ଦୋଛକିରେ ବସ୍ତିବାସିନ୍ଦା: ଆମ୍ଭେ ଏକୁଳର ହେଲୁ ନା ସେ କୂଳର
ଦୋଛକିରେ ବସ୍ତିବାସିନ୍ଦା: ଆମ୍ଭେ ଏ କୂଳର ହେଲୁ ନା ସେ କୂଳର ରାସ୍ତାରେ ଲହଡି ମାରୁଛି ଡ୍ରେନର ନର୍ଦ୍ଦମାପାଣି ବୁଝିବ କିଏ ? ‘ମେୟର ଏକାହିଁ ସାହା ଭରସା’ ଜଗତପୁର (ଏନ୍.ଏମ୍.): କଟକ ସହରରେ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ôଚତ ହେବା ଏକ ସାଧାରଣ ଘଟଣା ହୋଇ ପଡ଼ିଛି । ସିଏମସି ଅନ୍ତର୍ଗତ ୫୯ଟି ଯାକ ୱାର୍ଡ଼ରେ କିଛିନାକିଛି ସମସ୍ୟା ରହିଥିଲେ ମଧ୍ୟ ତାହାର ସମାଧାନ କରିବାରେ ସିଏମସି କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି । ବିଶେଷ କରି…
