ସ୍ୱାସ୍ଥ୍ୟକେନ୍ଦ୍ର ସମସ୍ୟା ନେଇ ସ୍ୱାସ୍ଥ୍ୟବିଭାଗକୁ ଦାବି ଜଣାଇଲା ଉତ୍କଳ ବିକାଶ ପରିଷଦ
ସ୍ୱାସ୍ଥ୍ୟକେନ୍ଦ୍ର ସମସ୍ୟା ନେଇ ସ୍ୱାସ୍ଥ୍ୟବିଭାଗକୁ ଦାବି ଜଣାଇଲା ଉତ୍କଳ ବିକାଶ ପରିଷଦ କଟକ (ଏନ୍.ଏମ୍.): କଟକ ସଦରର ସାମାଜିକ ସଙ୍ଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯଥା କିଶନନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ, ଆବଶ୍ୟକ ଅନୁଯାୟୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି, ଶଯ୍ୟା ସଂଖ୍ୟା ବୃଦ୍ଧି, ଉନ୍ନତ ମାନର ଯନ୍ତ୍ରପାତି ଉପଲବ୍ଧ କରାଯିବ ଏବଂ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ପ୍ରଦାନ ଆଦି ସମସ୍ୟା ନେଇ ସ୍ୱାସ୍ଥ୍ୟବିଭାଗକୁ ଦାବି କରାଯାଇଛି…
