ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା: ଜବାବ ଦାଖଲ କଲେନି ରାଜ୍ୟ ସରକାର ଓ ଏଏସଆଇ
ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା: ଜବାବ ଦାଖଲ କଲେନି ରାଜ୍ୟ ସରକାର ଓ ଏଏସଆଇ କଟକ(ଏନ୍.ଏମ୍.): ଶ୍ରୀମନ୍ଦିର ପ୍ରକଳ୍ପ ମାମଲା ଏବେ ହାଇକୋର୍ଟରେ ଥିବାବେଳେ କୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟସରକାର ଓ ଏଏସଆଇ ପାଳନ କରି ପାରିନାହାନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗର ବିସ୍ତୃତ ତଥ୍ୟ ହାଇକୋର୍ଟରେ ପ୍ରଦାନ କରାଯାଇ ପାରିନାହିଁ । ଏଥିନିମନ୍ତେ ଆଜି ଆଫିଡେଭିଟ ଦାଖଲ କରି ବିସ୍ତୃତ ତଥ୍ୟ ରଖିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ…
