ମାହାଙ୍ଗା ବ୍ଲକ କଂଗ୍ରେସର ସଂକଳ୍ପ ଅଭିଯାନ
ମାହାଙ୍ଗା ବ୍ଲକ କଂଗ୍ରେସର ସଂକଳ୍ପ ଅଭିଯାନ ମାହାଙ୍ଗା(ଏନ୍.ଏମ୍.): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମୋଗଲପାଟଣା ଠାରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ନବ ସଂକଳ୍ପ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରଥମ ଥର ପାଇଁ ତୃଣମୂଳସ୍ତରରୁ କଂଗ୍ରେସ ଦଳକୁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ କର୍ମୀ ମାନକୁ କଠୋର ପରିଶ୍ରମ କରି ଲୋକମାନଙ୍କ ସାଥିରେ ରହି କାର୍ଯ୍ୟ କରିବାକୁ ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ଆହ୍ୱାନ କରିଥିଲେ ।…
