ପୁଲିସର ଦୁର୍ବବ୍ୟହାର ଘଟଣା ନେଇ ଡାକ୍ତରୀ ଛାତ୍ର ଫାଟକରେ ତାଲା ପକାଇ ଧାରଣା
ପୁଲିସର ଦୁର୍ବବ୍ୟହାର ଘଟଣା ନେଇ ଡାକ୍ତରୀ ଛାତ୍ର ଫାଟକରେ ତାଲା ପକାଇ ଧାରଣା #କଟକ(ଏନ୍.ଏମ୍.): କଟକ ବଡ଼ମେଡ଼ିକାଲ(ଏସସିବି)ର ଜଣେ ଡାକ୍ତରୀ ଛାତ୍ରଙ୍କୁ ପୁଲିସ ଦୁର୍ବବ୍ୟହାର କରିଥିବା ନେଇ ମେଡ଼ିକାଲ ପରିସରରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି । ଏଭଳି ଘଟଣାକୁ ଡାକ୍ତରୀଛାତ୍ରମାନେ ପ୍ରତିବାଦ କରି ମେଡିକାଲ ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଡାକ୍ତରୀଛାତ୍ରମାନେ ପ୍ରାୟ ଅଧଘଣ୍ଟା ଧରି ମେଡିକାଲର ରାଣୀହାଟ ପାଶ୍ୱର୍ ଫାଟକରେ ତାଲା ଝୁଲାଇ ରଖିଥିଲେ । ଫଳରେ କିଛି ସମୟ ଲାଗି…
