କଟକର ବିଭିନ୍ନ ବସ୍ତିରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ
କଟକର ବିଭିନ୍ନ ବସ୍ତିରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ କଟକ(ଏନ୍.ଏମ୍.): କଟକ ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ଆଜି ମାରାଥନ ଜାଗା ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଟକ ମହାନଗର ନିଗମ ଅନ୍ତର୍ଗତ ୩ନମ୍ବର ୱାର୍ଡ଼, ୨୪ ନମ୍ବର ୱାର୍ଡ଼, ୩୩ ନମ୍ବର ୱାର୍ଡ଼, ୪୦ନମ୍ବର ୱାର୍ଡ଼ ଓ ୫୩ ନମ୍ବର ୱାର୍ଡ଼ରେ ଥିବା ବସ୍ତିମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜାଗାମିଶନ କାର୍ଯ୍ୟକ୍ରମରେ ସିଏମସି ମେୟର ସୁବାସ ସିଂହ ଯୋଗ ଦେଇ ରାଜ୍ୟସରକାର ସହରାଞ୍ଚଳରେ…
