Nishkarsha

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ଶବ ଜବତ କଲା ପୁଲିସ

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ଶବ ଜବତ କଲା ପୁଲିସ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଥାନା ଅଞ୍ଚଳରେ ଆଜି ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଖବର ପାଇ ଚୌଦ୍ୱାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ଡାକ୍ତରଖାନା ପଠାଇଛି । ଏ ନେଇ ଚୌଦ୍ୱାର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି…

Read More

ମହାନଦୀ ଡିଗ୍ରୀ ମହାବିଦ୍ୟାଳୟରେ ପଣ୍ଡିତ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧ ବାର୍ଷିକ

ମହାନଦୀ ଡିଗ୍ରୀ ମହାବିଦ୍ୟାଳୟରେ ପଣ୍ଡିତ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧ ବାର୍ଷିକ କଖଡି/ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): କଟକ ସ୍ଥିତ ମହାନଦୀ ଡିଗ୍ରୀ ମହାବିଦ୍ୟାଳୟରେ ପଣ୍ଡିତ ଗୋପବନ୍ଧୁଙ୍କ ୯୪ ତମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ “ସେବା ଓ ସେବକ’ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ସଂପାଦକ ଫକୀର ଚରଣ ସୀତାରାମ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋପବନ୍ଧୁ ନର୍ସିଂ କଲେଜର ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ସୁସାହିତ୍ୟିକ ତଥା ବାଗ୍ମୀ ନାରାୟଣ ପଣ୍ଡା, ସମ୍ମାନିତ ଅତିଥି…

Read More

ସାଲେପୁର ରିଟେଲ ସଂଘ ପକ୍ଷରୁ ବିକ୍ଷୋଭ

ସାଲେପୁର ରିଟେଲ ସଂଘ ପକ୍ଷରୁ ବିକ୍ଷୋଭ ସାଲେପୁର (ଏନ୍‌.ଏମ୍‌.): ସର୍ବ ଭାରତୀୟ ଡିଲରସ ଫେଡରେସନର ଡାକରାରେ ରିଟେଲ ମହାସଂଘ ପକ୍ଷରୁ ୮ ଦଫା ଦାବି ନେଇ ଓଡ଼ିଶାର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ସାଲେପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାର ବଣ୍ଟନ ବାବଦୀୟ ପାରିଶ୍ରମିକ ଅର୍ଥ…

Read More

ହାତୀ କଙ୍କାଳ ମିଳିବା ଘଟଣା; ଆଉ ଜଣେ ଶିକାରୀ ଗିରଫ

ହାତୀ କଙ୍କାଳ ମିଳିବା ଘଟଣା; ଆଉ ଜଣେ ଶିକାରୀ ଗିରଫ ଆଠଗଡ(ଏନ୍‌.ଏମ୍‌.): ଆଠଗଡ ବନଖଣ୍ଡ ଅନ୍ତର୍ଗତ ବଡମ୍ବା ବନାଞ୍ଚଳରେ ଜୁନ ୨ରୁ ଅଦ୍ୟାବଧି ୪ଟି ହାତୀ କଙ୍କାଳ ମିଳିବା ଏବଂ ନରସିଂହପୁର ପୂର୍ବ ବନାଞ୍ଚଳରେ ଏକ ଦନ୍ତାହାତୀ ଶିକାରୀ ଗୁଳିରେ ମରିବା ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବନବିଭାଗର ନିଦ ହଜାଇ ଦେଇଛି । ଏହିସବୁ ଘଟଣାରେ ଅଦ୍ୟାବଧି ଶିକାରୀ ଓ ବନବିଭାଗ କର୍ମଚାରୀଙ୍କୁ ମିଶାଇ ମୋଟ ୧୩ଜଣଙ୍କୁ ଗିରଫ କରାଯାଇଛି । ତେବେ…

Read More

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ଆଠଗଡ(ଏନ୍‌.ଏମ୍‌.): ସମ୍ପ୍ରତି ଗଣତନ୍ତ୍ର ଆଜି ବିପନ୍ନ ହୋଇଥିବା ବିଭିନ୍ନ ମହଲରେ ସ୍ୱର ଉଠିଛି । ସାମ୍ବାଦିକ ଓ ସମ୍ବାଦପତ୍ରର କଣ୍ଠ ରୋଧ କରାଯାଇ ବିନା କାରଣରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିବା, ମିଥ୍ୟା ମକଦ୍ଦମା କରି ଜେଲ ପଠାଇବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ତେବେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫ ପ୍ରତିବାଦରେ ଆଜି ଆଠଗଡ ସବ ଡିଭିଜନ ସାମ୍ବାଦିକ ସଂଘପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଆଠଗଡ ଅତିରିକ୍ତ…

Read More

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଭା ଚୟନ କାର୍ଯ୍ୟକ୍ରମରେ ଯୋଗଦେଲେ ୧୦୦ କ୍ରିଡାବିତ୍

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଭା ଚୟନ କାର୍ଯ୍ୟକ୍ରମରେ ଯୋଗଦେଲେ ୧୦୦ କ୍ରିଡାବିତ୍ ଜଗତସିଂହପୁର (ଏନ୍‌.ଏମ୍‌.): ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଭା ଚୟନ କାର୍ଯ୍ୟକ୍ରମ ଜିଲ୍ଲାପାଳ ପାରୁଲ୍ ପଟୱାରିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ପ୍ରତିଭା ଚୟନ କାର୍ଯ୍ୟକ୍ରମକୁ ଉଦଘାଟନ କରି ଜିଲ୍ଲାପାଳ କହିଲେ ଯେ, ବିଭିନ୍ନ ବ୍ଲକରୁ ୧୦ରୁ ୧୫ବର୍ଷର ଛାତ୍ର ଛାତ୍ରୀମାନେ ଚୟନ ପ୍ରକିୟାରେ ଅଂଶଗ୍ରହଣ କରିଛନ୍ତି ।…

Read More

ଗଜାନନ ସେବା ସମିତି ଓ ନିଷ୍କର୍ଷ ମିଡିଆ ଶାଖା କାର୍ଯ୍ୟାଳୟ ଉଦ୍‌ଘାଟିତ

ଗଜାନନ ସେବା ସମିତି ଓ ନିଷ୍କର୍ଷ ମିଡିଆ ଶାଖା କାର୍ଯ୍ୟାଳୟ ଉଦ୍‌ଘାଟିତ ଜଗତପୁର(ଏନ୍‌.ଏମ୍‌.): ନିମପୁର ଗଜାନନ ସେବା ସମିତି କାର୍ଯ୍ୟାଳୟ ଓ ନିଷ୍କର୍ଷ ମିଡିଆ ଶାଖା କାର୍ଯ୍ୟାଳୟ ପବିତ୍ର ରଥଯାତ୍ରାରେ ନିମପୁରସ୍ଥିତ କିଶୋରକ୍ଲବ ନିକଟରେ ବେଶ ଧୁମଧାମରେ ଦୁଇ ଗୋଟି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ୪୮ନମ୍ବର ୱାର୍ଡ କର୍ପୋରେଟର ନଳିନୀ ବେହେରା ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଜଗତପୁର ଥାନା ଭାରପ୍ରାପ୍ତ ଅଧିକାରୀ ରବିନ୍ଦ୍ର ନାଥ ମେହେର, ଜଗତପୁର ଟ୍ରକ…

Read More

ମହିଳା ମାନେ ଟାଣିଲେ ସାନ ରଥ, ନୀତିରେ ବିଳମ୍ବ ଯୋଗୁଁ ଡେରିରେ ପହଞ୍ଚିଲା ରଥ

ମହିଳା ମାନେ ଟାଣିଲେ ସାନ ରଥ, ନୀତିରେ ବିଳମ୍ବ ଯୋଗୁଁ ଡେରିରେ ପହଞ୍ଚିଲା ରଥ ଆଠଗଡ଼(ଏନ୍‌.ଏମ୍‌.): ଦୁଇ ବର୍ଷ ଧରି ମହାମାରୀ କରୋନା ପାଇଁ ବନ୍ଦ ଥିଲା ରଥଯାତ୍ରା । କଟକଣା କୋହଳ ହେବା ପରେ ଚଳିତ ବର୍ଷ ପ୍ରବଳ ଜନସମାଗମ ଭିତରେ ଆଠଗଡ଼ ଆରାଧ୍ୟ ଶ୍ରୀ ଶ୍ରୀ ଅଟ୍ଟାଳୀ ଜଗନ୍ନାଥଙ୍କ ରଥଯାତ୍ରା ସମ୍ପନ୍ନ ହୋଇଛି । କିନ୍ତୁ ନୀତି କାନ୍ତିରେ ବିଳମ୍ବ ଯୋଗୁଁ ଡେରିରେ ରଥ ଟଣା ହେବା ଯୋଗୁଁ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କ…

Read More

ପୁଣି ଭାଙ୍ଗିଲା ମହାପ୍ରଭୁଙ୍କ ରୋଷଘର ଚୁଲି:ଏଥର ଶ୍ରୀମନ୍ଦିରର ନୁହେଁ ମାଉସୀ ମା’ ଘରର

ପୁଣି ଭାଙ୍ଗିଲା ମହାପ୍ରଭୁଙ୍କ ରୋଷଘର ଚୁଲି:ଏଥର ଶ୍ରୀମନ୍ଦିରର ନୁହେଁ ମାଉସୀ ମା’ ଘରର ପୁରୀ (ଏନ୍‌.ଏମ୍‌.): ସବୁଠୁ ବଡ଼ ଖିଆ ବୋଲି ପ୍ରଭୁ ଜଗନ୍ନାଥଙ୍କୁ କୁହାଯାଏ । ତେବେ କାଳିଆର ବଡ଼ ଖିଆ ବୋଧେ କିଛି ଲୋକଙ୍କ ମନକୁ ପାଉନି । ତେଣୁ କାଳିଆ ସାଆନ୍ତଙ୍କ ପାଇଁ ନିର୍ମିତ ରୋଷ ଘରରୁ ବାରମ୍ବାର ଚୁଲି ଭଙ୍ଗା ଚାଲିଛି । ଶ୍ରୀମନ୍ଦିର ରୋଷ ଘରୁ ଚୁଲିଭଙ୍ଗା ଘଟଣା ମନରୁ ନଲିଭୁଣୁ ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘରେ ୨୦ଟି ଚୁଲିକୁ…

Read More

ଶ୍ରୀକ୍ଷେତ୍ରରେ ରଥ ଟାଣିଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଶ୍ରୀକ୍ଷେତ୍ରରେ ରଥ ଟାଣିଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପୁରୀ(ଏନ୍‌.ଏମ୍‌.): ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କରୋନା ଯୋଗୁଁ ଗତ ଦୁଇବର୍ଷ ଦରି ରଥଯାତ୍ରାରେ ଶ୍ରଦ୍ଧାଳୁ ଯୋଗ ଦେଇ ପାରିନଥିବାବେଳେ ଚଳିତ ବର୍ଷ ବେଶ ଜାକଜମକରେ ପ୍ରଭୁ ରଥରେ ବସି ମାଉସୀମା ଘର ଯାଇଛନ୍ତି । ଆଉ ଏଥି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେଉଛି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ…

Read More

ପବିତ୍ର ରଥଯାତ୍ରା ଅବସରରେ ଜଗତସିଂହପୁର ପ୍ରଧାନ ଡାକଘରେ ଜାରିହେଲା ବିଶେଷ ରଦ୍ଦକରଣ ଷ୍ଟାମ୍ପ

  ଜଗତସିଂହପୁର(ଏନ୍‌.ଏମ୍‌.): ପବିତ୍ର ରଥଯାତ୍ରା ଅବସରରେ କଟକ ଦକ୍ଷିଣ ଡାକମଣ୍ଡଳର ଅଧୀନରେ ଥିବା ୨ଟି ପ୍ରଧାନ ଡାକଘରେ ଏକ “ବିଶେଷ ରଦ୍ଦକରଣ ଷ୍ଟାମ୍ପ’ ଉନ୍ମୋଚନ ହୋଇଯାଇଛି । ଏଥି ମଧ୍ୟରୁ ଜଗତସିଂହପୁର ପ୍ରଧାନ ଡାକଘର ପକ୍ଷ୍ୟରୁ ପ୍ରଧାନ ଡାକପାଳ ରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ “ବିଶେଷ ରଦ୍ଦକରଣ ଷ୍ଟାମ୍ପ’ ଫିଲାଟେଲିଷ୍ଟ ହିମାଂଶୁ ଶେଖର ଦାସ ଓ ଜଗତସିଂହପୁରର ଜଣେ ଜଣାଶୁଣା ବିଶିଷ୍ଟ ବ୍ୟବସାୟୀ ନିର୍ମଳ ଖୁଣ୍ଟିଆଙ୍କ ଉପସ୍ଥିତିରେ ଏହା ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ…

Read More

କଟକ ସହର ସମସ୍ୟା ନେଇ ଅଭିନବ ଉପାୟରେ ପ୍ରତିବାଦ କଲେ ବିଧାୟକ

କଟକ ସହର ସମସ୍ୟା ନେଇ ଅଭିନବ ଉପାୟରେ ପ୍ରତିବାଦ କଲେ ବିଧାୟକ କଟକ (ଏନ୍‌.ଏମ୍‌.): ବର୍ତ୍ତମାନ କଟକ ସହରରେ ଜାଇକା କାମ ଓ ଡ୍ରେନେଜ କାମ ଅଧା ପାନ୍ତାରିଆ ରହିଛି । ଏଥି ବହୁ ଲୋକ ଦୂର୍ଘଟଣା ର ଶିକାର ମଧ୍ୟ ହେଉଛନ୍ତି । କଟକରେ ମେୟର ବଦଳିଛନ୍ତି କିନ୍ତୁ କାମ ଯାହାକୁ ସେୟିଆ ହୋଇ ପଡିରହିଛି । ଏବେ କଟକ ସିଡିଏ ଅଶି୍ୱନୀ ହସ୍ପିଟାଲ ରାସ୍ତା ଦେଇ ଯାଇଥିବା ପେଟା ନାଳ ନର୍ଦମାରେ ପୂର୍ଣ୍ଣ ହୋଇଛି…

Read More