ତାତିଲେ ଅଭିଭାବକ: ବିଦ୍ୟାଳୟରେ ପିଲାଙ୍କୁ ପରସା ଯାଉଛି ପୋକ ମିଶା ବିଷାକ୍ତ ଖାଦ୍ୟ
ତାତିଲେ ଅଭିଭାବକ ବିଦ୍ୟାଳୟରେ ପିଲାଙ୍କୁ ପରସା ଯାଉଛି ପୋକ ମିଶା ବିଷାକ୍ତ ଖାଦ୍ୟ ସାଲେପୁର(ଏନ୍.ଏମ୍.): ବିଦ୍ୟାଳୟରେ ପିଲା ଖାଉଛନ୍ତି ପୋକ ମିଶା ବିଷାକ୍ତ ଖାଦ୍ୟ । କଟକ ଜିଲ୍ଲା ସାଲେପୁର ବ୍ଲକ ମଧ୍ୟକଛ ଗ୍ରାମରେ ଥିବା ମଧ୍ୟକଛ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପିଲାମାନଙ୍କୁ ନିମ୍ନମାନର ପୋକମିଶା ବିଷାକ୍ତ ଖାଦ୍ୟ ଦିଆଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସରକାର ସର୍ବଶିକ୍ଷା ଅଭିଯାନରେ ପିଲାମାନେ କିପରି ବିଦ୍ୟାଳୟକୁ ଆସିବେ…
