ପ୍ରକାଶ ପାଇଲା ସ୍ୱତନ୍ତ୍ର ଯୁକ୍ତ-୨ ପରୀକ୍ଷା ଫଳ
ପ୍ରକାଶ ପାଇଲା ସ୍ୱତନ୍ତ୍ର ଯୁକ୍ତ-୨ ପରୀକ୍ଷା ଫଳ #ଭୁବନେଶ୍ୱର(ଏନ୍.ଏମ୍.): ଯୁକ୍ତ-୨ର ସ୍ୱତନ୍ତ୍ର ପରୀକ୍ଷା ଫଳ ଯଥା କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର ଦ୍ୱାରା ପ୍ରକାଶିତ ହୋଇଛି । ପୂନଃମୂଲ୍ୟାୟନ ନିମନ୍ତେ ରାଜ୍ୟରୁ ୧୨,୩୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୮୪୬୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ପରୀକ୍ଷାରେ ପାସ ହାର ଶତକଡ଼ା ୬୮.୬୬ ପ୍ରତିଶତ ରହିଛି ।…
