ଏସସିବି ରଚିଲା ପୁଣି ଏକ ଇତିହାସ; ୧୦୦ରେ ପହଞ୍ଚିଲା ଅସ୍ଥିମଜ୍ଜା ପ୍ରତିରୋପଣ : ଏହାର ସାକ୍ଷୀ ହେଲେ ପୂର୍ବତନ ବିଧାୟକ ଜ୍ୟାକବ
ଏସସିବି ରଚିଲା ପୁଣି ଏକ ଇତିହାସ ୧୦୦ରେ ପହଞ୍ଚିଲା ଅସ୍ଥିମଜ୍ଜା ପ୍ରତିରୋପଣ : ଏହାର ସାକ୍ଷୀ ହେଲେ ପୂର୍ବତନ ବିଧାୟକ ଜ୍ୟାକବ କଟକ(ଏନ୍.ଏମ୍.): ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି) ବୁଧବାର ପୁଣି ଏକ ଇତିହାସ ରଚିଛି । ପୂର୍ବ ଭାରତର ପ୍ରଥମ ସରକାରୀ ଡାକ୍ତରଖାନା ଭାବେ ହେମାଟୋଲୋଜି(ରକ୍ତରୋଗ) ବିଭାଗରେ ୧୦୦ଜଣଙ୍କର ଅସ୍ଥିମଜ୍ଜା ପ୍ରତିରୋପଣ(ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ) ସଫଳତାର ସହିତ ସମ୍ପନ୍ନ କରି ଏସସିବି ସଫଳତାର ଇତିହାସରେ ଆଉ ଏକ ନୂଆଫର୍ଦ୍ଦ ଯୋଡି ହୋଇଛି ।…
