ବୈକୁଣ୍ଠ ବିହାର ମୁଖ୍ୟ ରାସ୍ତାରେ ମୁକୁଳା ଟ୍ରାନ୍ସଫର୍ମର : ପଦାରେ ପଡିଲା ଟିପିସିଓଡିଏଲର ପାରିବା ପଣିଆ
ବୈକୁଣ୍ଠ ବିହାର ମୁଖ୍ୟ ରାସ୍ତାରେ ମୁକୁଳା ଟ୍ରାନ୍ସଫର୍ମର : ପଦାରେ ପଡିଲା ଟିପିସିଓଡିଏଲର ପାରିବା ପଣିଆ ଜଗତପୁର(ଏନ୍.ଏମ୍.): ଜଗତପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଟ୍ରାନ୍ସଫର୍ମର ଗୁଡିକୁ ଆବଦ୍ଧ କରାଯାଇଥିବାବେଳେ ଆଉ କେତେକ ସ୍ଥାନରେ ବିପଦସଙ୍କୁଳ ଭାବେ ମୁକୁଳା ହୋଇପଡିଥିବା ଦେଖାଯାଇଛି । ଏଥିପାଇଁ ବୁଲା ଗୋରୁଗାଇଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ପୂର୍ଣ୍ଣ ହୋଇପଡିଛି । ଏଭଳି ଏକ ଦୃଶ୍ୟ ସିଏମସି ୪୮ନମ୍ବର ୱାର୍ଡ ଜଗତପୁର ଅନ୍ତର୍ଗତ ବୈକୁଣ୍ଠ ବିହାର…
