ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହେଲା ମା’ ଶାରଳା ମନ୍ଦିର ଉନ୍ନତିକରଣ ମାଷ୍ଟରପ୍ଲାନ
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହେଲା ମା’ ଶାରଳା ମନ୍ଦିର ଉନ୍ନତିକରଣ ମାଷ୍ଟରପ୍ଲାନ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୪୨ କୋଟି, ନଣ୍ଡାଦେଉଳ ପାଖରେ ହେବ ସାରଳା ଦାସଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ଜଗତସିଂହପୁରରୁ ରମେଶ ମହାନ୍ତିଙ୍କ ରିପୋର୍ଟ ଜଗତସିଂହପୁର(ଏନ୍.ଏମ୍): ଓଡିଶାର ପ୍ରାଚୀନ ଶକ୍ତି ପୀଠ ମଧ୍ୟରୁ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ବାସିନୀ ମା’ଶାରଳାଙ୍କ ପୀଠ ଅନ୍ୟତମ ପ୍ରସିଦ୍ଧ ମାତୃ ଉପାସନା ପୀଠ । ଝଙ୍କଡବାସିନୀ ମା’ ଶାରଳାଙ୍କ ଆଶୀର୍ବାଦରୁ ସାରଳା ଦାସ ସିଦ୍ଧି ଲାଭ କରି…
