Nishkarsha

୫୫ନମ୍ବର ରାଜପଥ ଦୁରାବସ୍ଥା ନେଇ ବିଧାୟକଙ୍କ ସମୀକ୍ଷା ବୈଠକ

୫୫ନମ୍ବର ରାଜପଥ ଦୁରାବସ୍ଥା ନେଇ ବିଧାୟକଙ୍କ ସମୀକ୍ଷା ବୈଠକ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାର ମଙ୍ଗୁଳି-ଚୌଦ୍ୱାର-କଜଳକଣା ରାସ୍ତା ଦୂରାବସ୍ଥା ନେଇ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଆହ୍ୱାନରେ ଆୟୋଜିତ ବୈଠକରେ ମଙ୍ଗୁଳି ଛକ ଠାରୁ ଚୌଦ୍ୱାର କଜଳକଣା ପର୍ଯ୍ୟନ୍ତ ୫୫ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ସମୀକ୍ଷା ବୈଠକ ପରେ ଚୌଦ୍ୱାର…

Read More

ତାଜା ସୂଚନା: ଆସୁଛି ଆଉଏକ ଲଘୁଚାପ!

ତାଜା ସୂଚନା: ଆସୁଛି ଆଉଏକ ଲଘୁଚାପ! ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ଏସଆରସି #ଭୁବନେଶ୍ୱର (ଏନ.ଏମ୍‌.): ପୁଣି ଆସୁଛି ଆଉ ଏକ ଲଘୁଚାପ । ଏ ନେଇ ରାଜ୍ୟରେ କୌଣସି ବିପର୍ଯ୍ୟୟ ଆସିବା ପୂର୍ବରୁ ଜନସଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି ଏସଆରସି । ଏଥି ସହିତ ସମସ୍ତ ଜିଲ୍ଲାପାଳମାନଙ୍କୁ ମଧ୍ୟ ସଜାଗ ରହିବା ପାଇଁ ଏସଆରସି ଚିଠି ଲେଖିଛନ୍ତି । ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୩୦ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି…

Read More

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ : ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଗୃହ ଚାଲିବାକୁ ନିଷ୍ପତ୍ତି

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ : ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଗୃହ ଚାଲିବାକୁ ନିଷ୍ପତ୍ତି ଭୁବନେଶ୍ୱର(ଏନ୍‌.ଏମ୍‌.): ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ଗୃହ ସୁରୁଖୁରୁରେ ଚାଲିବା ପାଇଁ ବାଚସ୍ପତି ଡକ୍ଟର ପାତ୍ର ସମସ୍ତ ଦଳଙ୍କୁ ଅନୁରୋଧ କରିଥିଲେ । ଡିସେମ୍ୱର ୧ତାରିଖ ଦିନ ଗୃହର ପ୍ରାରମ୍ଭିକ ଅଧିବେଶନ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ…

Read More

ସହିଦନଗର ଓଡିଶା ବ୍ୟାଡମିଣ୍ଟନ ଏକାଡେମି ପରିଦର୍ଶନ କଲେ ବିଶିଷ୍ଟ ବ୍ୟାଡମିଣ୍ଟନ ତାରକା ପି. ଗୋପିଚାନ୍ଦ

ସହିଦନଗର ଓଡିଶା ବ୍ୟାଡମିଣ୍ଟନ ଏକାଡେମି ପରିଦର୍ଶନ କଲେ ବିଶିଷ୍ଟ ବ୍ୟାଡମିଣ୍ଟନ ତାରକା ପି. ଗୋପିଚାନ୍ଦ #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଶିଷ୍ଟ ବ୍ୟାଡମିଣ୍ଟନ ତାରକା ତଥା ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଏବଂ ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ପି. ଗୋପିଚାନ୍ଦ ଆଜି ପୂର୍ବାହ୍ନରେ ସହିଦନଗରସ୍ଥିତ ଓଡିଶା ବ୍ୟାଡମିଣ୍ଟନ ଏକାଡେମୀ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ସେ ଏଠାକାର ପ୍ରଶିକ୍ଷାର୍ଥୀ, ବୈଷୟିକ କର୍ମଚାରୀ ଓ କୋଚମାନଙ୍କ ସହ ତାଲିମ ଓ ଅନ୍ୟାନ ବିଷୟରେ ଆଲୋଚନା କରିଥିଲେ । ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା…

Read More

ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: କୋଭିଡ୍ ନିୟମଗୁଡ଼ିକର କଡ଼ାକଡ଼ି ପ୍ରବର୍ତ୍ତନ ଉପରେ ଗୁରୁତ୍ୱ

ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: କୋଭିଡ୍ ନିୟମଗୁଡ଼ିକର କଡ଼ାକଡ଼ି ପ୍ରବର୍ତ୍ତନ ଉପରେ ଗୁରୁତ୍ୱ #ଭୁବନେଶ୍ୱର(ଏନ୍‌.ଏମ୍‌.): କୋଭିଡ୍‌-୧୯ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍‌.ପି. ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ…

Read More

ଚୋରି ମୋବାଇଲ ଫେରାଇଲା କଟକ କମିଶନରେଟ ପୁଲିସ

ଚୋରି ମୋବାଇଲ ଫେରାଇଲା କଟକ କମିଶନରେଟ ପୁଲିସ କଟକ(ଏନ୍‌.ଏମ୍‌.): କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଚୋରି ହୋଇଥିବା ବାଇକ୍ ଓ ସାଇକେଲ୍‌କୁ ଉଦ୍ଧାର କରି ସ୍ୱତନ୍ତ୍ର ମେଳାରେ ମାଲିକମାନଙ୍କୁ ହସ୍ତାନ୍ତର କରିବା ପରେ ଆଜି ଶତାଧିକ ମୋବାଲ୍‌କୁ ଫୋନ୍ ଫେରସ୍ତ କରିଛି କମିଶନରେଟ ପୁଲିସ । ଚୋରି ଓ ହଜିଯାଇଥିବା ମୋବାଇଲଗୁଡିକୁ ଜବତ ପରେ ତାହାର ମାଲିକମାନଙ୍କୁ ମୋବାଇଲ ମେଳା ମାଧ୍ୟମରେ କଟକ କମିଶନରେଟ ପୁଲିସ ଆଜି ଫେରାଇଛି । ଡିସିପିଙ୍କ କାର୍ଯ୍ୟାଳୟରେ ଆୟୋଜିତ…

Read More

ସାହାରାରେ ଅର୍ଥ ଜମା ନକରିବାକୁ ସଚେତନତା କାର୍ଯ୍ୟକ୍ରମ

ସାହାରାରେ ଅର୍ଥ ଜମା ନକରିବାକୁ ସଚେତନତା କାର୍ଯ୍ୟକ୍ରମ କଟକ(ଏନ୍‌.ଏମ୍‌.): ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଜମାକର୍ତ୍ତାଙ୍କୁ ମ୍ୟାଚୁରିଟି ପ୍ରାପ୍ୟ ପ୍ରଦାନ କରିପାରୁନଥିବା ବେଳେ ଏବେ ବି ଅଧିକ ସୁଧ ଲାଳସା ଦେଖାଇ ଜମାକର୍ତ୍ତାଙ୍କୁ ଶୋଷଣ କରୁଥିବା ଅଭିଯୋଗରେ ସାହାରା ଇଣ୍ଡିଆ ସଂସ୍ଥା ବିରୁଦ୍ଧରେ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ସାହାରା ଜମାକର୍ତ୍ତା ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଏକ ଜନ ସଚେତନତା କାର୍ଯ୍ୟକ୍ରମ…

Read More

ଆଦିବାସୀ ସେଙ୍ଗଲ ଅଭିଯାନ ପକ୍ଷରୁ ସାଧାରଣ ସଭା

ଆଦିବାସୀ ସେଙ୍ଗଲ ଅଭିଯାନ ପକ୍ଷରୁ ସାଧାରଣ ସଭା କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏ, ସେକ୍ଟର ୧୩ ସି୍ଥତ ବାଲ୍ମିକୀ ନଗର ଆଦିବାସୀ ସାହି ଠାରେ ଆଦିବାସୀ ସେଙ୍ଗଲ ଅଭିଯାନ (ଏଏସଏ) ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଏଏସଏର ସର୍ବ ଭାରତୀୟ ସଭାପତି ତଥା ପୂର୍ବତନ ସାଂସଦ ସଲଖାନ ମୁର୍ମୁ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ ଏହି ସଭାରେ ଆଦିବାସୀ ସମାଜରେ ବ୍ୟାପ୍ତ ବିଭିନ୍ନ ଅନ୍ଧ ବିଶ୍ୱାସ ଯଥା ଗୁଣି ଗାରେଡି, ଡାହାଣୀ…

Read More

ଖାକିରେ କଳଙ୍କ: ଫାଣ୍ଡିରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ, ହୋମଗାର୍ଡଙ୍କ ସମେତ ୩ ଅଟକ

ଖାକିରେ କଳଙ୍କ: ଫାଣ୍ଡିରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ, ହୋମଗାର୍ଡଙ୍କ ସମେତ ୩ ଅଟକ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : କଟକ ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗୁଳି ପୁଲିସ୍ ଆଉଟପୋଷ୍ଟ ଭିତରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଡ୍ୟୁଟି ସମୟରେ ଜଣେ ହୋମଗାର୍ଡ ଏହି କାଣ୍ଡ ଘଟାଇଥିବା ମହିଳାଜଣକ ଅଭିଯୋଗ ଆଣିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବାପରେ ପୁଲିସ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ହୋମଗାର୍ଡଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି…

Read More

ସିଏମ୍‌ସି କଲ୍ୟାଣ ମଣ୍ଡପ ଦୁର୍ନୀତି:୨କୋଟି ୧୦ଲକ୍ଷ ୪୩ହଜାର ଆତ୍ମସାତ, ପୂର୍ବତନ ତତ୍ତ୍ୱାବଧାରକଙ୍କ ନାମରେ ଏତଲା

ସିଏମ୍‌ସି କଲ୍ୟାଣ ମଣ୍ଡପ ଦୁର୍ନୀତି:୨କୋଟି ୧୦ଲକ୍ଷ ୪୩ହଜାର ଆତ୍ମସାତ, ପୂର୍ବତନ ତତ୍ତ୍ୱାବଧାରକଙ୍କ ନାମରେ ଏତଲା କଟକ(ଏନ୍‌.ଏମ୍‌.): ସିଏମସି କଲ୍ୟାଣ ମଣ୍ଡପ ଦୁର୍ନୀତିର ଖୋଳତାଡ଼ ଆରମ୍ଭ ହୋଇଛି । ଦୀର୍ଘ ବର୍ଷ ପରେ ପୁଣି ଏହି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସିଏମସି କଲ୍ୟାଣ ମଣ୍ଡପର ଦୁର୍ନୀତିକୁ ନେଇ ସିଏମ୍‌ସି ପକ୍ଷରୁ ପୂର୍ବତନ ତତ୍ତ୍ୱାବଧାରକ ପ୍ରଦୀପ ସାମଲ ଓ ତତ୍‌କାଳୀନ ଡେପୁଟି ସେକ୍ରେଟାରୀ ନିର୍ମଳ ନାୟକଙ୍କ ନାମରେ ସ୍ଥାନୀୟ ପୁରୀଘାଟ ଥାନାରେ ଏତଲା ଦାୟର କରାଯାଇଛି ।…

Read More

କଟକରେ ବଢ଼ୁଛି ଧଳା ଜହର କାରବାର: ୨୦ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ, ୧ ଗିରଫ

କଟକରେ ବଢ଼ୁଛି ଧଳା ଜହର କାରବାର: ୨୦ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ, ୧ ଗିରଫ କଟକ (ଏନ୍‌.ଏମ୍‌.): ଲାଲବାଗ ଥାନା ପୁଲିସ ଆଜି ଜଣେ ଆନ୍ତରାଜ୍ୟ ବ୍ରାଉନ ସୁଗର ଚାଲାଣକାରୀକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ବିଡାନସୀ ଥାନା ଅନ୍ତର୍ଗତ ତୁଳସୀପୁର ଖ୍ରୀଷ୍ଟିଆନ ସାହିର ରାଜା ଓରଫ ଜିତେନ୍ଦ୍ର ବସ୍ତିଆ(୩୦) ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ନିକଟରୁ ୨୭୦ ଗ୍ରାମ ଓଜନର ଧଳା ଜହର ଜବତ କରାଯାଇଛି । ଏହାର ମୂଲ୍ୟ…

Read More

ମହାନଦୀରେ ଗାଧୋଇବା କାଳ ହେଲା: ୪ ସାଙ୍ଗଙ୍କ ମୃତଦେହ ଉଦ୍ଧାର

ମହାନଦୀରେ ଗାଧୋଇବା କାଳ ହେଲା: ୪ ସାଙ୍ଗଙ୍କ ମୃତଦେହ ଉଦ୍ଧାର କଟକ(ଏନ୍‌.ଏମ୍‌.): ମହାନଦୀରେ ଗାଧୋଇବାକୁ ଯାଇ ଫେରିନଥିଲେ ୪ସାଙ୍ଗ । ଗତକାଲି ମହାନଦୀକୁ ଯାଇଥିବାବେଳେ ବିଳମ୍ବିତ ରାତିରେ ଜଣେ ଏବଂ ଆଜି ୩ଜଣଙ୍କ ମୃତ ଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ସ୍କୁଲରୁ ଫେରିବା ପରେ ଘରେ ବାହାନା କରି ନଦୀ ଘାଟକୁ ଚାଲି ଯାଇଥିବା ସମସ୍ତ ୪ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ହେଲେ…

Read More