ଅଣସର ଘରେ ଶ୍ରୀଜୀଉ : ଚିକିତ୍ସା ପାଇଁ ଦଶ ମୂଳାରିଷ୍ଟ ପ୍ରସ୍ତୁତି ଓ ଚକା ବିଜେ ନୀତି
ଅଣସର ଘରେ ଶ୍ରୀଜୀଉ : ଚିକିତ୍ସା ପାଇଁ ଦଶ ମୂଳାରିଷ୍ଟ ପ୍ରସ୍ତୁତି ଓ ଚକା ବିଜେ ନୀତି ପୁରୀ(ଏନ୍.ଏମ୍.): ଅଣସର ଘରେ ପ୍ରଭୁ ଜଗନ୍ନାଥ । ସ୍ନାନପୂର୍ଣ୍ଣମୀ ପର ଠାରୁ ଅସୁସ୍ଥ ଶ୍ରୀ ଜୀଉଙ୍କୁ ଚିକିତ୍ସା ନିମନ୍ତେ ଅଣସରରେ ଘରେ ରଖାଯାଇ ଗୁପ୍ତସେବା ଚାଲିଛି । ଶ୍ରୀଜୀଉଙ୍କୁ ଫୁଲୁରି ତେଲ ଲାଗି ହେବା ପରେ ଆଜି ଦଶମୀ ତିଥିରେ ଦଶମୂଳ ମୋଦକ(ଦଶ ମୂଳାରିଷ୍ଟ) ଲାଗି ହୋଇ ସାରିବା ପରେ ମହାପ୍ରଭୁ ଚକା ବିଜେ ହେବାର ପରମ୍ପରା ରହିଛି…
