ଶୋଚନୀୟ ଅବସ୍ଥାରେ ପୁରୁଣା ଜଗତପୁର ଡେଲ୍ଟା ତଳ କଲୋନୀ ରାସ୍ତା: ସିଏମସି ମେୟରଙ୍କ ହସ୍ତକ୍ଷେପ ପାଇଁ ନିବେଦନ
ଶୋଚନୀୟ ଅବସ୍ଥାରେ ପୁରୁଣା ଜଗତପୁର ଡେଲ୍ଟା ତଳ କଲୋନୀ ରାସ୍ତା: ସିଏମସି ମେୟରଙ୍କ ହସ୍ତକ୍ଷେପ ପାଇଁ ନିବେଦନ ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମରେ ଅନେକ ସମସ୍ୟା ରହିଥିବାବେଳେ ସମାଧାନର ଫଳ ଶୂନ । ଦୀର୍ଘ ବର୍ଷ ଧରି ବିଭିନ୍ନ ସମସ୍ୟାରେ ଜନସାଧାରଣ ଜର୍ଜରିତ ହେଉଛନ୍ତି । ବର୍ଷ ବର୍ଷ ଧରି ସିଏମସି ଅଧିକାରୀ ଓ କର୍ମଚାରୀମାନେ ସହରର ବିକାଶ ପାଇଁ ଡିଣ୍ଡିମ ପିଟୁଥିବାବେଳେ ଏହାର ବାସ୍ତବ ଚିତ୍ର କିନ୍ତୁ ଓଲଟା ରହୁଛି । ଅନ୍ୟପକ୍ଷରେ ପୂର୍ବ କାଉନସିଲ…
