ଫେବୃୟାରୀ୨୭ରେ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା
ଫେବୃୟାରୀ୨୭ରେ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା ଶତ ପ୍ରତିଶତ ଶିଶୁଙ୍କୁ ଟୀକାକରଣ କରାଯିବା ନେଇ ସହର ଟ୍ୟାକ୍ସ ଫୋର୍ସ ବୈଠକରେ ନିଷ୍ପତ୍ତି ଭୁବନେଶ୍ୱର(ଏନ୍.ଏମ୍.): ଫେବୃୟାରୀ ୨୭ ଦିନରେ ରେ ଶୂନରୁ ୫ ବର୍ଷର ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଟୀକାକରଣ ନେଇ ସହର ଟ୍ୟାକ୍ସ ଫୋର୍ସ ବୈଠକ ଆଜି ଅପରାହ୍ଣରେ ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ସଂଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ସହରରେ ଶତ ପ୍ରତିଶତ ଶିଶୁଙ୍କୁ…
