ଆସାନି ମୁକାବିଲା ନେଇ ସିଏମସିର ପଙ୍କୋଦ୍ଧାର କାର୍ଯ୍ୟର ସ୍ଥିତି ଯାଞ୍ଚ କଲେ ମେୟର ସୁବାସ ସିଂହ
ଆସାନି ମୁକାବିଲା ନେଇ ସିଏମସିର ପଙ୍କୋଦ୍ଧାର କାର୍ଯ୍ୟର ସ୍ଥିତି ଯାଞ୍ଚ କଲେ ମେୟର ସୁବାସ ସିଂହ କଟକ(ଏନ୍.ଏମ୍.): ସମ୍ଭାବ୍ୟ ବାତ୍ୟା ଆସାନି ମୁକାବିଲା ପାଇଁ ସରକାର ଓ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି । ଏବେ ୮୬୨ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ସେଥିରେ କୋଭିଡ୍ ଗାଇଡଲାଇନ ପାଳନ କରି ପ୍ରାୟ ୧.୬୦ଲକ୍ଷ ଲୋକ ରହିପାରିବେ । ସେହିପରି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ୬୬୬୧ଟି କୋଠା…
