କଂଗ୍ରେସର ବନ୍ଦ ପାଳନକୁ ଝଟ୍କା: ଜୋର ଜବରଦସ୍ତ ବନ୍ଦ କରିପାରିବନି- ହାଇକୋର୍ଟ
କଂଗ୍ରେସର ବନ୍ଦ ପାଳନକୁ ଝଟ୍କା: ଜୋର ଜବରଦସ୍ତ ବନ୍ଦ କରିପାରିବନି- ହାଇକୋର୍ଟ #କଟକ(ଏନ୍.ଏମ୍.): ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ପ୍ରସଙ୍ଗରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ବନ୍ଦ କରିବା ବଦଳରେ ହରତାଳ କରିହେବ । ହେଲେ ଜୋର ଜବରଦସ୍ତି କାହାରିକୁ ବନ୍ଦ କରିପାରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମମିତା…
