ସୂଚନା ଓ ଲୋକସମ୍ପର୍କ ବିଭାଗର ହେମନ୍ତ କୁମାର ନାୟକଙ୍କୁ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ
ସୂଚନା ଓ ଲୋକସମ୍ପର୍କ ବିଭାଗର ହେମନ୍ତ କୁମାର ନାୟକଙ୍କୁ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ କଟକ (ଏନ୍.ଏମ୍.): ଓଡିଶା ସୂଚନା ସେବାର ବରିଷ୍ଠ ଅଧିକାରୀ ତଥା ଉପନିର୍ଦ୍ଦେଶକ ହେମନ୍ତ କୁମାର ନାୟକଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରକାଶଥାଉକି ଶ୍ରୀ ନାୟକ କେନ୍ଦ୍ରାପଡା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି । ଆଜି ପୂର୍ବାହ୍ନରେ ସେ ଉପନିର୍ଦ୍ଦେଶକ ଦାୟିତ୍ୱ…
