାର ଟଙ୍କାର ହାର…

Read More

କାରଖାନାରେ ଭୟାବହ ଅଗ୍ନିକାଣ୍ଡ:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

କାରଖାନାରେ ଭୟାବହ ଅଗ୍ନିକାଣ୍ଡ:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ନୂତନ ଶିଳ୍ପାଞ୍ଚଳ ଫେଜ୍‌-୧ ସ୍ଥିତ ଏକ ଅଗରବତୀ କାରଖାନାରେ ରବିବାର ସଂଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ,କଞ୍ଚାମାଲ ଓ ଅଗରବତୀ ପୋଡି ନଷ୍ଟ ହୋଇଯାଇଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ସୂଚନା ମୁତାବକ,ନୂତନ ଶିଳ୍ପାଞ୍ଚଳ ଫେଜ୍‌-୧ରେ ଥିବା ଏସ ଏସ ଏଣ୍ଟରପ୍ରାଇଜେସ ନାମକ ଏକ ଅଗରବତୀ କାରଖାନା ରହିଛି ।…

Read More

ସ୍ଥାୟୀ ନିଯୁକ୍ତି ଦାବିକରି ଆୟୁଷ ଡାକ୍ତର ଅସହଯୋଗ ଆନ୍ଦୋଳନ

ସ୍ଥାୟୀ ନିଯୁକ୍ତି ଦାବିକରି ଆୟୁଷ ଡାକ୍ତର ଅସହଯୋଗ ଆନ୍ଦୋଳନ କୋଣାର୍କ(ଏନ୍‌.ଏମ୍‌.): ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନଙ୍କ ସ୍ଥାୟୀ ନିଯୁକ୍ତି ଦାବି କରି ଗତ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ କର୍ତ୍ତବ୍ୟରେ ରହି ‘ଅସହଯୋଗ ଆନ୍ଦୋଳନ’ ଜାରିରଖିଛି ଅଲ ଓଡିଶା ଆୟୁଷ ଡାକ୍ତର ଆସୋସିଏସନ୍ । ଦୀର୍ଘ ୧୪ ବର୍ଷ ଧରି ରାଜ୍ୟରେ ଥିବା ସମସ୍ତ ପିଏଚସି ଓ ସିଏଚସିରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ସ୍ଥାୟୀ ନିଯୁକ୍ତି ଦାବି କରି ନିଜ ନିଜ…

Read More